Updated: Nov 5, 2023, 11:13 IST

ବାପରେ ଟୁଟୁ ନାୟକ କୁ ଝାଡି ଦେଇ ଗଲେ ଏହି ଓକିଲ , କଣ ତମ ଅଭିନେତ୍ରୀ ସେ?? ଦେହ ରେ ହାତ ମାରିବା ??

Special report

ନମସ୍କାର ପାଠକ ବନ୍ଧୁ।ଓଡ଼ିଆ ସିନେ ଜଗତ ର ନାମୀ ଦାମୀ ପ୍ରଯୋଜକ ଟୁଟୁ ନାୟକ ଙ୍କ ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି।ପ୍ରଥମେ ପ୍ରକୃତି ମିଶ୍ର ଙ୍କ ସହିତ ତାଙ୍କ ବିବାଦ ଲାଗି ରହି ଥିଲା।ଏହା ପରେ ନିକଟ ରେ ରାମ ଫିଲ୍ମ କୁ ନେଇ ମନୋଜ ମିଶ୍ର ଙ୍କ ସହିତ ବିବାଦ ଲାଗି ରହିଛି।
Special report
ଯାହାକୁ ନେଇ ବର୍ତ୍ତମାନ ସମୟ ରେ ଓଡ଼ିଆ ସିନେ ଜଗତ ବଦନାମ ହେବାକୁ ଆରମ୍ଭ କରିଛି।ନିକଟ ରେ ଟୁଟୁ ଅନ୍ୟ ଏକ ବିବାଦ ରେ ଛନ୍ଦି ହୋଇ ଯାଇ ଛନ୍ତି।ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଟୁଟୁ ନାୟକ ଜଣେ ସାମ୍ବାଦିକ ଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି।ତାଙ୍କ ପିଠି ଥାପୁଡେଇବା ତାଙ୍କ ହାତ ଧରିବା ଓ ତାଙ୍କ ମୁହଁ ରେ ହାତ ଦେବା ଭଳି ଅନେକ କା-ଣ୍ଡ ଘଟାଇ ଛନ୍ତି।
Special report
ଓ ଏହା ପରେ ସାମ୍ବାଦିକ ଜଣକ ପୋଲିସ ର ସାହାର୍ଯ୍ୟ ନେଇ ଥିଲେ।ସେ ପ୍ରଯୋଜକ ଟୁଟୁ ନାୟକ ଙ୍କ ବିରୋଧ ରେ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ଫଳ ରେ ଗତ କାଲି ଟୁଟୁ ନାୟକ ଙ୍କୁ ତାଙ୍କ ବାସ ଭବନ ରୁ ଗିରଫ କରା ଯାଇଛି।
ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଜଣେ ଓକିଲ।ସେ କହିଛନ୍ତି କି ଜଣେ ସାମ୍ବାଦିକ ଙ୍କ ପ୍ରତି ଏପରି କରିବା ଠିକ୍ ନୁହେଁ।ଏସବୁ ଫିଲ୍ମ ଜଗତ ର ଝିଅ ମାନଂକ ସହିତ କଲେ ସେମାନେ କିଛି କହିବେ ନାହିଁ।ସେମାନେ ଏହାକୁ ଚୁପ୍ ରେ ସହି ଯିବେ।
ହେଲେ ଆପଣ ଏପରି ଜଣେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ସହିତ କରିଛନ୍ତି।ସେ ଏହାକୁ କିପରି ସହିବେ।ଏହି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।
ଏବେ ଦେଖିବାକୁ ବାକି ରହିଲା ଟୁଟୁ ନାୟକ କେତେଦିନ ପର୍ଯ୍ୟନ୍ତ ଜେଲ ରେ ରହୁଛନ୍ତି। ସାମ୍ବାଦିକା ଙ୍କ ପ୍ରତି ଏଭଳି ବ୍ୟବହାର କୁ ସମସ୍ତେ ନିନ୍ଦା କରିଛନ୍ତି।ଓ କହିଛନ୍ତି କି ସେ ମହିଳା ଙ୍କୁ ନ୍ୟାୟ ମିଳିବା ଦରକାର।ଓ ଟୁଟୁ ନାୟକ ଙ୍କୁ କଠିନ ଦଣ୍ଡ ମିଳିବା ଆବଶ୍ୟକ।

Advertisement