ଆଜିକାଲି ସମାଜରେ ଆପଣମାନେ ଏଭଳି କିଛି ଖବର ବିଷୟରେ ସୂଚନା ପାଇବେ ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ନାବାଳିକା ଝିଅ ସହ ଏଭଳି ଘଟଣା ଘଟିଛି ଯାହା ଶୁଣିଲେ ଯେ କେହିବି ମୁଣ୍ଡରେ ହାତ ଦେବ । ଏବେ ଏହି ଭିଡିଓ ମାଧ୍ୟମରେ ଏହି ଘଟଣା ପାଇବା ସହ ଆଜିକା ସମାଜରେ ଘଟୁଥିବା ଘଟଣା ଜାଣିପାରିବେ । ଆଜିକାଲି ସମାଜରେ ଅନେକ ନାବାଳିକା ଏମିତି ବ-ଳା-ତ୍କା-ରର ଶିକାର ହେଉଛନ୍ତି ।

ନାବାଳିକା ଝିଅ ଜଣକ ସ୍କୁଲରୁ ଘରକୁ ଫେରୁଥିଲା । ଆଉ ସେ ସ୍କୁଲରୁ ଫେରୁଥିବା ଝିଅ ସହ ଏହି ବୁଢ଼ା ଜଣକ କରିଥିଲା ଏଭଳି କାମ । ଏହି ବୁଢ଼ା ଫରେଷ୍ଟର ଜଣକ ସେହି ନାବାଳିକା ଝିଅ ସହ ଦୁ-ଷ୍କ-ର୍ମ କରି ଦେଲା । ଏହି ଫରେଷ୍ଟର ବୁଢ଼ା ଜଣଙ୍କର ବୟସ ୬୦ ବର୍ଷ । ଏହି ନୃଶଂସ ବୁଢ଼ା ଜଣକ ୧୨ ବର୍ଷର ଝିଅ ଘରକୁ ଫେରୁଥିବା ବେଳେ ତାସହ ଦୁଷ୍କର୍ମ କରି ଦେଇଥିଲା । ଏହି ୧୨ ବର୍ଷର ଝିଅ ସକାଳୁ ସ୍କୁଲ ଯାଇଥିଲା ଆଉ ୧୧ ଘଟିକା ସମୟରେ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା ।

ଏହି ନାବାଳିକା ଝିଅ ଜଣଙ୍କୁ ଏହି ଫରେଷ୍ଟର ଜଣକ ଘରକୁ ଡାକିଥିଲେ । ଝିଅକୁ ଚକୋଲେଟ୍ ଦେଖାଇ ଘର ଭିତରେ ପୁରାଇ ଏହି ଫରେଷ୍ଟର ଜଣକ ତାର ଇଜ୍ଜତ ନେବାକୁ ବସିଥିଲା । ଏହି ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହି ବୁଢ଼ା ଫରେଷ୍ଟର ଜଣକ ଏଭଳି କାମ କରିଛି । ନାବାଳିକା ଝିଅ ତାର ସାଙ୍ଗକୁ ଛାଡିବାକୁ ଆସିଥିଲା ଆଉ ସେହି ସାଙ୍ଗକୁ ଛାଡିବାକୁ ଆସିବା ବେଳେ ସେହି ଫରେଷ୍ଟର ଜଣକ ଏଭଳି କାମ କରିଥିଲା । ଏହି ଝିଅକୁ ଘର ଭିତରକୁ ନେବା ବେଳେ ତାର ସାଙ୍ଗ ଯାଇ ସେହି ଝିଅର ପରିବାର ଲୋକଙ୍କୁ ଏହି ବିଷୟରେ ଜଣାଇ ଦେଇଥିଲା ।
ଆଉ ଏହାପରେ ଏହି ଘଟଣାକୁ ନେଇ ପରିବାର ଲୋକେ ଥାନାରେ ପହଞ୍ଚି ଥିଲେ । ଏହି ଫରେଷ୍ଟର ଜଣଙ୍କୁ ଗାଁ ଲୋକମାନେ ଗୋଡେଇ ଗୋଡ଼େଇ ମାଡ ମାରୁଥିବା ବେଳେ ଏହି ଫରେଷ୍ଟର ଜଣକର ଏଭଳି ଅବସ୍ଥାରେ ସେଠାରେ ପୋଲିସ ପହଞ୍ଚିଛି । ଆଉ ଏବେ ଏହି କାର୍ଯ୍ୟରତ ଫରେଷ୍ଟର ନୃସିଂହ ଶତପଥୀଙ୍କୁ ପୋଲିସ ଗିରଫ କରିଛି । ଗତ ଶୁକ୍ରବାର ଦିନ ଏହି ଘଟଣା ଘଟିଥିଲା । ଏହି ଘଟଣା ପଦ୍ମପୁର ଅଞ୍ଚଳରେ ଘଟିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଦେଖିବାକୁ ବାକି ରହିଲା ଏହି ଫରେଷ୍ଟରଙ୍କୁ କେଉଁ ଦଣ୍ଡ ମିଳୁଛି ।