ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଗତ କାଲି ବିଶ୍ୱକପ୍ ଫାଇନାଲ ମ୍ୟାଚ ଖେଳା ଯାଇଥିଲା।ଏହି ମ୍ୟାଚ୍ ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି।

ଭାରତୀୟ ଦଳ ବିଶ୍ୱକପ୍ ର ଦଶଟି ମ୍ୟାଚ ରେ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ।ହେଲେ ଫାଇନାଲ ମ୍ୟାଚ୍ ରେ ସେଭଳି କିଛି ଭଲ ଖେଳ ଦେଖାଇ ପାରି ନ ଥିଲେ।ଯାହାକୁ ନେଇ ଏବେ ସମସ୍ତଂକ ମନ ରେ ଦୁଃଖ ଭରି ରହିଛି।
ସୂଚନା ଅନୁସାରେ ଗତ କାଲି ହୋଇ ଥିବା ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଭାରତ କୁ ୬ ଉଇକେଟ ରେ ପରାସ୍ତ କରିଛି।ଏହା ପରେ ପ୍ରତ୍ୟେକ ଭାରତୀୟ ଙ୍କ ଆଖିରେ ଲୁହ ଆସି ଯାଇଥିଲା।ଏବେ ଅନେକ କଥା ସୋସିଆଲ ମିଡିଆ ରେ ଶୁଣା ଯାଉ ଅଛି।

କୁହା ଯାଉ ଅଛି କି ଫାଇନାଲ ମ୍ୟାଚ୍ ରେ ଯେଉଁ ଅମ୍ପାୟର ରହିଥିଲେ ସେ ଭାରତ ପାଇଁ ସବୁବେଳେ ଅନ ଲକି ସାବ୍ୟସ୍ତ ହୋଇଛନ୍ତି।ସେ ଯେତିକି ମ୍ୟାଚ୍ ରେ ଅମ୍ପ୍ୟାୟର ଭାବେ ରହିଛନ୍ତି ସବୁଥିରେ ଭାରତ ପରାଜୟ ହାସଲ କରିଚି।

ତାଙ୍କ ନାମ ହେଉଚି ରିଚାର୍ଡ କ୍ୟାଟେଲ ବୋରୋ।ସେ ବିଶ୍ୱକପ୍ ର ଦଶଟି ମ୍ୟାଚ୍ ରେ ଅମ୍ପ୍ୟାୟର ନ ଥିଲେ।ସେଥିପାଇଁ ଭାରତ ଜିତି ଯାଇଥିଲା।ଯଦି ଫାଇନାଲ ମ୍ୟାଚ ରେ ସେ ନ ଥାନ୍ତେ ତେବେ ଭାରତ ନିଶ୍ଚିତ ରୂପେ ମ୍ୟାଚ୍ ଜିତି ଯାଇ ଥାଆନ୍ତେ।

ଏହାକୁ ଅନ୍ୟ କେହି ନୁହେଁ।ଭାରତୀୟ ପ୍ରଶଂସକ ମାନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏସବୁ କଥା କହିଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଭାରତ ରେ ଏଭଳି ପରାଜୟ କୁ କେହି ବି କେବେ ଭୁଲି ପାରିବେ ନାହିଁ। କ୍ୟାଟେଲ ବରୋ ଙ୍କୁ ଏହି ମ୍ୟାଚ୍ ରେ ଅମ୍ପ୍ୟାୟର ଭାବେ ନିଯୁକ୍ତି କରିବାର ନ ଥିଲା ବୋଲି କେତେକ ଭାରତୀୟ ପ୍ରଶଂସକ ମାନେ ମତ ଦେଇଛନ୍ତି।