Jun 29, 2024, 18:01 IST

ମୋଦୀଙ୍କ ପାଖକୁ ଅଚାନକ ଆସିଲେ ଦୁଇ କୁନି ଝିଅ ଦେଖନ୍ତୁ ଅଚାନକ ହେଲା କିଛି ଏମିତି

Vg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଅନେକ କିଛି ବିଷୟରେ ଜାଣିପାରିବେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆସିଛି କିଛି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଆସିଲେ ଦୁଇଜଣ ଖାସ ଅତିଥି । ଏହି ଦୁଇଜଣଙ୍କୁ ଦେଖି ପ୍ରଧାନମନ୍ତ୍ରୀ ଖୁସି ହୋଇଗଲେ ।
Bh
ଏହି ଦୁଇଜଣ ଅତିଥି ପ୍ରଧାନମନ୍ତ୍ରୀଙ୍କ ପାଖରେ ବସିଲେ ଆଉ ତାଙ୍କୁ ପ୍ରଧାନମନ୍ତ୍ରୀ ଏମିତି କିଛି କହିଲେ ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଦୁଇଜଣ ଅତିଥି ହେଉଛନ୍ତି କୁନି କୁନି ଝିଅ । ଏହି କୁନି କୁନି ଝିଅ ଦୁଇଜଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ଗୀତ ଗାଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁନି କୁନି ପିଲାଙ୍କୁ ବହୁତ ଭଲ ପାଆନ୍ତି । ଛୋଟ ପିଲାଙ୍କ ପ୍ରତି ଥିବା ସ୍ନେହ ଆଉ ଭଲପାଇବା ତାଙ୍କର ଦେଖିବାକୁ ମିଳିଥାଏ । ସେ ପିଲାମାନଙ୍କ ସହିତ ମିଶିବାକୁ ବହୁତ ଭଲ ପାଆନ୍ତି ।
Gh
ଅଗଷ୍ଟ ୧୫ ହେଉ ବା ଜାନୁଆରୀ ୨୬ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁନି କୁନି ପିଲାମାନଙ୍କ ସହିତ ମିଶିବାକୁ ବା ଫଟୋ ଉଠାଇବାକୁ ପସନ୍ଦ କରନ୍ତି । ସବୁବେଳେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି । ଏବେ ଏହି ଦୁଇ ଅତିଥି ମୋଦୀଙ୍କୁ ଦେଖିବାକୁ ଆସିଛନ୍ତି । ଏହି ଦୁଇଜଣ ଅତିଥି ତାଙ୍କ ସହିତ ମିଶି ବହୁତ କଥା ହୋଇଛନ୍ତି । ଆଉ ଏହି ଦୁଇଜଣ କୁନି ଝିଅ ଗୀତ ଗାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କୁନି ନାତୁଣୀ ଦୁଇଜଣଙ୍କ ସହିତ କଥା ହୋଇ ଖୁସିରେ ଅଛନ୍ତି ।
ଏବେ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଗତ ବୁଧବାର ଦିନ ସଂସଦ ଭବନରେ ହରିୟାଣାର ରାଜ୍ୟପାଳ ମୃଦାଳୁ ଦତ୍ତାତ୍ରୟ ତାଙ୍କ ପରିବାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ସମୟରେ ରାଜ୍ୟପାଳଙ୍କ ଦୁଇ ନାତୁଣୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କୁ ପ୍ରଣାମ କରିଥିଲେ ଆଉ ତାଙ୍କ ପାଇଁ ଗୀତ ଲେଖିଥିଲେ ଆଉ ଗାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭିଡିଓ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏବେ ଏହାର ଭିଡିଓ ଆଉ ଫଟୋ ଭାଇରାଲ ହେଉଛି ।

Advertisement