ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
  
 ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ତେବେ ବନ୍ଧୁଗଣ ବାପା ଘର ଘର ବୁଲି ବିକୁଥିଲେ ଡାଲି ଚାଉଳ। 
  
 ବଡ ପରିବାର ଥିବାରୁ ଚଳିବା ଥିଲା କଷ୍ଟକର। ୧୧ ବର୍ଷ ପରେ ଗ୍ରାଜୁଏସନ କରି ୪୨ ବର୍ଷରେ ପାଇଲେ ସିଭିଲ ସର୍ଭିସ। ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୩ ର ଫଳାଫଳ ପ୍ରକାଶ ପାଇଛି।
  
 ଏହାରି ମଧ୍ୟରେ ଟପ୍ପର ଙ୍କୁ ନେଇ ହେଉଛି ଜୋରଦାର ଆଲୋଚନା। ତେବେ ବନ୍ଧୁଗଣ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ନାମ ପରେ ମେରିଟ ଲିଷ୍ଟ ସମାପ୍ତ ହେଇଛି। ମେରିଟ ଲିଷ୍ଟ ରେ ଏଥର ୧୦୧୬ ଜଣ ପ୍ରାଥୀଙ୍କ ନା ରହିଛି। 
  
 ଆଉ ଏହା ମଧ୍ୟରୁ ୧୦୧୬ ରାଙ୍କ ଯିଏ ପାଇଛନ୍ତି ସେ ହେଉଛନ୍ତି ମହେଶ କୁମାର। ତେବେ ବର୍ତମାନ ସମୟରେ ମହେଶ କୋର୍ଟରେ କ୍ଲର୍କ ଭାବରେ କାମ କରୁଛନ୍ତି। ତେବେ ସେ ସଫଳତା ପାଇବା ପରେ ଓକିଲୋଙ୍କ ଠାରୁ ଆରମ୍ଭ କାରି ପରିବାର ପର୍ଯ୍ୟନ୍ତ ସମସ୍ତେ ବେଶ ଖୁସି।
  
 ୨୦୧୩ ରେ ସେ ଟିଇଟି ପାସ କରି ଶିକ୍ଷକ ହୋଇଥିଲେ। ପରେ ୨୦୧୮ ରେ ସିଭିଲ କୋର୍ଟରେ ରହିଥିଲେ। ଏହାପରେ ୨୦୨୪ ରେ ବିପିଏସସି ଦ୍ୱାରା ଆୟୋଜିତ ଶିକ୍ଷକ ପ୍ରତିଯୋଗିତାରେ ପାସ କରି ହାଇ ସ୍କୁଲରେ ହୋଇଥିଲେ ଶିକ୍ଷକ। 
  
 କିନ୍ତୁ ୨୦୨୩ ରେ ଦେଇଥିବା ୟୁପିଏସସି ପରୀକ୍ଷାରେ ସେ ପାସ କରି ଏବେ ୧୦୧୬ ରାଙ୍କ ପାଇଛନ୍ତି। ବାପା ଘର ଘର ବୁଲି ବିକୁଥିଲେ ଡାଲି ଚାଉଳ। ସାତ ଭାଇ ଭଉଣୀଙ୍କୁ ନେଇ ତାଙ୍କ ବଡ଼ ପରିବାର ଫଳରେ ଚାଲିବାକୁ ତାଙ୍କୁ ବହୁତ କଷ୍ଟ ହେଉଥିଲା।
 
 କିନ୍ତୁ ସବୁ ପରିସ୍ଥିତିକୁ ସାମ୍ନାକରି ଆଜି ସଫଳତା ପାଇଛନ୍ତି ମହେଶ। ୧୯୯୫ ରେ ସେ ମ୍ୟାଟ୍ରିକ ପରୀକ୍ଷାରେ ସେ ସ୍କୁଲ ଟପ୍ପର ହେଇଥିଲେ। ହେଲେ ଆର୍ଥିକ ଅସୁବିଧା ପାଇଁ ୧୧ ବର୍ଷ ପରେ ପାସ କରିଥିଲେ ନିଜର ଗ୍ରାଜୁଏସନ।
                            
 
                                        
                                    