Dec 5, 2023, 10:30 IST

ବନ୍ଦ୍ ହେଲା ଲଙ୍ଗୁଳୀ ଉର୍ଫି ଜାଭେଦ ର Instagram ଆକାଉଣ୍ଟ, କାନ୍ଦି କାନ୍ଦି ବେହୋଶ ହେଲା ଉର୍ଫି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବନ୍ଦ ହେଲା ଉର୍ଫି ଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ। ନିୟମ ଉଲଙ୍ଘନ ପାଇଁ ତାଙ୍କ ଆକାଉଣ୍ଟ କୁ ସସ୍ପେଣ୍ଡ ମଧ୍ୟ କରାଯାଇଅଛି। ଏହାକୁ ନେଇ ଏବେ ଅଭିନେତ୍ରୀ ଊର୍ଫି ଜବେଦ ଖୁବ ଚିନ୍ତା ରେ ମଧ୍ୟ ରହିଛନ୍ତି।
Special Report
ସେ ସବୁବେଳେ ତାଙ୍କର ଅସାଧାରଣ ପୋଷାକ ପାଇଁ ଖୁବ୍ ଚର୍ଚ୍ଚା ରେ ରହି ଥାଆନ୍ତି। ତାହାକୁ ନେଇ ଲୋକ ମାନେ ତାଙ୍କୁ ଖୁବ୍ ଟ୍ରୋଲ ମଧ୍ଯ କରି ଥାଆନ୍ତି। ହେଲେ ଲୋକ ମାନଙ୍କ କଥାରୁ ତାଙ୍କୁ କିଛି ଫରକ୍ ପଡେ ନାହିଁ।
ଏଥର ସେ ତାଙ୍କର ଗୋଟେ ପୋଷ୍ଟ ପାଇଁ ଆଲୋଚନାର ବିଷୟ ପାଲଟିଛନ୍ତି। ସେଥିପାଇଁ ବର୍ତ୍ତମାନ୍ ତାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ କୁ ସସ୍ପେଣ୍ଡ ମଧ୍ୟ କରାଯାଇଛି। ତାଙ୍କର ପୋଷାକ ପାଇଁ ସେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଥାଆନ୍ତି।
ସେ ବିବାଦରେ ରହିବା ପାଇଁ କୌଣସି ସୁଯୋଗ ମଧ୍ୟ ଛାଡନ୍ତି ନାହିଁ। ସେ ତାଙ୍କର ଇନ୍ଷ୍ଟାଗ୍ରାମ ରେ ଅନେକ ବୋଲ୍ଡ ଫଟୋ ଓ ଭିଡିଓ ସବୁ ମଧ୍ଯ ପୋଷ୍ଟ କରି ଥାଆନ୍ତି। ତାହାକୁ ନେଇ ଅନେକ ୟୁଜର ତାଙ୍କୁ ସମାଲୋଚନା କରନ୍ତି।
Special Report
ଇନ୍ଷ୍ଟାଗ୍ରାମ ରେ ନିୟମ ବିରୁଦ୍ଧରେ ଫଟୋ ପୋଷ୍ଟ କରିବା ପାଇଁ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସମ୍ପର୍କରେ ଅଭିନେତ୍ରୀ ଜଣକ ନିଜେ ହିଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ନିକଟରେ ତାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ କୁ ସସ୍ପେଣ୍ଡ ମଧ୍ୟ କରାଯାଇଛି। ସେ ତାଙ୍କର ସୋସିଆଲ ମିଡ଼ିଆ ରେ ଏହାର ସ୍କ୍ରିନ ସଟ୍ ମଧ୍ଯ ସେୟାର କରିଛନ୍ତି। ତାଙ୍କର ବୋଲ୍ଡ ଫଟୋ ପାଇଁ ତାଙ୍କ ଆକାଉଣ୍ଟ କୁ ବନ୍ଦ କରିଦିଆ ଯାଇଥିଲା।
ତାଙ୍କର ଆକାଉଣ୍ଟ ବନ୍ଦ୍ ହେବା ପରେ ସେ ଅନେକ ୟୁଜର ଙ୍କ ଉପରେ ଦୋଷ ଲଦି ଦେଇଥିଲେ। ଆଉ ସେ କହିଥିଲେ କି ଅନେକ ଲୋକଙ୍କ ଏହି ଇଚ୍ଛା ଥିଲା ଯାହାକି ଏବେ ପୂରା ହୋଇଛି।
ଆଉ ଉର୍ଫି ଙ୍କ ଏହି ପୋଷ୍ଟ ପାଇଁ ଅନେକ ଲୋକ ମଧ୍ୟ ତାଙ୍କୁ ଏଥିପାଇଁ ସମର୍ଥନ ମଧ୍ୟ କରିଛନ୍ତି। ତେବେ ଆପଣ ମାନେ ତାଙ୍କୁ ସମର୍ଥନ କରିବେ କି ନାହିଁ ତେବେ ଆପଣ ଆମକୁ ତାହା ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement