Jun 14, 2024, 16:36 IST

ରଜରେ ରଜ ପାନ ପାଇଁ ଚାଲିଗଲା ଦୁଇ ଜୀବନ ଦେଖନ୍ତୁ ଘଟିଲା କେତେବଡ ଅଘଟଣ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଏବେ ଧୀରେ ଧୀରେ ସେସବୁ ସୁବିଧା ଦେଖିବାକୁ ମିଳୁଛି।
Gg
ବନ୍ଧୁଗଣ ରଜରେ ସକାଳୁ ସକାଳୁ ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଚାଲିଯାଇଛି ଜୀବନ। ଏକ ପିକପ୍ ଡାଲା ଗାଡ଼ିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଛତିଆ ପଦାସାହି କେନ୍ଦ୍ରାପଟି କଣ୍ଟାବାଉଁଶ ଗ୍ରାମର ୨୦ରୁ ଊର୍ଦ୍ଧ୍ବ ବ୍ୟବସାୟ ପାନ ବିକ୍ରୀ କରିବାକୁ ନୟାହାଟ ଓ ପିପିଲି ପାନ ମାର୍କେଟକୁ ଯାଉଥିବା ବେଳେ ଦ୍ରୁତଗତିରେ ଥିବା ଡାଲା ଗାଡିଟି ଭାରସାମ୍ୟ ହରାଇ କାକଟପୁର ଥାନା ନିକଟସ୍ଥ ଜଗନ୍ନାଥପୂର୍ ଛକ ନିକଟରେ ପାନ ବୋଝଟି ଉଭର ଲୋଡ ହୋଇଥିବାରୁ ରାସ୍ତା ଉପରେ ଗାଡି ଓଲଟି ପଡ଼ିଥିଲା। 
ବନ୍ଧୁଗଣ ଗାଡ଼ିର ପଛ ପାର୍ଶ୍ଵରେ ୨୦ରୁ ଉର୍ଦ୍ଧ୍ବ ପାନ ଟୋକେଇରେ ଥିବା ବେଳେ ଗାଡ଼ିର ପଛ ପାର୍ଶ୍ୱରେ ବସିଥିବା ୨୦ରୁ ଉର୍ଦ୍ଧ୍ବ ଲୋକ ଗାଡିଟି ଓଲଟି ଯିବାରୁ ଆହତ ହେଇଛନ୍ତି। ଘଟଣାସ୍ଥଳରେ ୧୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ହେଇଥିବା ଜଣାପଡିଛି। ଦୁର୍ଘଟଣାସ୍ଥଳରେ କାକଟପୁର ଥାନା ପୋଲିସ ପହଞ୍ଚି ଗୁରୁତର ଆହତ ଲୋକଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ଚାରିଛକ ମେଡ଼ିକାଲକୁ ପଠାଇଛି। ସେପଟେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି।

Advertisement