Nov 20, 2023, 23:06 IST

ଗତକାଲି ଭାରତ ବିଶ୍ଵକପ ହାରିବା ଦେଖି ନିଜ ନିୟନ୍ତ୍ରଣ ହରାଇଲେ ଯୁବକ, ଶେଷ ରେ ନିଜ ଜୀବନ ହାରିଲେ..

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ କାଲି ଭାରତୀୟ ଦଳ ବିଶ୍ୱକପ୍ ଫାଇନାଲ ମ୍ୟାଚ ରେ ଶୋଚନୀୟ ଭାବେ ପରାସ୍ତ ହୋଇଛି।ଫାଇନାଲ ରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବା ପରେ ସମସ୍ତ ଙ୍କ ମନ ରେ ଦୁଃଖ ରହିଥିଲା।
Special Report
ଭାରତୀୟ ଖେଳାଳି ମାନେ ପଡିଆ ମଝିରେ କାନ୍ଦି ପକାଇ ଥିଲେ।ଏହାକୁ କେହି ବି ଆଶା କରି ନ ଥିଲେ କି ଭାରତ ଚଳିତ ବିଶ୍ୱକପ୍ ରେ ପରାଜୟ ବରଣ କରିବ।କାରଣ ଚଳିତ ବିଶ୍ୱକପ୍ ରେ ଭାରତ ପ୍ରତ୍ୟେକ ଟି ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରି ଥିଲା।
ଏହାକୁ ନେଇ ଏବେ ଅନ୍ୟ ଏକ ଖବର ଶୁଣିବାକୁ ମିଳିଛି।ଜଣେ ଯୁବକ ଭାରତ ହାରିବା ପରେ ନିଜକୁ ସମ୍ଭାଳି ପାରି ନ ଥିଲେ।ସେ ଶେଷ ରେ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।ଘର ର ଛାତ ଉପରୁ ସେ ଗତ କାଲି ଡେଇଁ ଆ-ତ୍ମ-ହ-ତ୍ୟା କରି ଦେଇଥିଲେ।
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେହି ଯୁବକ ଜଣକ ନାମ ହେଉଚି ଦେବ ପ୍ରସାଦ ଦାସ।ଗତ କାଲି ସେ ସମସ୍ତଙ୍କୁ କହି ବୁଲୁଥିଲା ଇଣ୍ଡିଆ ଏଠାରେ ବିଶ୍ୱକପ୍ ଟାଇଟଲ ଜିତିବ।ସେଥିପାଇଁ ସେ ବହୁତ ଖୁସି ରେ ଥିଲା।
Special Report
ହେଲେ ଭାରତ ମ୍ୟାଚ୍ ହାରିବା ପରେ ତାର ସବୁ ସ୍ବପ୍ନ ଆଶା ରେ ରହି ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଗ୍ରାମ ର କୂଳ ସାହି ରେ।ସେଠାରେ ଗତ କାଲି ଦେବ ତାଙ୍କ ସାଙ୍ଗ ମାନଙ୍କ ସହିତ ଖେଳ ଦେଖୁଥିଲେ।ଯେତେବେଳେ ଭାରତୀୟ ଦଳ ଭଲ ସେ ମ୍ୟାଚ୍ ଖେଳି ପାରୁ ନ ଥିଲେ।
ସେତେବେଳେ ଦେବ ହଟାତ ସେଠାରୁ ଉଠି ଯାଇଥିଲେ।ସାଙ୍ଗ ସାଥି ମାନେ ତାକୁ ପଚାରି ଥିଲେ କୁଆଡେ ଯାଉଛୁ ବୋଲି ।ସେତେବେଳେ ସେ କହିଥିଲେ କୁ ଇଣ୍ଡିଆ ତ ମ୍ୟାଚ୍ ହାରିବ ଆଉ କଣ ଖେଳ ଦେଖିବି।
ଏତିକି କହି ସେ ସେଠାରୁ ଯାଇ ପଡିଶା ଘର ଛାତ ଉପରେ ଆ-ତ୍ମ-ହ-ତ୍ୟା କରି ଦେଇଥିଲା।ଏହା ପରେ ତାଙ୍କ ଘର ଲୋକ ମାନେ ସକାଳୁ ଦେବ କୁ ଖୋଜିବାକୁ ବାହାରି ପଡି ଥିଲେ।
ସେମାନେ ଦେଖିଲେ କି ଦେବ ଆ-ତ୍ମ-ହ-ତ୍ୟା କରି ଦେଇଛି।ଏହାକୁ ଦେଖି ସମସ୍ତେ କାନ୍ଦି ବାକୁ ଲାଗି ଥିଲେ।ଏବେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।

Advertisement