Updated: Apr 7, 2024, 17:19 IST

ମିଳିବ ତାତିରୁ ତ୍ରାହି ଦେଖନ୍ତୁ ଆକାଶ ଫଟା ବର୍ଷା ସହ ଛେଚିବ କୁଆ ପଥର ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିବ ଖରାରୁ ଆଶ୍ୱସ୍ତି

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଜାଣିଥିବା ଖବର ପାଇପାରିବେ ।
ଆଜି ଖରା ଅନୁଭୂତ ହେଉଛି । ଏବେ ଏହି ଖରା ଦିନରୁ ମୁକ୍ତି ମିଳିବ । ଖରାରୁ ଆଶ୍ୱସ୍ତି ମିଳିବ । ଏବେ ଯେଉଁଭଳି ଖରା ଅନୁଭୂତ ହେଉଛି ଏହି ଖରା ପାଇଁ ଲୋକମାନେ ଅଧିକ ଡହଳ ବିକଳ ହେଉଛନ୍ତି । 
Bb
ଲୋକମାନେ ଏହି ଡହଳ ବିକଳରୁ ଏବେ ଟିକେ ଆଶ୍ୱସ୍ତି ପାଇବେ ବୋଲି ଖବର ଆସିଛି । ଏବେ କଲବଲ କରୁଛି ତାତି । ଗତକାଲି ରାତିରେ ରାଜଧାନୀରେ ପାରଦ ୪୩.୫ ଡିଗ୍ରୀ ସହ ସବୁଠାରୁ ତପ୍ତ ସହର ପାଲଟିଥିଲା ।
ସେହିଭଳି ଅନେକ ସ୍ଥାନରେ ୪୨ ଡିଗ୍ରୀ ତାପମାତ୍ରା ଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ଅନେକ ପ୍ରକାରର ଖବର ଆସୁଛି । ଅଧିକ ଗ୍ରୀଷ୍ମ ହେବା କାରଣରୁ ଅଂଶୁଘାତ ମଧ୍ୟ ହୋଇଥାଏ । ଏହି ଗ୍ରୀଷ୍ମ ଅଧିକ ହେବା କାରଣରୁ ୧୪ ଜିଲ୍ଲାକୁ ହିଟ ୱେଭ ଜାରି କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଭାଗ ୧୪ ଜିଲ୍ଲାକୁ ହିଟ ୱେଭ୍ ଜାରି କରିଛି । ଏବେ ଖବର ଆସିଛି କି ଅସହ୍ୟ ତାତି ଆଉ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ । ଏବେ ବର୍ଷା ହେବାର ସମ୍ଭାବନା ରହିଛି । କାଲି ବର୍ଷା କାଚିବା ସହ ବିଜୁଳି ଘଡଘଡି ସହ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ।
Hh
ଏହିସବୁ ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ କାଳବୈଶାଖୀ ହେବ ବୋଲି କହିଛି । ୫ ଜିଲ୍ଲାକୁ ଏଥିପାଇଁ ସତର୍କ କରାଯାଇଛି । 
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି । ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଏବଂ କଟକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଝଡ, ବର୍ଷା ସହ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ବୌଦ୍ଧ, ମୟୂରଭଞ୍ଜ, ଦେବଗଡ଼, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଏବେ ଏହି ଖବର ଆପଣମାନେ ପାଣିପାଗକୁ ନେଇ ଜାଣିପାରିଲେ ।

Advertisement