Dec 7, 2023, 09:41 IST

ବିକଟାଳ ଶଦ୍ଧ କରି ଉପକୂଳ ଛୁଇଁଲା ବାତ୍ୟା ମିଗଜୋମ, ଉପକୂଳ ରେ ଏତେ ଜୋର୍ ରେ ମାଡ ପରେ ଗଲା କେତେ ଲୋକ ଙ୍କ ଜୀବନ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବାତ୍ୟା ପ୍ରତ୍ୟେକ ଥର ଏହି ଦିନ ମାନଙ୍କରେ ହିଁ ସୃଷ୍ଟି ହୋଇଥାଏ। ଏହା ସମସ୍ତଙ୍କ ଛାତିରେ ମଧ୍ୟ ଛନକା ପଶାଇ ଥାଏ। କାରଣ ଏହି ବାତ୍ୟା ଯୋଗୁଁ ବ୍ୟାପକ କ୍ଷତି ହୋଇଥାଏ।
Special Report
ବାତ୍ୟା ନାମ ଶୁଣିବା ମାତ୍ରେ ହିଁ ଓଡ଼ିଶା କୋଣ ମାନଙ୍କ ମନରେ ଛନକା ପଶିଥାଏ। କାରଣ ଏହି ବାତ୍ୟାର କରାଳ ରୂପ କଣ ତାହା ଓଡ଼ିଶା ବେଶ ଭଲ ଭାବରେ ଦେଖି ସାରିଛି।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ବାତ୍ୟା ମିଗଜୋମ୍ କୁ ନେଇ ଏହା ଅନୁମାନ କରାଯାଉଥିଲା କି ବୋଧ ହୁଏ ଏହା ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ଓ ବିଶେଷ କ୍ଷୟକ୍ଷତି ମଧ୍ୟ କରାଇବ।
ଆଗରୁ ମଧ୍ୟ ଏହି ବାତ୍ୟା ଦ୍ବାରା ଆମର ଅନେକ କ୍ଷୟକ୍ଷତି ଘଟି ସାରିଛି। ସେଥିପାଇଁ ଏନେଇ ସମସ୍ତଙ୍କ ମନରେ ଛନକା ଥାଏ ମାତ୍ର ଏହି ବାତ୍ୟା ମିଗଜୋମ୍ ଲାଣ୍ଡଫଲ୍ କରି ସାରିଛି।
Special Report
ଆଉ ତାର ପ୍ରଭାବ ମଧ୍ଯ ଜାରି ରହିଛି। ଏହାର କରାଳ ରୂପ ମଧ୍ଯ ଦେଖାଇ ଚାଲିଛି। ଏହି ବାତ୍ୟା ଦକ୍ଷିଣ ଆନ୍ଧ୍ର ର ବାପାଟଲା ନିକଟରେ ହିଁ ଲ୍ୟାଣ୍ଡଫଲ୍ କରିଥିଲା। ଲ୍ୟାଣ୍ଡଫଲ୍ ସ୍ଥଳରେ ପବନର ବେଗ ୯୦ ରୁ ୧୧୦ ଥିଲା।
ଆଉ ଧୀରେ ଧୀରେ ଏହି ହେଗ ମଧ୍ଯ ବଢ଼ିବାରେ ଲାଗିଥିଲା। ଏହି ବାତ୍ୟା କୁ ନେଇ ସେଠାକାର ଲୋକମାନେ ମଧ୍ୟ ଖୁବ ଭୟଭୀତ ହୋଇ ଯାଇଥିଲେ। ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ଖୁବ୍ ବର୍ଷା ମଧ୍ଯ ଜାରି ରହିଥିଲା।
ଏହି ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ରେ ଲୋକମାନେ ଖୁବ ଚିନ୍ତିତ ହୋଇ ପଡ଼ିଥିଲେ। କାରଣ ଏହି ବାତ୍ୟା ଯୋଗୁଁ ଚେନ୍ନାଇ ରେ ବନ୍ୟାର ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇ ଯାଇଥିଲା।
ଏଭଳି ଅନେକ ସ୍ଥାନ ମାନଙ୍କରେ ପ୍ରବଳରୁ ଅତିପ୍ରବଳ ମାତ୍ରାରେ ବର୍ଷା ହେବାରେ ଲାଗିଥିଲା । ତେବେ ଏହି ବର୍ଷା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement