Jan 29, 2025, 11:52 IST

ଠୁକରାକେ ମେରା ପ୍ୟାର୍ ଭଳି ପ୍ରେମିକା ଦେଲା ଧୋକା ସିଧା ବନିଗଲେ ଆଇଏଏସ୍ ଆଉ ତାପରେ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଆସିଛି କିଛି ଖବର ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଅନେକ ପ୍ରେମିକ ଅଛନ୍ତି ଯେଉଁମାନେ ଧୋକା ଖାଇବା ପରେ ନିଜ ଜୀବନ ହାରିଦେବେ ବୋଲି ଭାବି ଥାଆନ୍ତି । ଆଉ କିଛି ପ୍ରେମିକ ଅଛନ୍ତି ଯେଉଁମାନେ ମଦ ପିଇ ନିଜ ଜୀବନ ବରବାଦ୍ କରିଥାନ୍ତି । ଆଉ କିଛି ଅଛନ୍ତି ନିଜ ଭବିଷ୍ୟତ ଗଢି ଥାଆନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ପ୍ରେମରେ ଧୋକା ଖାଇବା ପରେ ପ୍ରେମିକ ଜଣକ ବନିଗଲେ ଆଇଏଏସ ଅଫିସର । 
Vv
ଆପଣମାନେ ଏଭଳି କିଛି କଥା ସିନେମାରେ ଶୁଣିଥିବେ କିନ୍ତୁ ଏହି ଘଟଣା ଏବେ ସତରେ ଦେଖିବାକୁ ମିଳିଛି । ବ୍ରେକ ଅପ୍ ପରେ ଖରାପ ପିଲାରୁ ହୋଇଗଲେ ପ୍ରଶାସନିକ ଅଧିକାରୀ । ପ୍ରେମ ଏଭଳି ଏକ ଅନୁଭବ ଯାହାର ସଫଳତାରେ ଲୋକ ସଫଳତା ପାଇଥାଏ କିନ୍ତୁ ବିଫଳ ପ୍ରେମ ନର୍କ ଭୋଗ ଦେଇଥାଏ । କିଛି ବିଫଳ ପ୍ରେମ ଏଭଳି ହୋଇଥାଏ ଯେଉଁଥିରେ ପ୍ରେମିକ ଅନେକ କଷ୍ଟ ପାଇଥାଏ । ଆଉ କିଛି ପ୍ରେମରେ ବିଫଳ ହେବା ପରେ ନିଜ ଭବିଷ୍ୟତ ଗଢି ଥାଆନ୍ତି । ପ୍ରତିଦିନ ଆପଣମାନେ ଅନେକ ଖବର ଦେଖିଥିବେ ।
Gv
ଆଉ ଅନେକ ଘଟଣା ଭିତରୁ ବିଫଳ ପ୍ରେମକୁ ନେଇ ଅନେକ ଖବର ଆସିଥାଏ । ଆପଣମାନେ ବଲିଉଡ୍ ଫିଲ୍ମ ସାଦି ମେ ଜରୁର ଆନା ଦେଖିଥିବେ । ଏହି ଫିଲ୍ମରେ ଅଭିନେତା ରାଜ କୁମାର ରାଓଙ୍କୁ ପ୍ରେମରେ ଧୋକା ମିଳିଥିଲା । ଆଉ ଏହାପରେ ସେ ଭାଙ୍ଗି ଯାଇଥିଲେ । ଆଉ ଏହି ଫିଲ୍ମର କାହାଣୀରେ ସେ ଆଇଏଏସ ହୋଇ ଯାଇଥିଲେ । ଏହିଭଳି ଜଣେ ଯୁବକ ପ୍ରେମରେ ଧୋକା ପାଇବା ପରେ ଆଇଏଏସ ଅଫିସର ହୋଇ ଯାଇଛନ୍ତି । ବିହାରର ଆଦିତ୍ୟ ପାଣ୍ଡେ ସତରେ ଏଭଳି କାମ କରିଛନ୍ତି । ବିଫଳ ପ୍ରେମ ତାଙ୍କୁ ସଫଳତା କରାଇଥିଲା । ୨୦୨୨ ମସିହାର ୟୁପିଏସ ପରୀକ୍ଷାରେ ସେ ୪୮ ନମ୍ବର ରାଙ୍କ ହାସଲ କରିଥିଲେ । 
ସେ ବହୁତ ଦୁଷ୍ଟ ଥିବାରୁ ତାଙ୍କୁ ତାଙ୍କ ଦିଦି ଘରକୁ ପଠାଇ ଦେଇଥିଲେ ବାପା ମା । ସେଠାରେ ସେ ଭଲ ପାଠ ପଢୁଥିଲେ କିନ୍ତୁ ଦଶମ ଶ୍ରେଣୀରେ ପ୍ରେମ କରିବାରୁ ସେ ଏତେ ଭଲ ରେଜଲ୍ଟ କରିପାରି ନଥିଲେ । ସେ ବହୁତ ବିଗିଡି ଯାଇଥିଲେ । ଆଉ ଏହାପରେ ସେ ଇଞ୍ଜିନୀୟରିଂ କରିଥିଲେ ଆଉ ଭଲ ରେଜଲ୍ଟ କରିଥିଲେ । ତାପରେ ତାଙ୍କ ପ୍ରେମିକା ତାଙ୍କୁ ଛାଡି ଦେଇଥିଲେ । ଆଉ ତାପରେ ଆଦିତ୍ୟ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଆଉ ଏହାପରେ ସେ ପୁଣି ପ୍ରେମ କରିଥିଲେ ଆଉ ସେହି ପ୍ରେମିକା ମଧ୍ୟ ତାଙ୍କୁ ଖରାପ ପିଲା କହି ଛାଡି ଦେଇଥିଲା । ଆଉ ଏହାପରେ ସେ ୟୁପିଏସ ପରୀକ୍ଷା ଦେଇ ଆଇଏଏସ ହୋଇଥିଲେ । ଏହାପରେ ସେ ସେଥିରେ ସଫଳ ହୋଇଥିଲେ । ଦୁଇଥର ପରେ ସେ ୟୁପିଏସ ହାସଲ କରିଥିଲେ ।

Advertisement