Updated: Apr 29, 2024, 18:57 IST

ବିଦେଶରେ ନାଁ କରିବାକୁ ଯାଉଛି ଏହି ଦୁଇ ଲୋକପ୍ରିୟ ଫିଲ୍ମ୍ ଦେଖନ୍ତୁ New York ରେ କମାଲ କରିବ ଫିଲ୍ମ୍ Daman ଏବଂ Pratikshya!!!

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ କିଛି ଖବର ଆସିଛି ସିନେମା ଜଗତକୁ ନେଇ ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଆପଣମାନେ ସମସ୍ତେ ଦମନ ଏବଂ ପ୍ରତୀକ୍ଷା ଫିଲ୍ମକୁ ନେଇ ଅନେକ କଥା ଶୁଣିଥିବେ । ଅନେକ କିଛି ଖବର ଆସିଥାଏ ଏହି ଫିଲ୍ମକୁ ନେଇ । ଏବେ କିଛି ଖବର ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Hh
ନ୍ୟୁୟର୍କ ହଲରେ ପଡ଼ିବାକୁ ଯାଉଛି ଓଡିଆ ଫିଲ୍ମ୍ । ଓଡ଼ିଶାର କାହାଣୀ ଓଡ଼ିଆ ଫିଲ୍ମକୁ ଇଂରାଜୀ ଭାଷାରେ ଲୋକମାନେ ଦେଖିବେ । ଏବେ ଓଡ଼ିଆ ଫିଲ୍ମ୍ ଇଂରାଜୀ ଭାଷାରେ ସାମ୍ନାକୁ ଆସିବ ଆଉ ଏହାକୁ ବିଦେଶରେ ଦେଖାଯିବ ଯାହା ଆଗରୁ କେବେ ହୋଇନଥିଲା ।
ଓଡ଼ିଶାର ଫିଲ୍ମକୁ ନେଇ ଏହା ପ୍ରଥମ ଘଟଣା । ଏବେ ବିଦେଶରେ ଇଂରାଜୀ ଭାଷାରେ ଦେଖିବେ ଓଡ଼ିଆ ଫିଲ୍ମ୍ । ପୁରା ବିଶ୍ୱରେ ଓଡ଼ିଆ ଫିଲ୍ମକୁ ସମ୍ମାନ ଦିଆଯାଉଛି । ନ୍ୟୁୟର୍କର ହଲରେ ଚାଲିବ ଓଡ଼ିଆ ଫିଲ୍ମ୍ ।
ଓଡ଼ିଶାର ଭାଷା, ଓଡ଼ିଶାର କାହାଣୀ ଅନେକ ଲୋକଙ୍କ ମନ ଜିତିଛି । ସବୁବେଳେ ପଛରେ ରହୁଥିବା ଓଡ଼ିଶା ଏବେ ଆଉ ପଛରେ ରହିବ ନାହିଁ । ଓଡ଼ିଆ ଫିଲ୍ମ୍ ଦମନ ଏବଂ ପ୍ରତୀକ୍ଷା ଓଡ଼ିଆ ଫିଲ୍ମ୍ ଜଗତକୁ ଏକ ବଡ ପରିଚୟ ଦେଇଥିଲା ।
Nn
ଏହି ଦୁଇଟି ଫିଲ୍ମ୍ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ଏହି ଦୁଇଟି ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ୍ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ବଛା ବଛା ୫୦ଟି ଫିଲ୍ମ୍ ଭିତରେ ସ୍ଥାନ ପାଇଛି ଦୁଇଟି ଓଡ଼ିଆ ଫିଲ୍ମ୍ ପ୍ରତୀକ୍ଷା ଏବଂ ଦମନ ।
ନିଜ ଦମରେ ଏହି ଫିଲ୍ମ୍ ଉତ୍ସବରେ ନିଜ ସ୍ଥାନ ତିଆରି କରି ପାରିଛନ୍ତି । ଦମନ ଫିଲ୍ମ୍ ଜାତୀୟ ସ୍ତରରେ ଓଡ଼ିଆ ସିନେମାକୁ ଏକ ନୂଆ ପରିଚୟ ଦେଇଥିଲା । ଇଣ୍ଡିଆନ ଫେଷ୍ଟିଭାଲ ଅବସରରେ ଜୁନ ୧ ତାରିଖ ଅପରାହ୍ନ ୩.୩୦ ରେ ଆଞ୍ଜେଲିକା ଭିଲେଜ୍ ଇଷ୍ଟ ଥିଏଟର ୫ରେ ଦମନ ଫିଲ୍ମ୍ ପ୍ରଚଳିତ ହେବ ।
ଏବଂ ଜୁନ ୨ ତାରିଖ ଅପରାହ୍ନ ୩.୩୦ ରେ ଆଞ୍ଜେଲିକା ଭିଲେଜ୍ ଇଷ୍ଟ ଥିଏଟର ୫ରେ ପ୍ରତୀକ୍ଷା ଫିଲ୍ମ୍ ପ୍ରଚଳିତ ହେବ । ଏହି ଫିଲ୍ମରେ ମଧ୍ୟବିତ୍ତ ବାପା ଆଉ ପୁଅର ସମ୍ପର୍କର ଏକ ବିଶ୍ୱସନୀୟ ଚିତ୍ର ରହିଛି । ଏହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଛି ।

Advertisement