Apr 8, 2024, 19:18 IST

ପୁରୀ ମନ୍ଦିରରେ ହାଇ ଡ୍ରାମା ଦେଖନ୍ତୁ ଭକ୍ତଙ୍କୁ ଏମିତି କହିଲେ ପୋ-ଲି-ସ ଭକ୍ତ ବି ଛାଡ଼ିଲେନି ଶୁଣାଇଦେଲେ ପାଠ !!

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୁରୀ ପୋଲିସର ଦୁର୍ବ୍ୟବହାର। ସିଂହଦ୍ଵାର ସମ୍ମୁଖରେ ବେଙ୍ଗାଲୁରୁରୁ ଆସିଥିବା ମହିଳା ଭକ୍ତ ଓ ତାଙ୍କ ପରିବାରକୁ ଦୁର୍ବ୍ୟବହାର ଅଭିଯୋଗ। ତେବେ ଶ୍ରୀମନ୍ଦିର ଆଗରେ ହାଇଭୋଲଟେଜ୍ ଡ୍ରାମା।
ପୋଲିସ ବାବୁଙ୍କ ଦୁର୍ବ୍ୟବହାରକୁ ନେଇ ରାଗିଗଲେ ଭକ୍ତ। ବାହାରୁ ଆସୁଥିବା ଭକ୍ତଙ୍କୁ ବେଖାତିର କରାଯାଉଛି। କେତେ କଠୋର କଥା କହୁଛି ନିୟୋଜିତ ଥିବା ପୋଲିସ କର୍ମଚାରୀ। 
Vg
ଭକ୍ତଙ୍କୁ ଏଭଳି ଦୁବ୍ୟବହାର ଜଗନ୍ନାଥ ପ୍ରେମିଙ୍କ ମଧ୍ୟରେ ନିଶ୍ଚି କଷ୍ଟ ଦେଇଛି। ତେବେ ବନ୍ଧୁଗଣ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୁଣି ପୋଲିସର ଦୁର୍ବ୍ୟବହାର। ସିଂହଦ୍ଵାର ସମ୍ମୁଖରେ ବାଙ୍ଗାଲୋରରୁ ଆସିଥିବା ମହିଳା ଭକ୍ତ ଓ ତାଙ୍କ ପରିବାରକୁ କରାଗଲା ଦୁର୍ବ୍ୟବହାର।
ଏହି ଦୃଶ୍ୟ ହିଁ ବୟାନ କରୁଛି କିଭଳି ରହିଥିବ ସ୍ଥିତି ଏବଂ କକିଭଳି ଉଚ୍ଚ କଣ୍ଠରେ ଗାଳି କରୁଛନ୍ତି ନିୟୋଜିତ ଥିବା ପୋଲିସ କର୍ମଚାରୀ। ଭକ୍ତଙ୍କ ପ୍ରତିକ୍ରିୟା ଅନୁଯାୟୀ ଅନେକ ସମୟ ଧରି ସେ ଲମ୍ବା ଧାଡିରେ ଠିଆ ହୋଇଥିଲେ। 
ସେତିକି ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ କିଛି ଭି ଆଇପି ଭକ୍ତ ଦୋଳବେଦୀ ନିକଟରେ ଅଲଗା ଗଳା ବାଟ ଦେଇ ଆସୁଥିଲେ। ସେତିକିବେଳେ ଭକ୍ତ ମାନେ ଚାପି ହୋଇଯାଇଥିଲେ ଯାହା ଫଳରେ ଲମ୍ବା ଲାଇନଟିରେ ୧୦ରୁ ଅଧିକ ଭକ୍ତ ତଳେ ପଡିଯାଇଥିଲେ।
Ggg
ଏଇ ବିଷୟରେ ସେ ପୋଲିସକୁ କହିଲା ବେଳେ ପୋଲିସ ଦୁର୍ବ୍ୟବହାର କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ପୁରୀ ପୋଲିସ ସିଧାସଳଖ ଇଡିଅଟ କହିବା ପରେ ମନ୍ଦିରକୁ ଆସିବାକୁ ମଧ୍ୟ ମନା କରାଯାଉଛି। 
ହିନ୍ଦୀ ଭାଷାରେ ପୋଲିସ ପକ୍ଷରୁ ଜଣେ ମହିଳା ଭକ୍ତ ଓ ତାଙ୍କର ପରିବାରକୁ ଯାହା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନରେ ଘୋର କଷ୍ଟ ଦେଇଛି। ଯାହା ସାଧାରଣରେ ମତ ପ୍ରକାଶ ପାଇଛି ।
ଯଦି ପୁରୀ ପୋଲିସର ଏହି ଭଳି ଆଚରଣ ଓ ଉଚ୍ଚାରଣ ରହିବ ତେବେ ତିକ୍ତ ଅନୁଭୂତି ନେଇ ଫେରିବେ ପୁରୀ କୁ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀ। ଏହି ଦୃଶ୍ୟ ଦେଖିବା ପରେ ପୁରୀ ପୋଲିସ କଣ ପଦକ୍ଷେପ ଗ୍ରହଣ କରୁଛି ଉକ୍ତ କର୍ମଚାରୀ ବିରୋଧରେ ତାହାକୁ ଅପେକ୍ଷା କରିଛନ୍ତି ଭକ୍ତ ଦର୍ଶନାର୍ଥୀ।

Advertisement