Updated: Mar 2, 2024, 19:34 IST

ଟ୍ୟୁସନରୁ ଫେରୁ ଫେରୁ ଛାତ୍ରୀଙ୍କୁ ଛେଚି ମାରିଦେଲା କିଏ !! ଦେଖନ୍ତୁ ଘଟିଗଲା ଭୟଙ୍କର ଘଟଣା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ ।
Special report
ଏବେ ଜଣେ ଛାତ୍ରୀଙ୍କ ସହିତ ଏଭଳି କାମ ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଏହି ଖବର ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ । ଏହି ଛାତ୍ରୀ ଜଣକ ଟ୍ୟୁସନରୁ ଫେରିବା ସମୟରେ ତାଙ୍କ ସହ ଘଟିଥିଲା ଏଭଳି କିଛି ।
ଏହି ଛାତ୍ରୀ ଜଣକ ଟ୍ୟୁସନରୁ ଫେରିବା ବେଳେ ତାଙ୍କୁ କେହି ଅପହରଣ କରି ନେଇ ଯାଇଥିଲେ । ଆଉ ଏହାପରେ ତାଙ୍କ ସହ କରିଥିଲେ ଏଭଳି କିଛି । ଛାତ୍ରୀ ଜଣକୁ ମାରି ଜଙ୍ଗଲ ବୁଦାରେ ପକାଇ ଦେଇଥିଲେ ।
Special report
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନରେ ଥିବା ମଙ୍ଗଳପୁର ମଜୁରୀ ଛକ ନିକଟରେ ଥିବା ଏକ ବୁଦା ଭିତରୁ ଛାତ୍ରୀ ଜଣଙ୍କର ଶବ ମିଳିଥିଲା । ଏହି ଛାତ୍ରୀ ଜଣଙ୍କର ନାମ ହେଉଛି ଜସ୍ମିନ୍ ସାହୁ । ଏହି ଛାତ୍ରୀ ଜଣକ ଢେଙ୍କାନାଳ ମହିଳା ବିଦ୍ୟାଳୟରେ ପାଠ ପଢିଥିଲେ ।
ଗତକାଲି ଦିନ ୨ଟା ସମୟରେ ସେ ଟ୍ୟୁସନ୍ ଯାଇଥିଲେ । ଆଉ ଯେତେବେଳେ ସେ ଘରକୁ ଫେରୁଥିଲେ ସେତେବେଳେ ତାଙ୍କୁ କେହି ଅପହରଣ କରି ନେଇଥିଲେ ବୋଲି ତାଙ୍କ ବାପା ଜଳନ୍ଧର ସାହୁ ଅଭିଯୋଗ ଆଣିଛନ୍ତି ।
Special report
ଏବେ ଏହି ଛାତ୍ରୀ ଜଣଙ୍କୁ କେହି ମାରି ଦେଇଛି । ତାଙ୍କ ଝିଅକୁ ଜୋର୍ ଜବରଦସ୍ତ କେହି ଜଣେ ଉଠାଇ ନେଇଛନ୍ତି ବୋଲି ଝିଅର ବାପା ଅଭିଯୋଗ ଆଣିଛନ୍ତି । ଟ୍ୟୁସନ୍ ସାର୍ ମଧ୍ୟ ଏହି ବିଷୟରେ କହିଛନ୍ତି । ଟ୍ୟୁସନ୍ ସାର୍ କହିଛନ୍ତି ସେହି ଝିଅଟି କାହାକୁ କିଛି କୁହେ ନାହିଁ ।
Special report
ଶାନ୍ତ ପିଲାଟି ତା ସହ ଏଭଳି କେମିତି ହେଲା ବୋଲି ଏବେ ପ୍ରଶ୍ନ ଆସୁଛି । ଏବେ ଘଟଣା ସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ଏହି ଘଟଣାର ତଦନ୍ତ କରୁଛନ୍ତି । ଏବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଛି । ଆଉ ଏହାସହ ସନ୍ଧାନୀ କୁକୁର ମଧ୍ୟ ସେଠାରେ ପହଞ୍ଚିଛି
। ସେମାନେ ସେଠାରେ ପହଞ୍ଚି ଏହି ଘଟଣା ତଦନ୍ତ କରୁଛନ୍ତି । ତଦନ୍ତ ପରେ ଏହି ଘଟଣା ଆଉ ଏକ ରୂପ ନେବ ବୋଲି ଜଣାପଡିଛି । ଘଟଣାର ସତ୍ୟ ଏବେ ଯାଏଁ ଜଣାପଡି ନାହିଁ । ଛାତ୍ରୀ ଜଣଙ୍କୁ କିଏ ଅପହରଣ କରି ତାଙ୍କୁ ମାରିଛି ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି।

Advertisement