Apr 1, 2025, 12:06 IST

୧୨ ବର୍ଷର ନାବାଳିକା ଝିଅକୁ ସ୍କୁଲର କ୍ଲାସରୁମ୍ ଭିତରେ ଏମିତି କିଏ କରିକରି ମାରିଦେଲା ଆଉ ତାପରେ...

Vg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଯାହାଝାତ୍ରୁ ଖବର ପାଇବେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୧୨ ବର୍ଷର ନାବାଳିକା ଝିଅ ସହ ଏଭଳି କିଛି ହୋଇଛି । ଏହି ନାବାଳିକା ଝିଅ ଜଣକ କ୍ଲାସରେ ଭଲ ପାଠ ପଢୁଥିଲେ । ଏହି ଝିଅର ନାଁ ହେଉଛି ଦିବ୍ୟା । ଦିବ୍ୟା ସ୍କୁଲରେ ସମସ୍ତଙ୍କ ଠାରୁ ଅଧିକ ନମ୍ବର ରଖିଥାଏ । ଆଉ ଭଲ ପାଠ ପଢୁଥାଏ । ସେ ସ୍କୁଲରେ ଭଲ ନମ୍ବର ରଖୁଥିଲେ । ଆଉ ସମସ୍ତେ ତାଙ୍କୁ ବହୁତ ଭଲ ପାଉଥିଲେ ।
Ff
ସ୍କୁଲର ଶିକ୍ଷକ ଆଉ ଶିକ୍ଷୟତ୍ରୀ ଏହି ଛାତ୍ରୀ ଜଣଙ୍କୁ ଭଲ ପାଉଥିଲେ । ଏହି ଛାତ୍ରୀ ଜଣକ ସ୍କୁଲ ପରୀକ୍ଷା ଦେବାକୁ ଯାଇଥିଲେ । ଆଉ ପରୀକ୍ଷା ଦେବା ସମୟରେ ଏଭଳି କିଛି କାମ କରିଥିଲେ । ଏହି ଛାତ୍ରୀ ଜଣକ ଭଲ ପାଠ ପଢୁଥିଲେ ଆଉ ଭଲରେ ରହିଥିଲେ ଆଉ ତାଙ୍କୁ ସମସ୍ତେ ବହୁତ ଭଲ ପାଉଥିଲେ । ହେଲେ ତାଙ୍କ ସହ ଏଭଳି ଘଟଣା ଘଟିବ ବୋଲି କେହି କେବେ ଭାବି ନଥିଲେ । ପରିବାର ଲୋକେ ଝିଅକୁ ଭଲ ସ୍କୁଲରେ ପାଠ ପଢ଼ାଇ ନାଁ କରିବ ବୋଲି ନାଁ ଲେଖାଇଥିଲେ । 
Vv
ଏହି ନିରୀହ ୧୨ ବର୍ଷର ଝିଅ ସହ ଏଭଳି ଘଟଣା ଘଟିବ କେହି କେବେ ଭାବି ନଥିଲେ । ମାର୍ଚ୍ଚ ମାସ ୧୨ ତାରିଖରେ ଦିବ୍ୟାର କ୍ଲାସ ପରୀକ୍ଷା ଥିଲା । ଆଉ ଏହି ପରୀକ୍ଷା ଦେବାକୁ ସେ ଯାଇଥିଲା କିନ୍ତୁ କ୍ଲାସ ରୁମରେ ଏଭଳି କିଛି ଘଟିଥିଲା । ସର୍ଦ୍ଦାର ପଟେଲ ପବ୍ଲିକ ସ୍କୁଲରେ ଏହି ଛାତ୍ରୀ ଜଣକ ପାଠ ପଢ଼ୁଥିଲେ । ଆଉ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଝିଅ ସହ ଏଭଳି କିଛି ଘଟଣା ଘଟିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଝିଅ କାନ୍ଦି କାନ୍ଦି କ୍ଲାସ ରୁମ୍ ଭିତରୁ ବାହାରିଲା ଆଉ ସିଧା ଆସି ଆଉ ଗୋଟିଏ କ୍ଲାସ ରୁମକୁ ଯାଇଥିଲା ।
କ୍ଲାସ ରୁମକୁ ଯାଇ ଏହି ଝିଅ ଜଣକ କବାଟ ଦେଇ ଦେଇଥିଲା । ଆଉ ଏହାକୁ ଦେଖି ସ୍କୁଲ ପିଲାମାନେ ଆଉ ଶିକ୍ଷକ ଆଉ ଶିକ୍ଷୟତ୍ରୀ କବାଟ ବାଡେଇ ଥିଲେ କିନ୍ତୁ ଏହି ଝିଅ କବାଟ ଖୋଲି ନଥିଲା । ଏହାପରେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଦିବ୍ୟାର ପରିବାର ସହ ପୋଲିସକୁ ଖବର ଦେଇଥିଲେ । ଆଉ ଏହି ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି ଝିଅର କବାଟ ଖୋଲିଥିଲା କିନ୍ତୁ ଏହି ଝିଅ ଆ-ତ୍ମ-ହ-ତ୍ୟା କରି ଦେଇଛି ବୋଲି ଦେଖିବାକୁ ମିଳିଥିଲା । ଏବେ ଏହି ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଝିଅ ଏଭଳି କାହିଁକି କରିଲା ଏହାର କାରଣ ମିଳୁନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।

Advertisement