Apr 19, 2024, 15:43 IST

ରାମ ନବମୀରେ ଜନ୍ମ ହେଲେ ରାମ ଲକ୍ଷ୍ମଣ ଆଉ ସାଙ୍ଗେ ସାଙ୍ଗେ ଚାଲିଗଲେ ମା ଦେଖନ୍ତୁ ଘଟିଗଲା କେତେବଡ ଅଘଟଣ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ରାମନବମୀରେ ଯାଆଁଳା ଛୁଆକୁ ଜନ୍ମ ଦେଇ ତାପରଦିନ ଆରପାରିକୁ ଚାଲିଯାଇଛି ମା। 
Bh
ଯାଆଁଳା ଛୁଆ କାନ୍ଦି କାନ୍ଦି ମାଆକୁ ଖୋଜୁଛନ୍ତି। ଭୋକ ହେଇଥିଲେ ମଧ୍ୟ ଖାଇବାକୁ କ୍ଷୀର ଦେବା ପାଇଁ ତାଙ୍କ ପାଖରେ ମାଆ ନାହିଁ। ଏମିତି କିଛି ଦୁଃଖଦ ଖବର ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ପିଟାଲରେ। ମୃତ ମାଙ୍କ ନାଁ ହେଉଛି ଶୁଭଲକ୍ଷ୍ମୀ ନାୟକ।
ଚିକିତ୍ସାରେ ଅବହେଳା ଯୋଗୁଁ ଏପରି ହେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବିକ ଝାରପଡ଼ା ଗାଁର ଝିଅ ଘାଟିକିଆ ଗାଁରେ ବର୍ଷ ହେବ ବିବାହ କରିଥିଲେ। କିନ୍ତୁ ଏମିତି କିଛି ହେଇଯିବ ବୋଲି କେହି ଭାବିନଥିଲେ। 
ରାମନବମୀରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ ଶୁଭଲକ୍ଷ୍ମୀ ଘର ଲୋକେ ସମସ୍ତେ ବେଶ୍ ଖୁସି ଥିଲେ। କାରଣ ଘରକୁ ରାମନବମୀରେ ରାମ ଲକ୍ଷ୍ମଣ ଦୁଇଭାଇ ଆସିଥିଲେ। ହେଲେ ରାତିରେ ଶୁଭଲକ୍ଷ୍ମୀଙ୍କର ଖାସ ହେଉଥିଲା ନିଃଶ୍ୱାସ ନେବାରେ ଅସୁବିଧା ହେଉଥିଲା ପେଟରେ ମଧ୍ୟ ଯନ୍ତ୍ରଣା ହେଉଥିଲା।
Kk
ତା'ପରେ ଶୁଭଲକ୍ଷ୍ମୀଙ୍କ ଦେହ ଖରାପ ପାଇଁ ପରିବାର ଲୋକେ ବାରମ୍ଵାର ନର୍ସ ମାନଙ୍କୁ ଡ଼ାକିଥିଲେ। ଆଉ ନର୍ସ ମାନେ ଖାଲି ଦେଖି ଦେଇ ଚାଲିଯାଇଥିଲେ। ଆଉ ନର୍ସ ମାନେ କହିଥିଲେ ଏହି ଅବସ୍ଥାରେ ସେମିତି ହୁଏ। 
ସକାଳେ ଡ଼ାକ୍ତର ଆସିଲେ ଭଲରେ ଚିକିତ୍ସା କରିବେ ବୋଲି ନର୍ସ ମାନେ କହିଥିଲେ। ତା'ପରେ ରାତିରେ ମଧ୍ୟ ରୋଗୀକୁ ରାଉଣ୍ଡରେ କେହି ଦେଖିବା ପାଇଁ ଆସିନଥିଲେ। ଆଉ ସକାଳେ ଡାକ୍ତର ଆସିଲା ପରେ କହିଥିଲେ ଯେ, ଶୁଭଲକ୍ଷ୍ମୀ ଅବସ୍ଥା ବହୁତ ଗୁରୁତର ହୋଇପଡ଼ିଛି।
ଆଇସିୟୁକୁ ନେବାକୁ ପଡିବ ବୋଲି ମଧ୍ୟ କହିଥିଲେ। ଆଉ ଆଇସିୟୁକୁ ଯିବାର ଅଧଘଣ୍ଟା ପରେ ଶୁଭଲକ୍ଷ୍ମୀ ତାଙ୍କ ଯାଆଁଳା ଛୁଆଁଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ସେପଟେ ଡାକ୍ତରଖାନା କତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisement