Sep 28, 2023, 14:12 IST

ଶାରୀରିକ ସମ୍ପର୍କକୁ ନେଇ ବର୍ଷା ଙ୍କ ସାନ ଭଉଣୀ ସହ ଚର୍ଚ୍ଚା ଦେଖନ୍ତୁ ଏବେ ଏବେ ଆସିଲା ଆଉ ଏକ ବଡ଼ ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଆପଣମାନେ ଦେଖିପାରିବେ ।
Special report
ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ବିଷୟରେ ତ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଖବର ଜାଣିପାରିବେ । ଓଲିଉଡ ଜାଗର ଜଣେ ମହାନ୍ କଳାକାର ହେଉଛନ୍ତି ଅଭିନେତା ଅନୁଭବ ମହାନ୍ତି ।
ଆଉ ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପ୍ରେମ ବିବାହ କରିଛନ୍ତି । ଆଉ ସେମାନେ ଏବେ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି।
Special report
ତାଙ୍କର ପାରିବାରିକ ସମସ୍ୟା ଥିବାରୁ ଅଭିନେତା ଅନୁଭବ ମହାନ୍ତି ଛାଡ଼ପତ୍ର ଫାଇଲ କରିଛନ୍ତି । କିନ୍ତୁ ଏବେ ପରିବାର କୋର୍ଟ ଏହି ଛାଡପତ୍ର ଖାରଜ କରିଛି । ଆଉ ଖାରଜ ହେବା ଦିନରୁ ଅଭିନେତା ଅନୁଭବ ମହାନ୍ତି ପ୍ରତ୍ୟେକ ଦିନ କିଛି କିଛି ତଥ୍ୟ ତାଙ୍କ ସମ୍ପର୍କକୁ ନ୍ତି ସାମ୍ନାକୁ ଆଣୁଛନ୍ତି । 
ଏବେ ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବଡ ଭଉଣୀକୁ ହ୍ୱାଟସଅପରେ କିଛି ମେସେଜ କରିଥିଲେ । ଏବେ ଏହି ଖବର ସାମ୍ନାକୁ ଆସିଛି । ଆପଣମାନେ ସମସ୍ତେ ତ ଜାଣିଥିବେ ଅଭିନେତା ଅନୁଭବ ମହାନ୍ତି ଆଉ ବର୍ଷାଙ୍କ ମଧ୍ୟରେ ଶା-ରି-ରୀ-କ ସମ୍ପର୍କ ନଥିଲା ।
Special report
ଆଉ ଏହି କଥା ଅନୁଭବ ମହାନ୍ତି କହିଥିଲେ । ଏବେ ଏହି ଘଟଣାକୁ ନେଇ କିଛି ଖବର ଆସିଛି । ବର୍ଷାଙ୍କ ବଡ ଭଉଣୀକୁ ଅନୁଭବ ମହାନ୍ତି ଇଂରାଜୀରେ ମେସେଜ କରି ଅନେକ କଥା କହିଥିଲେ । ସେ କହିଥିଲେ କି ତାଙ୍କ ସହ ବର୍ଷା ଶାରିରୀକ ସମ୍ପର୍କ ରଖୁ ନାହାଁନ୍ତି । 
ଆଉ ତାଙ୍କୁ ଶାନ୍ତିରେ ମରିବାକୁ ଦିଅ ବୋଲି ଅନୁଭବ ମହାନ୍ତି ଲେଖିଥିଲେ । ଅନୁଭବ ମହାନ୍ତି କହିଛନ୍ତି ଯେତେବେଳେ ସେ ଅସମର୍ଥ ଥିଲେ ତାଙ୍କୁ ବର୍ଷା ସମର୍ଥ କରାଇବାରେ ବହୁତ ଚେଷ୍ଟା କରିଥିଲେ ଏହାକୁ ସେ କେବେବି ଭୁଲି ପାରିବେ ନାହିଁ । ଆଉ ସମ୍ପର୍କର ୫ବର୍ଷ ପରେ ମଧ୍ୟ ତାଙ୍କ ଭିତରେ ଶା-ରି-ରୀ-କ ସମ୍ପର୍କ ନଥିବା କଥା ଅଭୁଭବ ମହାନ୍ତି ବର୍ଷାଙ୍କ ବଡ ଭଉଣୀକୁ କହିଥିଲେ ।
ଆଉ ତାଙ୍କ ବଡ ଭଉଣୀ କହିଥିଲେ ତୁମେ ପରସ୍ପରକୁ ସମୟ ଦିଅ ଆଉ ରାତିରେ ଏଭଳି ଝଗଡ଼ା କର ନାହିଁ । ଏହି ଶାରିରୀକ ସମ୍ପର୍କକୁ ନେଇ ବୋଧେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଅନୁଭବ ମହାନ୍ତି ତାଙ୍କର ସବୁ ଦୁଃଖ ବର୍ଷାଙ୍କ ବଡ ଭଉଣୀକୁ କହିଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement