Apr 10, 2024, 09:02 IST

ସାମ୍ବାଦିକ ଙ୍କ ପ୍ରଶ୍ନ ରେ ପୁରା ଗରମ ହେଇଗଲେ ସୁର..ହେଇଟି ମୋ ଦୁଇ ପୁଅ ଦେହ ରେ ଯିଏ ହାତ ଦେବ, ୩ ଘଣ୍ଟା ଭିତରେ..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଖୋର୍ଦ୍ଧା ଜଟଣୀ ର ବିଧାୟକ ସୁର ରାଉତ ରାୟ ସର୍ବଦା ଖୁବ୍ ଚର୍ଚ୍ଚାରେ ରୁହନ୍ତି। କାରଣ ସୋସିଆଲ ମିଡିଆରେ ରେ ପ୍ରତ୍ୟକ ଦିନ ତାଙ୍କର କିଛି ନା କିଛି ବାର୍ତ୍ତା ଖୁବ୍ ଭାଇରାଲ୍ ହୋଇଥାଏ।
ସେ କାହାକୁ ଡରନ୍ତି ନାହିଁ ଯାହା କୁହନ୍ତି ତାହା ସେ ମୁହଁ ମୁହେଁ ହିଁ କହି ଥାଆନ୍ତି। ତାଙ୍କର ଏହି ଅନ୍ଦାଜ କୁ ମଧ୍ୟ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି।ଏବେ ମଧ୍ୟ ସୁର ରାଉତ ରାୟ ଖୁବ ଚର୍ଚ୍ଚାରେ ରହିଛନ୍ତି କାରଣ ମିଡ଼ିଆ ସାମ୍ନାରେ ସେ ଏଭଳି ହିଁ କିଛି କଥା କହିଛନ୍ତି।
G
ବର୍ତ୍ତମାନ୍ ସମୟରେ ଆପଣ ମାନେ ଏହା ଜାଣିଥିବେ କି ତାଙ୍କର ଦୁଇ ପୁଅ ଏବେ ରାଜନୀତି ମଇଦାନ କୁ ଓହ୍ଲାଇ ସାରିଛନ୍ତି। ବିଧାୟକ ସୁର ରାଉତ ରାୟ କହିଥିଲେ କି ଏହା ହେଉଛି ବିରାଟ ରାଜନୀତି। ଭୁବନେଶ୍ବର,ଜଟଣୀ , ବେଗୁନିଆ ବରଗଡ , ଖୋର୍ଦ୍ଧା ଏଠାରେ ସେମାନେ ୫୦ ବର୍ଷ ହେବ ରାଜନୀତି କରୁଛନ୍ତି।
ସେ କହିଥିଲେ କି ଯଦି କିଏ ତାଙ୍କର ଦୁଇ ପୁଅଙ୍କୁ ଟଚ୍ କରେ ଔ ସେ ଏହି ଭୁବନେଶ୍ୱର ଇଲାକା ଭିତରେ ହୋଇଥିବ ତେବେ ତାହାର ଜବାବ ସେ ଯେମିତି ହେଲେ ମଧ୍ୟ ଦେବେ ବୋଲି କହିଥିଲେ।
Bh
ସେ କହିଥିଲେ କି କଂଗ୍ରେସ ଯାହା ପାଇଁ ଟିକେଟ ଦେବ ସେ ତାହା ପାଇଁ ହିଁ କାମ କରିବେ। ଏହାପରେ କହିଥିଲେ କି ସ୍ଵାଧୀନ ରେ ଠିଆ ହେଲେ କୌଣସି ପ୍ରଶ୍ନ ନାହିଁ। ଏଭଳି କିଛି କହିବା ପରେ ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ପ୍ରତ୍ୟେକ ଥର ସେ ସୋସିଆଲ ମିଡ଼ିଆ ସମ୍ମୁଖରେ ଏଭଳି କିଛି କଥା କହିଥାନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗି ଥାଏ। ବର୍ତ୍ତମାନ୍ ମଧ୍ୟ ତାଙ୍କର ଏହି ଭିଡିଓ ଫୋନ ରୁ ଫୋନ କୁ ଘୁରି ବୁଲିବାରେ ଲାଗିଛି।
ଏହି ଭିଡିଓ ଦେଖି ସାରିବା ପରେ ଏହି ଭିଡିଓ କୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ। ଆଉ ବିଧାୟକ ସୁର ରାଉତ ରାୟ ଙ୍କୁ ଆପଣ ମାନେ କେତେ ପଶନ୍ଦ କରନ୍ତି ତାହା ମଧ୍ୟ ଜଣାଇବେ।

Advertisement