Updated: Jun 25, 2023, 13:59 IST

ରାଗିଗଲେ ବିରାଟ ! ବାରମ୍ବାର ବିଫଳତା ପରେ ଶେଷରେ ନେଲେ ଏହି ନିଷ୍ପତ୍ତି, ଆଉ ଭଲ ଲାଗୁନି ଆଉ କେବେ ଖେଳିବିନି

Virat Kohli

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବିରାଟ କୋହଲି ହେଉଛନ୍ତି କ୍ରିକେଟ୍ ଜଗତର ଏଭଳି ଏକ ତାରକା ଯାହାଙ୍କ ଅନେକ ମାତ୍ରାରେ ଫ୍ୟାନ ଫଲୋଇଂ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ମାନେ ଥିବା ବେଳେ ସେମାନେ କୋହଲି ଙ୍କୁ ଖୁବ୍ ଭଲ ପାଇ ଥାଆନ୍ତି।
Virat Kohli
ତେବେ ଆପଣ ମାନେ ଜାଣି ଥିବେ କି ବିରାଟ କୋହଲି କିଛି ଦିନ ପୂର୍ବରୁ ହିଁ ଫର୍ମ ରେ ନଥିଲେ। ମାତ୍ର ଏବେ ସେ ତାଙ୍କର ପୂର୍ବ ଫର୍ମ ଙ୍କୁ ଫେରି ଆସିଛନ୍ତି।
ଏବେ ତାଙ୍କ ସମ୍ପର୍କରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ସୋସିଆଲ ମିଡିଆରେ ତାଙ୍କ ସମ୍ପର୍କରେ ଅନେକ କଥା କୁହା ଯାଉଛି। ନିକଟରେ ହୋଇଥିବା ବିଶ୍ଵ ଟେଷ୍ଟ ଚମ୍ପିୟାନ ସିପ ରେ ଭାରତ ପରାଜୟ ବରଣ କରିଥିଲେ।
ଆଉ ତାହାପରେ ହିଁ ଏବେ ବିରାଟ କୋହଲି ଙ୍କୁ ବିଶ୍ରାମ କରିବାକୁ କୁହା ଯାଇଛି। ଆଉ ଏବେ ମଧ୍ୟ ସେ ବିଶ୍ରାମ କରୁଛନ୍ତି। ଆଗକୁ ୱଷ୍ଟେଣ୍ଡିଜ୍ ବିପକ୍ଷରେ ହେବାକୁ ଯାଉଥିବା ମ୍ୟାଚ୍ ରେ ଖେଳିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।
Virat Kohli
ଏବେ ସୋସିଆଲ ମିଡ଼ିଆରେ ବିରାଟ କୋହଲି ଏଭଳି କିଛି ପୋଷ୍ଟ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକ ମାନେ ଏହା କହୁଛନ୍ତି କି ସେ ଏହି ପୋଷ୍ଟ ମାଧ୍ୟମରେ କାହାକୁ କିଛି ଇଙ୍ଗିତ କରି କହିବାକୁ ଚାହୁଁ ଛନ୍ତି।
ଏହି ପୋଷ୍ଟ ରେ ସେ ଲେଖିଛନ୍ତି କି "ମନ ସର୍ବଦା ସନ୍ଦେହ କରିଥାଏ, ହେଲେ ହୃଦୟ ସର୍ବଦା ବିଶ୍ବାସ କରିଥାଏ ଆଉ ଏହି ବିଶ୍ବାସୀ ହୃଦୟ ହିଁ ସନ୍ଦେହି ମନ କୁ ଦୂର କରି ଦେଇଥାଏ।
ଏଭଳି କହିବା ପଛର କାରଣ ବୋଧ ହୁଏ ଏହା ହେଇ ପରେ ହିଁ ସେମାନେ ଟେଷ୍ଟ ଚମ୍ପିୟାନ ସିପ ରେ ଖରାପ୍ ପ୍ରଦର୍ଶନ କରିଛନ୍ତି। ମାତ୍ର ତାଙ୍କର ବିଶ୍ଵାସ ଅଛି କି ସେ ଆଗକୁ ଖୁବ୍ ଭଲ ପ୍ରଦର୍ଶନ କରିବେ।
Virat Kohli
ଆଉ ଭାରତ ପାଇଁ ନିଶ୍ଚିତ ଭାବରେ ଟ୍ରଫି ଆଣିବେ। ଆଉ ଏହି କଥା ଆଲୋଚନା ହେବା ପରେ ସୋସିଆଲ ମିଡ଼ିଆ ରେ ଅନେକ କଥା ଲୋକ ମାନେ କହୁଛନ୍ତି। ତେବେ ଏହି ସବୁ କଥା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement