Updated: Dec 15, 2023, 08:53 IST

ଛାତି ଉପରେ ବସିଲେ ଶଶୁର ! ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି।
Special Report
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏବଂ ଇଣ୍ଟରନେଟ ର ବ୍ୟବହାର ବୁଢ଼ା ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମାନେ ମଧ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ତେବେ ବନ୍ଧୁଗଣ ୨୦୧୮ ମସିହାରେ ତିହିଡି ବ୍ଲକ ବୁଧପୁର ଗ୍ରାମର ସରୋଜ ବେହେରାଙ୍କ ଝିଅ ଦୀପାରାଣୀକୁ ପ୍ରେମ ବିବାହ କରିଥିଲେ। ପରେ ୨୦୨୧ ମସିହାରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।
Special Report
ହେଲେ ଅକ୍ଷୟର ପରିବାର ଏହି ପ୍ରେମ ବିବାହକୁ ସହଜରେ ଗ୍ରହଣ ନ କରିନଥିଲେ। ଏପରିକି ଯୌ-ତୁ-କ ଦାବି କରିବା ସହିତ ଛୋଟ ଜାତିରେ ବିବାହ କରିଥିବାରୁ ନିଜ ପୁଅକୁ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିଲେ।
ଏପିରିକି ଗତ ମାସ ୨୦ ତାରିଖରେ ଦୀପକୁ ଏକୁଟିଆ ପାଇଁ ରାତିରେ ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ପହଁଞ୍ଚି ନର ରାକ୍ଷସ ଶଶୁର,ଶାଶୁ ଓ ନଣନ୍ଦ କବଳରୁ ବଞ୍ଚାଇ ନିକଟସ୍ଥ ଥାନାକୁ ଖବର ଦେବା ସହିତ
Special Report
ଗୁରୁତର ଦୀପାକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇ ଥିଲେ। ହେଲେ କିଛି ଦିନ ପରେ ଦୀପା ସୁସ୍ଥ ହୋଇ ନିଜ ଶଶୁର ଘରକୁ ଫେରି ଦେଖନ୍ତିତ ଘରେ ତାଲା ପକାଇ କେଉଁ ଆଡେ ପଳାଇ ଯାଇଛନ୍ତି। 
ଏବେ ଦୀପା ଶଶୁର ଘରେ ବୋହୁ ପାଇଁ ନ୍ୟାୟ ଆଶାରେ ନିଜ ରୋଗିଣା କୁନି ପୁଅକୁ ଧରି ଭୋକ ଉପାଷରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଶଶୁର ଘର ଲୋକ ବୋହୂ ବୋଲି ଗ୍ରହଣ ନ କରିଛନ୍ତି
ସେ ପର୍ଯ୍ୟନ୍ତ ସେ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଜକୁ ପ୍ରାୟ ୨୩ ଦିନ ହେଲା ଶୀତ କାକରରେ ବସିଛନ୍ତି ଦୀପା। ଦେଢ ବର୍ଷର ଛୁଆକୁ ଧରି ବସିଛନ୍ତି ଦୀପା।

Advertisement