Oct 11, 2023, 14:33 IST

ଟିଉସନ ଯିବା ବାଟରେ କିଛି ହୋଇଥିଲା ଏମିତି ଶେଷରେ ସବୁ ସତ ଆସିଲା ସାମ୍ନାକୁ ଦେଖନ୍ତୁ କଣ ହୋଇଥିଲା ସେଦିନ

Special report

ନମସ୍କାର ପାଠକ ବନ୍ଧୁ।ମୃ-ତ୍ୟୁ କେତେବେଳେ କେମିତି ଆସେ ତାହା କେହି ବି ଜାଣି ନାହାନ୍ତି।ପାଠ ପଢ଼ିବାର ସ୍ବପ୍ନ ନେଇ ଛୋଟ ଝିଅ ଟି ବାହାରି ଯାଇ ଥିଲା ଟ୍ୟୁସନ୍ କୁ।କିଏ ଜାଣି ଥିଲା ତାହା ତାର ଶେଷ ସ୍ବପ୍ନ ହେବ।ଯେଉଁ ରାସ୍ତା ରେ ସେ ଟ୍ୟୁସନ୍ ଯାଉଥିଲା।
Special report
ସେହି ରାସ୍ତା ରେ ଆସୁଥିଲା ଏକ ବଡ ଟ୍ରକ୍।ପଛ ପଟୁ ତାକୁ ଟ୍ରକ୍ ଧ-କ୍କା ଦେବା ଫଳରେ ତାର ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର କୁଆଖାଇ ଅଞ୍ଚଳ ରେ କାଟିନି ଗ୍ରାମ ରେ।ଏଠାରେ ନବମ ଶ୍ରେଣୀ ରେ ପଢୁଥିବା ଝିଅ ପଦ୍ମିନୀ ର ମୃ-ତ୍ୟୁ ହୋଇ ଯାଇଚି।
ସୂଚନା ଅନୁସାରେ ପଦ୍ମିନୀ ଘଟଣା ଦିନ ସକାଳେ ତା ର ବୋଉ ଙ୍କ ଠାରୁ ପଇସା ନେଇ ପେନ୍ କିଣିବା ପାଇଁ ଦୋକାନ କୁ ଯାଇଥିଲା।ସେହି ବାଟ ଦେଇ ସେ ଟ୍ୟୁସନ୍ ମଧ୍ୟ ଯିବାକୁ ବାହାରି ଥିଲା।ସେ ଟ୍ୟୁସନ୍ ଯାଉ ଥିବା ସମୟ ରେ ଏକ ବଡ ଟ୍ରକ୍ ଆସି ତାକୁ ପଛ ପାଖରୁ ଧକ୍କା ଦେଲା।
ଏହା ପରେ ପଦ୍ମିନୀ ଙ୍କ ଘର ଲୋକ ଙ୍କୁ ଖବର ଦିଆ ଗଲା।ତା ର ମା ପହଞ୍ଚିଲା ବେଳ କୁ ପଦ୍ମିନୀ ମୃତ୍ୟୁ ସହିତ ସଂଗ୍ରାମ ଚଳାଇ ଥିଲା।ମା କୁ ଦେଖି ସେ ଜୋରେ କାନ୍ଦିବାକୁ ଲାଗିଲା।ଓ ମା କୁ କହିଲା ବୋଉ ମତେ ବଞ୍ଚାଇ ଦେ।
Special report
ଏତିକି କହି ସେ ସେହିଠାରେ ଶେଷ ନିଃଶ୍ୱାସ ତ୍ୟାଗ କଲେ।ଏହାପରେ ତାର ମାସ ଏହାକୁ ଦେଖି ବହୁତ କାନ୍ଦିଲା।ଓ ନିଜ ଝିଅ ର ଶେଷ କଥା ମନେ ପକାଇ ପକାଇ ହୋସ ଚାଲି ଯାଉଥିଲା।
ଏହି ଘଟଣା କୁ ନେଇ ଏବେ ଢେଙ୍କାନାଳ ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଚି।ଝିଅ କୁ ସହାୟତା ଦେବା ପାଇଁ ଲୋକ ମାନେ ରାସ୍ତା ରୋକ କରିଛନ୍ତି।ଯେ ପର୍ଯ୍ୟନ୍ତ ସରକାର ତାଙ୍କ ଝିଅ ପାଇଁ ଅର୍ଥ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସମସ୍ତେ କହିଛନ୍ତି।
ଏବେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।ଝିଅ ର ପରିବାର ଲୋକେ ନିଜ କୋହ ସମ୍ଭାଳି ପାରି ନାହାନ୍ତି।ତାଙ୍କ ମାଆ ସ୍ବପ୍ନ ଦେଖିଥିଲେ କି ତାଙ୍କ ଝିଅ ପଦ୍ମିନୀ ତାଙ୍କ ସ୍ବପ୍ନ ରେ ଆସି ତାଙ୍କୁ ଖାଇବାକୁ ମାଗିଛନ୍ତି।ଏହାକୁ କହି କହି ସମସ୍ତେ କାନ୍ଦି ପକାଇ ଥିଲେ।

Advertisement