Dec 4, 2023, 10:03 IST

ଭାଇରାଲ୍ ହେଲା ଅଙ୍ଗନବାଡ଼ି ଦିଦିଙ୍କ ଭିତିରି କଥା ଦେଖନ୍ତୁ ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ ଜନକ ସତ

Special Report

ନମସ୍କାର ପାଠକ ବନ୍ଧୁ।ଅଙ୍ଗନବାଡି ଦିଦି ଙ୍କ ନାମ ରେ ଆସିଚି ଏକ ବଡ ଅଭିଯୋଗ।ଗାଁ ରେ ଅଙ୍ଗନବାଡ଼ି କେନ୍ଦ୍ର ରହିଥିଲେ ମଧ୍ୟ ତାହା ଏବେ ଭୂତ କୋଠୀ ରେ ପରିଣତ ହୋଇଛି।ପିଲା ମାନେ ସେଠାକୁ ପାଠ ପଢ଼ିବା ପାଇଁ ଯାଉ ନାହାଁନ୍ତି।
Special Report
ଦିଦି ନିଜ ଘରେ ଅଙ୍ଗନବାଡ଼ି ବୋର୍ଡ ଲଗେଇ ପାଠ ପଢ଼ାଉଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ତରାଇକୁତା ଗାଁ ରେ।ଏଠାରେ ଅଙ୍ଗନବାଡ଼ି ଦିଦି ଙ୍କ ବିଷୟ ରେ ସବୁ ସତ କଥା କହି ଦେଇଛନ୍ତି ହେଲ୍ପର।
ସୂଚନା ଅନୁସାରେ ସେହି ଗାଁ ର ମଞ୍ଜୁଳା ନାମ୍ନୀ ମହିଳା ଗତ କିଛି ବର୍ଷ ହେବ ଅଙ୍ଗନବାଡ଼ି ରେ ଚାକିରି କରିଥିଲେ।ଗାଁ ରେ ଏକ ପୁରୁଣା ଘରେ ସେ ପାଠ ପଢ଼ାଉଥିଲେ।
Special Report
ହେଲେ ଗତ କିଛି ଦିନ ହେବ ସେ ତାଙ୍କ ଘରେ ପାଠ ପଢ଼ାଉଛନ୍ତି।ଛୋଟ ଛୋଟ ପିଲା ଓ ଗ-ର୍ଭ-ବ-ତୀ ମହିଳା ମାନଙ୍କ ପାଇଁ ସରକାର ଅଣ୍ଡା ଓ ଛତୁଆ ଦେଉଛନ୍ତି।ଯାହାକି ଗରିବ ପିଲା ମାନଙ୍କ ପାଖରେ ପହଞ୍ଚି ପାରି ନାହିଁ।
ପିଲା ମାନଙ୍କୁ ସରକାର ପ୍ରତିଦିନ ମଧ୍ୟାହ୍ନ ଭୋଜନ ଦେଇ ଥାନ୍ତି।ହେଲେ ଏହି ଅଙ୍ଗନବାଡ଼ି ରେ ପିଲା ଙ୍କୁ କିଛି ମିଳୁ ନାହିଁ।ଦିଦି ପିଲା ଙ୍କ ଖାଦ୍ୟ କୁ ନେଇ ଯାଉଛନ୍ତି ବୋଲି ଗାଁ ର ଲୋକ ମାନେ ଅଭିଯୋଗ କରିଛନ୍ତି।
Special Report
ଏ ବିଷୟ ରେ ଜଣେ ଗଣ ମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରି ଥିଲେ।ସେ କହିଥିଲେ କି ଆମକୁ ଅନ୍ୟ କିଛି ଜିନିଷ ମିଳୁ ନାହିଁ।ଆମେ କୋଉଠୁ ଆଣିବୁ।ପାଠ ପଢ଼ାଇବା ପାଇଁ ଘର ନାହିଁ ଯେଉଁ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଥିଲା ତାହା ଭାଙ୍ଗି ଯାଇଚି।
ସେଥିପାଇଁ ଆମେ ପିଲା ମାନଙ୍କୁ ଅଳ୍ପ ପରିମାଣ ରେ ଅଣ୍ଡା ଦେଉଛୁ।ହେଲେ ହେଲପର ମହିଳା ଜଣକ କହିଛନ୍ତି କି ମାସ କୁ ଦୁଇ ଥର ସେଠାରେ ରୋଷେଇ ହୁଏ।ଅନ୍ୟ ସବୁ ଜିନିଷ ଦିଦି ନେଇ ଯାଉଛନ୍ତି।
ଆମକୁ କିଛି ବି ଦେଉ ନାହାନ୍ତି।ଏଭଳି ଅଭିଯୋଗ ଆସିବା ପରେ ଏବେ ଦିଦି ଧୀରେ ଧୀରେ ଧୀରେ ନିଜ ମତ ପ୍ରକାଶ କରିଛନ୍ତି।ସେ କହିଛନ୍ତି କି ଏଥିରେ ତାଙ୍କର କିଛି ବି ଭୁଲ ନାହିଁ।

Advertisement