Updated: Dec 14, 2023, 12:07 IST

ପୁଣି ତୀବ୍ର ବେଗ ରେ ମାଡ଼ି ଆସିଲାଣି ବାତ୍ୟା, ଘଣ୍ଟା କୁ ହେବ ପ୍ରବଳ ବେଗରେ ରେ ପବନ ଆଉ ବର୍ଷା...

Special Report

ନମସ୍କାର ପାଠକ ବନ୍ଧୁ।ଆସୁଛି ଆଉ ଏକ ବଡ ବାତ୍ୟା।କୁହା ଯାଏ ଯେ ବାତ୍ୟା ଯେପରି ଓଡ଼ିଶା କୁ ଘର କରି ଦେଇଛି।ପ୍ରତି ବର୍ଷ ଓଡ଼ିଶା ଉପରେ ବାତ୍ୟା ର ପ୍ରଭାବ ରହିଛି।ପୁଣି ଥରେ ଆସି ପାରେ ଏକ ବଡ ବାତ୍ୟା।
Special Report
ଏହାର ପ୍ରଭାବ ରେ ରାଜ୍ୟ ରେ ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ଚାଲି ଯିବା ପାଇଁ କୁହା ଯାଇଚି।କାଳବୈଶାଖୀ ପ୍ରଭାବ ରେ ଜୋର୍ ରେ ବର୍ଷା ସହ ଝଡ ପବନ ହେବ।
ଏହାକୁ ଦୃଷ୍ଟି ରେ ରଖି ଲୋକ ମାନଙ୍କୁ ସଚେତନ ରହିବା ପାଇଁ କୁହା ଯାଉଛି।ସୂଚନା ଅନୁସାରେ ଗତ କିଛି ଦିନ ତଳେ ସାମୁଦ୍ରିକ ଝଡ ମିଚାନ ଆସିଥିଲା।ଏହା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ରେ ପ୍ରବଳ ରୁ ଅତି ପ୍ରବଳ କ୍ଷୟ କ୍ଷତି ଘଟାଇ ଥିଲା।
ତାହାର କ୍ଷତି ପୂରଣ ଏ ଯାଏଁ ହୋଇ ପାରି ନାହିଁ।ଲୋକ ମାନଙ୍କ ଘର ଦ୍ବାର ସବୁ ଭାଙ୍ଗି ଯାଇଛି।ସେମାନେ ଖାଇବାକୁ ପାଉ ନାହାନ୍ତି।ଏଭଳି ଅବସ୍ଥା ଦୂର ନ ହୋଇ ପୁଣି ଆଉ ଏକ ବାତ୍ୟା ଆସି ଗଲାଣି।
Special Report
ସୂଚନା ଅନୁସାରେ ସାମୁଦ୍ରିକ ଝଡ ସୃଷ୍ଟି ହେବାକୁ ଯାଉଚି ଆରବ ସାଗର ମଧ୍ୟ ରେ।ଏହା ର ପ୍ରଭାବ ରେ କିଛି ସ୍ଥାନ ରେ ବର୍ଷା ହେବା ସହିତ ଘଡ଼ଘଡି ମଧ୍ୟ ହେବାର ସମ୍ଭାବନା ରହିଛି।କେରଳ ଓ ଅନ୍ୟାନ୍ୟ କିଛି ସ୍ଥାନ ରେ ବାତ୍ୟା ଉଗ୍ର ରୂପ ଧାରଣ କରିବ।
ସେଥିପାଇଁ ଏବେ ଠାରୁ ଲୋକ ମାନଙ୍କୁ ସଚେତନ କରା ଯାଉଛି।ଆରବ ସାଗର ମଝିରେ ଏକ ବଡ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବ।ଏହାର ପ୍ରଭାବ ରେ ବର୍ଷା ର ପରିମାଣ ବଢି ଚାଲିବ।
ଦକ୍ଷିଣ ଭାରତ ର ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଲୋକ ମାନଙ୍କୁ ଏ ନେଇ ଆଗୁଆ ସଚେତନ କରା ଯାଇଛି।ନିଜ ଘର ଦ୍ବାର ଛାଡି ସୁରକ୍ଷିତ ସ୍ଥାନ କୁ ପଠା ଯାଇଚି।

Advertisement