Updated: Nov 28, 2023, 16:08 IST

ଟ୍ରେନରେ ଏକା ଏକା ଯାତ୍ରା କରୁଛି ମାଙ୍କଡ ଦେଖନ୍ତୁ ଏହି ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ ଲୋକଙ୍କ ଠାରୁ ନେଉଛି ଖାଦ୍ୟ ଜିନିଷ - Live Visual

Special Report

ନମସ୍କାର ପାଠକ ବନ୍ଧୁ।ଏବେ ମାଙ୍କଡ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ମାଙ୍କଡ ମାନେ ଏବେ ଲୋକଙ୍କ ଭଳି ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯିବା ପାଇଁ ଗାଡ଼ି ର ବ୍ୟବହାର କରୁଛନ୍ତି।
Special Report
ନିକଟ ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରୁ ଯାଜପୁର ଯାଉଥିବା ଟ୍ରେନ ରେ।ଗୋଟିଏ ମାଙ୍କଡ ଲୋକ ମାନଙ୍କ ସହିତ ପ୍ରଥମେ ଭୁବନେଶ୍ୱର ରେଳ ଷ୍ଟେସନ ରୁ ରେଳ ରେ ଚଢ଼ିଲା।ଏହା ପରେ ସେ ଚୁପ୍ ହୋଇ ବସି ଯାଜପୁର ରେ ଆସି ପହଂଚି ଗଲା।
ଆପଣ ମାଂସ ସମସ୍ତେ ଜାଣି ଥିବେ ଆଗରୁ ମଣିଷ ମାଙ୍କଡ ଥିଲା।ତେଣୁ ମାଙ୍କଡ ମାନେ ଏବେ ମଣିଷ ଭଳି କାମ କରିବା ଆରମ୍ଭ କଲେଣି।ଭୁବନେଶ୍ୱର ରୁ ଯାଜପୁର ଯାଉଥିବା ଧଉଳି ଏକ୍ସପ୍ରେସ ରେ ମାଙ୍କଡ ଟି ବସି ଟ୍ରେନ ରେ ଯାତ୍ରା କରୁଥିଲା।
Special Report
ଏଥିରେ ସେ କାହାରି କିଛି ବି କ୍ଷତି କରୁ ନ ଥିଲା।କେବଳ ସେଥିରେ ବସି ଯାଉଥିଲା।ଲୋକ ମାନେ ତାକୁ ବିଭିନ୍ନ ଖାଦ୍ୟ ମଧ୍ୟ ଦେଉଥିଲେ ଟ୍ରେନ ଭିତରେ।ଯାହାକୁ ସେ ଆନନ୍ଦ ରେ ଖାଇ ଦେଉ ଥିଲା।
ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।ଯେ କେହି ବି ଏହି ଭିଡିଓ ଦେଖୁଚି ସେ ଆଶ୍ଚର୍ଯ୍ୟ ହେଇ ଯାଉଛି।ଗୋଟିଏ ମାଙ୍କଡ କିଭଳି ଲୋକ ମାନଙ୍କ ସହିତ ଟ୍ରେନ ରେ ବସି ଯାତ୍ରା କରୁଛନ୍ତି ବୋଲି ସମସ୍ତେ ଭାବୁଛନ୍ତି।
Special Report
ସେ ପୁଣି ଭୁବନେଶ୍ୱର ରେଳ ଷ୍ଟେସନ ରୁ ଟ୍ରେନ ରେ ଚଢ଼ି ଥିଲା।ଓ ଯାଜପୁର ରେଳ ଷ୍ଟେସନ ରେ ଓହ୍ଲାଇ ଥିଲା।କହିବାକୁ ଗଲେ ଏବେ ମାଙ୍କଡ ମଣିଷ ଭଳି କାମ କରିବା ଆରମ୍ଭ କରି ଦେଲେଣି।
ଏହି ଭିଡିଓ ଟି ଟ୍ରେନ ରେ ବସି ଥିବା ଜଣେ ବ୍ୟକ୍ତି କରିଛନ୍ତି। ଯାହାକୁ କି ସମସ୍ତେ ଦେଖି ବହୁତ ପସନ୍ଦ କରିଛନ୍ତି।ହେଲେ ଏହି ମାଙ୍କଡ ଟି କାହିଁକି ଭୁବନେଶ୍ୱର ରୁ ଯାଜପୁର କୁ ଯାଉଥିଲା ତାହା କେବଳ ସେହି ମାଙ୍କଡ ଟି ଜାଣି ଥିବ।

Advertisement