ଭୁବନେଶ୍ୱର ର ଏକ ହୋଟେଲ ରେ ଏଭଳି ଘଟଣା ଘଟି ଯାଇଛି ଯାହାକୁ ଶୁଣିବା ମାତ୍ରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଗତ ରାତିରେ ପୋଲିସ ନିକଟକୁ ଏକ କଲ୍ ଆସିଥିଲା ଆଉ କୁହା ଯାଇଥିଲା କି ଚନ୍ଦ୍ରଶେଖରପୂର ଠାରେ ଦୁଇଜଣ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣା ସମ୍ପର୍କର ଶୁଣିବା ପରେ ମଧ୍ୟ ପୋଲିସ ଏହି ଘଟଣା ପ୍ରତି ତୁରନ୍ତ ପଦକ୍ଷେପ ନେଇଥିଲା।
ସେହି ସ୍ଥାନରେ ପହଞ୍ଚିବାରୁ ଜଣା ପଡିଲା କି ବ୍ୟକ୍ତିଗତ ଶତ୍ରୁତା ରୁ ହିଁ ଏଭଳି ଘଟିଛି। ସେଠାରେ ଏକ ହୋଟେଲ ରେ ହିଁ ଦୁହେଁ କାମ କରୁଥିଲେ ଜଣେ ଆଉ ଜଣକୁ ଧାରୁଆ ଅସ୍ତ୍ରରେ ଆଘାତ ଦେଇଛି ଯାହା ଦ୍ବାରା ଜଣକ ମୃ-ତ୍ୟୁ ମଧ୍ୟ ହୋଇଛି। ଏହି ସମ୍ପର୍କରେ ତାଙ୍କର ପରିବାର ଲୋକଙ୍କୁ ସୂଚନା ଦିଆ ଯାଇଥିବା ବେଳେ ତାଙ୍କର ପରିବାର ଲୋକମାନେ ମଧ୍ୟ ଆସି ପହଞ୍ଚି ଛନ୍ତି। ଏକ ହ-ତ୍ୟା ର ମକୋଦ୍ଦମା ଚନ୍ଦ୍ରଶେଖରପୁର ର,
ପୋଲିସ ଷ୍ଟେସନ ରେ ମଧ୍ୟ ଦିଆ ଯାଇଛି। ଅଭିଯୁକ୍ତ ମଧ୍ୟ ଏବେ ପୋଲିସ ନିକଟରେ ଅଛି। ଯାହାକୁ କି ଏବେ ପଚରା ଉଚରା ମଧ୍ୟ କରା ଯାଉଛି। ଯେଉଁ ଧରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ ତାହାକୁ ମଧ୍ୟ ପୋଲିସ୍ ଜବତ କରିଥିଲେ। ବାକି ସବୁ ତଦନ୍ତ ମଧ୍ୟ ଜାରୀ ରହିଛି। ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି କି ଏହି ଘଟଣା ବ୍ୟକ୍ତିଗତ ଶତ୍ରୁତା ରୁ ହିଁ ଘଟି ଯାଇଛି। ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଆଉ ଖୁବ୍ ଝଗଡା ହୋଇଥିଲା।
ଆଉ ଉତ୍କ୍ଷୀପ୍ତ ହୋଇ ଜଣେ ବ୍ୟକ୍ତି ଆଉ ଜଣକୁ ଆକ୍ରମଣ କରିଥିଲେ। ଏହି ସବୁ ଘଟଣା କଣ ପାଇଁ ଘଟି ଯାଇଥିଲା ତାହାକୁ ନେଇ ଏବେ ପୋଲିସ ତଦନ୍ତ କରିବ। ତଦନ୍ତ ପରେ ହିଁ ଏହି ଘଟଣା ର ସତ୍ୟାସତ୍ୟ ଜଣା ପଡ଼ିବ। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ଏହି ଘଟଣା କଣ ପାଇଁ ଘଟିଥିବା ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।