Apr 10, 2024, 18:29 IST

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଏମିତି ଗୀତ ଗାଇବା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଏହି VIRAl VIDEO

Cfy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶ ରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।
ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ବହୁତ କମ କଷ୍ଟରେ ଫେମସ ହୋଇପାରିବେ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
Vv
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି।
ତେବେ ବନ୍ଧୁଗଣ ଗୋଲକ ପାଇକଙ୍କ ଆଖି ନ ଥିଲେ ବି ବଜାର ବଜାର ବୁଲି ପେଟ ଲାଗି କରୁଛନ୍ତି ନିଜର କଳାର ଯାଦୁ ରେ ଶ୍ରୋତା ଙ୍କୁ ମୁଗ୍ଧ। ପ୍ରକୃତ କଳାକାର କୁ‌ ଷ୍ଟେଜ ମିଲେ‌ ନାଇଁ ଏ‌ ମାନେ‌ ହେଲେ‌ ଅସଲି‌ କଳାକାର।
Ggg
ବନ୍ଧୁଗଣ ପାଟଣାଗଡ଼ ବଜାରରେ ଦିବ୍ୟାଙ୍ଗ ଗୋଲକ ପାଇକଙ୍କ କଳାର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ପାଟଣାଗଡ଼ ବଜାରରେ ଦିବ୍ୟାଙ୍ଗ ଗୋଲକଙ୍କ ସୁମଧୁର ଗୀତ ଓ ବାଦ୍ୟ ଶୁଣି ଅଟକିଯାଉଛି ଦେଖଣାହାରୀଙ୍କ ପାଦ।
ସେ ଦେଖି ପାରନ୍ତି ନାହିଁ ହେଲେ ତାଙ୍କ ପାଖରେ ଅମୂଲ୍ୟ ପ୍ରତିଭା ଅଛି। ଯାହାକୁ ଦେଖାଇ ସେ ନିଜର ସ୍ଵତନ୍ତ୍ର ପରିଚୟ ବନେଇ ପାରିଛନ୍ତି। ତାଙ୍କର ଏହି ଅମୂଲ୍ୟ ଟ୍ୟାଲେନ୍ଟକୁ ଦେଖି ସମସ୍ତ ଲୋକ ତାଙ୍କର ବେସ ପ୍ରଶଂସା କରୁଛନ୍ତି।
ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ଦୁନିଆରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ହେଲେ ଗୋଲକ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି।

Advertisement