Jan 1, 2025, 12:06 IST

ୟୁଟ୍ୟୁବରେ ଭିଡିଓ କରୁକରୁ ମ-ରିଗଲା ସୋନାଲି ଅଧରାତିରେ ଏମିତି କଣ ଘଟିଥିଲା....?

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ୟୁଟ୍ୟୁବର ଜଣଙ୍କୁ ନେଇ ଆସିଥିବା ଖବର ବିଷୟରେ ଆପଣମାନେ ତ ଜାଣିଥିବେ । ଏହି ୟୁଟ୍ୟୁବର ଜଣକ ଅନେକ ଭିଡିଓ କରିଛନ୍ତି । ସେ ଫୁଡ୍ ବ୍ଲଗର ନାଁରେ ବେଶି ଜଣାଶୁଣା । ଏବେ ତାଙ୍କର ମୃ-ତଦେହ ମିଳିଛି । ଏହି ଯୁବତୀ ଜଣକ ନାମ ହେଉଛି ସୋନାଲି । ସେ ପାଠ ପଢୁଥିବା ହଷ୍ଟେଲରୁ ତାଙ୍କର ମୃ-ତଦେହ ମିଳିଛି । ଏବେ ଏହାକୁ ନେଇ ଆସିଛି କିଛି ଖବର । ନୂଆ ବର୍ଷ ଆସୁ ଆସୁ କେମିତି ମରିଗଲେ ସୋନାଲି ।
Hh
ଏହି ମହିଳା ଜଣକ ୟୁଟ୍ୟୁବରେ ଭିଡିଓ କରୁଥିଲେ ଆଉ ଭଲ ଭଲ ଖାଦ୍ୟ କେଉଁଠାରେ ମିଳେ ଏହାର ଠିକଣା ସେ ଦେଉଥିଲେ । କିନ୍ତୁ ୟୁଟ୍ୟୁବ ଭିଡିଓ କରୁ କରୁ ସୋନାଲି ସଂଘମିତ୍ରା ହଠାତ୍ ମରିଗଲେ ଯାହାକୁ ନେଇ ଏବେ ସବୁଠି ପ୍ରଶ୍ନ ଆସୁଛି । ନୂଆ ବର୍ଷ ଆସୁଥିଲା ଆଉ ନୂଆବର୍ଷରେ ଅନେକ ଭିଡିଓ କରିଥାନ୍ତେ । କିନ୍ତୁ ଭଡ଼ା ଘରୁ ତାଙ୍କର ମୃ-ତଦେହ ମିଳିଛି । ଭଡ଼ା ଘରେ ତାଙ୍କୁ କେହି ମାରି ଏଭଳି ତାଙ୍କ ସହିତ କରିଛି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
Hh
ଏହି ଯୁବତୀ ସୋନାଲି ସଂଘମିତ୍ରା ପରିଡ଼ା ଅନେକ ଭିଡିଓ କରିବା ସହ ଭଲ ଭଲ ଖାଇବା କେଉଁଠାରେ ମିଳେ ସେ ଲୋକମାନଙ୍କୁ କହୁଥିଲେ । ସେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ଫୁଡ୍ ବ୍ଲଗିଂ କରିଥାନ୍ତି । ଏହି ଯୁବତୀ ଜଣକ କେନ୍ଦ୍ରାପଡ଼ା ଜିଲ୍ଲାର ଏବଂ ସେ ଭୁବନେଶ୍ୱର ସହରରେ ରହୁଥିଲେ । ଭୁବନେଶ୍ବରରେ ରହି ସେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ କିନ୍ତୁ ଏବେ ସେ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ବୁଲାବୁଲି କରିବାକୁ ଭଲ ପାଉଥିଲେ । ସେ ଅନେକ ଲୋକପ୍ରିୟତା ପାଇଥିଲେ । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏହି ଘଟଣା ଘଟିଛି । 
ସେ ୟୁଟ୍ୟୁବରେ ଭିଡିଓ କରୁ କରୁ ଏଭଳି ହଠାତ୍ ମରିଯିବେ ସେକଥା କେହି ଜାଣି ନଥିଲେ । ହଠାତ୍ ତାଙ୍କ ସହିତ ଏଭଳି କେମିତି ହେଲା ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଆସିବା ସହ ଲୋକଙ୍କ ମନରେ ଏହି କଥା । ସେ ଦେଖିବାକୁ ଯେମିତି ସୁନ୍ଦର ଥିଲେ ସେମିତି ସୁନ୍ଦର ସୁନ୍ଦର ଭିଡିଓ କରୁଥିଲେ । ଏବେ ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସତରେ ତାଙ୍କୁ କିଏ ମାରି ଦେଇଛି ନା ସେ ନିଜ ଜୀବନ ହାରିଛନ୍ତି । ଏହାକୁ ନେଇ ଏବେ ଅନେକ କଥା ଆସୁଛି । ଏହାର ସତ୍ୟାସତ୍ୟ ତଦନ୍ତ ପରେ ଜଣାପଡ଼ିବ । ଏବେ ଏହି ଘଟଣାକୁ ନେଇ ଭୁବନେଶ୍ବର ଉଠୁଛି ପଡୁଛି ।

Advertisement