Jan 26, 2024, 12:17 IST

ଟ୍ରକ୍ ଓଲଟି ମୃତ୍ୟୁ ବରଣ କରିଥିବା କଳାକାର ଙ୍କ ପରିବାର କୁ ଭେଟିଲେ ରାଣୀ, କାନ୍ଦି କାନ୍ଦି କହିଲେ ବିପଦ ରେ କିଏ ଆସୁ ନ ଆସୁ ରାଣୀ ଆସିବ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ଧଉଳି ଗଣନାଟ୍ୟ ର ଏକ ବସ୍ ଘାଟି ରେ ଓଲଟି ପଡି ଥିଲା।ଏଥିରେ ଅନେକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି।ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।
Special report
ହେଲେ ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଧଉଳି ଗଣନାଟ୍ୟ ର ମାଲିକ ସେଠାରେ ପହଞ୍ଚି ନାହାନ୍ତି।ଯେଉଁ ମାନେ ସବୁବେଳେ କୁହନ୍ତି ଆମେ ସବୁବେଳେ ଯାତ୍ରା ରେ ଅଭିନୟ କରିଥିବା ଭାଇ ଭଉଣୀ ମାନଙ୍କ ସହିତ ରହିବୁ ସେମାନଙ୍କର ଏ ଯାଏଁ ଦେଖା ନାହି।
ତେବେ ଏହି ପରିସ୍ଥିତି ରେ ସେହି ଆ-ହ-ତ ଭାଇ ମାନଙ୍କୁ ଦେଖିବାକୁ ଆସିଛନ୍ତି ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା।ସେ ସେଠାକୁ ଆସି ଆହତ ବ୍ୟକ୍ତି ମାନଙ୍କ ଦୁଃଖ କୁ ବୁଝିବା ସହିତ ତାଙ୍କୁ ଅର୍ଥ ପ୍ରଦାନ କରିଥିଲେ।ଓ ମୃ-ତ-କ ଙ୍କ ପରିବାର ଲୋକ ଙ୍କ ସହିତ କିଛି ସମୟ କଥା ହୋଇ ଥିଲେ।
ଏହା ପରେ ମୃତକ ଙ୍କ ଶୁଦ୍ଧି କ୍ରିୟା ବାବଦ କୁ ସମସ୍ତ ଖର୍ଚ୍ଚ ସେ ଦେବେ ବୋଲି କହିଥିଲେ।ଏହା ପରେ ସେ ସମସ୍ତ ଲୋକ ଙ୍କୁ ଦେଖା କରିଥିଲେ।ସେମାନଙ୍କ ଭଲ ମନ୍ଦ ବୁଝି ଥିଲେ।ସେ କହିଥିଲେ କି ମୁଁ ଆମ ଯାତ୍ରା ସଦସ୍ୟ ମାନଙ୍କୁ ଦେଖିଲେ ଆଖିରୁ ଲୁହ ଆସି ଯାଉଛି।
Special report
ଏହି ଯାତ୍ରା ଦଳ ର ମାଲିକ ମାନଙ୍କ ଏ ଯାଏଁ ଦେଖା ନାହି।ସେମାନେ କିଭଳି ଲୋକ ଥରେ ଭାବନ୍ତୁ।ମୁଁ ଏସବୁ ଟିଭି ରେ ଦେଖିଲା ପରେ ସଙ୍ଗେ ସଙ୍ଗେ ତାଙ୍କ ନିକଟ କୁ ଧାଇଁ ଆସିଛି।ସେମାନଙ୍କୁ ଦେଖିଲା ପରେ ମୋ ଆଖିରୁ ଲୁହ ଆସି ଯାଉଛି।
ଯେଉଁ ବଡ ବଡିଆ ଯାତ୍ରା କଳାକାର ମାନେ ଏବେ କୁଆଡେ ଗଲେ।ସେମାନେ ଏତେ କଥା ଗପି ଥାଆନ୍ତି ହେଲେ ଏବେ କୁଆଡେ ଗଲେ।ଏହି କଥା କୁ ନେଇ ସେ ଏବେ ସମସ୍ତଙ୍କୁ ପ୍ରଶ୍ନ କରିଛନ୍ତି।ଲୋକ ଙ୍କୁ ସାହାର୍ଯ୍ୟ କରିବା ପାଇଁ ରାଣୀ ପଣ୍ଡା ସବୁବେଳେ ଆଗରେ ଥାଏ।
ଏହା ପରେ ଲୋକ ମାନେ ତାଙ୍କର ବହୁତ ପ୍ରଶଂସା କରିଛନ୍ତି।ସେହି ଗରୀବ ଯାତ୍ରା ଟେକ୍ନିସିଆନ ଭାଇ ମାନଙ୍କୁ ଦେଖିଲେ ଆଖି ରୁ ଲୁହ ଆସି ଯାଉଛି।ରାଣୀ ପଣ୍ଡା ଆହୁରି ମଧ୍ୟ କହିଥିଲେ କି
ମୁ ସବୁ ବେଳେ ସମସ୍ତ ଙ୍କ ଉପରେ ଗୁରୁତ୍ବ ଦେଇଚି।ମୁଁ ଯେତିକି ଟଙ୍କା ଯାତ୍ରା ରୁ ପାଏ।ସେଥିରେ ମୁଁ ସମସ୍ତ ଙ୍କୁ ଦିଏ।ଏବେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଚି ସେମାନେ ସମସ୍ତେ ଭଲ ହୋଇ ଯାଆନ୍ତୁ।

Advertisement