May 8, 2024, 16:22 IST

ଆସିଲା ସତର୍କ ଘଣ୍ଟି ଦେଖନ୍ତୁ ଏହିସବୁ ଜିଲ୍ଲା ଘରୁ ବାହାରି ପାରିବେନି ପ୍ରବଳ କାଚିବ ବର୍ଷା

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସିଥିବା ଖବର ସମ୍ପର୍କରେ ଜାଣିପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହ ପାଣିପାଗ କଣ ରହିବ ସେହି ବିଷୟରେ ଜାଣିପାରିବେ । ପାଣିପାଗ ଖବର ଅନୁଯାୟୀ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
Hh
ଏହି ୬ ଜିଲ୍ଲାର ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ୬ ଜିଲ୍ଲାର ଲୋକମାନେ ଘରୁ କାମ ନଥିଲେ ବାହାରିବାକୁ ମନା କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତି ଅନୁଭୁତ ହେଉଥିଲା ।
ଆଉ ଏଥିପାଇଁ ଆଉଟୁ ପାଉଟୁ ହେଉଥିଲେ ରାଜ୍ୟବାସୀ । ଘରୁ ବାହାରିବା କଷ୍ଟକର ହୋଇ ପଡ଼ିଥିଲା । ଏବେ ପାଗ ବଦଳି ଯାଇଛି । କାଳବୈଶାଖୀ ବର୍ଷା ଏବେ ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ଘରୁ ବାହାରିବା କଷ୍ଟ ହୋଇଗଲାଣି । ଏହି କାଳବୈଶାଖୀ ପ୍ରଭାବରେ ଘଡଘଡି ସାଙ୍ଗକୁ ପବନ ବହୁଛି ।
ପବନର ବେଗ ୪୯ କିମି ପ୍ରତି ଘଣ୍ଟା ରହିଛି । ସେଥିପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ବଦଳିଛି ପାଗର ମିଜାଜ । ମାଡ଼ି ଆସୁଛି କାଳବୈଶାଖୀ ବର୍ଷା । ଆଗାମୀ ୩ ରୁ ୪ ଦିନ ଯାଏଁ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Hh
ଆଜି ଆଉ ଆସନ୍ତା କାଲି ପାଇଁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଛଅ ଜିଲ୍ଲା ହେଉଛି, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ । ଏହି ସବୁ ଜିଲ୍ଲାକୁ ପବନ ସହିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଆଗାମୀ ୩ ରୁ ୪ ଦିନ ଯାଏଁ ଦିନର ତାପମାତ୍ରା ୫ ରୁ ୬ ଡିଗ୍ରୀ କମିଯିବ ବୋଲି ସୂଚନା ମିଳିଛି । ସାମ୍ଭାବ୍ୟ ପରିସ୍ଥିତିକୁ ନଜରରେ ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି ।
ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହ କୁଆ ପଥର ମାଡ ହୋଇଛି । ୯ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିବ । ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Advertisement