Apr 24, 2024, 07:15 IST

ଏମିତି ମୃ-ତ୍ୟୁ ହୁଏତ ସବୁ ଙ୍କୁ ଆସିବା କଥା..ରାମ ଙ୍କ ଦର୍ଶନ କରୁ କରୁ ଚାଲିଗଲା ସ୍ବାମୀ ଙ୍କ ଜୀବନ ..

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଭୁ ଶ୍ରୀରାମ ଙ୍କୁ ଦର୍ଶନ କରି ଫେରିବା ବାଟରେ ଚାଲିଗଲା ଓଡିଆ ଡ୍ରାଇଭର ଙ୍କ ଜୀବନ। ସେ ଭାବି ଥିଲେ କି ପ୍ରଭୁ ଶ୍ରୀ ରାମ ଙ୍କ ଦର୍ଶନ କରି ତାଙ୍କ ଠାରୁ ଆଶୀର୍ବାଦ ଆଣିବେ।
ଏହି ଡ୍ରାଇଭର ଜଣକ ନିଜ ସାଙ୍ଗ ମାନଙ୍କ ସହ ଅଯୋଧ୍ୟା ବୁଲିବାକୁ ଯାଇଥିଲେ। ହେଲେ ଏବେ ଚାଲି ଯାଇଛି ଡ୍ରାଇଭର ବଳରାମ ବେହେରାଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲାର ଏ ହେଉଛନ୍ତି ବଳରାମ ବେହେରା।
Jj
ଦର୍ଶନ ସାରି ଫେରିବା ବାଟରେ ହିଁ ଏହି ଦୁର୍ଘଟଣା ଘଟିଥିଲା। ସେ ଅନୁଗୁଳ ଜିଲା ଭରତପୁର ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି। ଏଭଳି କାର୍ଯ୍ୟ କରି ସେ ନିଜର ଛୋଟ ପରିବାର କୁ ଚଳାଉ ଥିଲେ।
ଗତ ୧୧ ତାରିଖରେ ସେ ଅନୁଗୁଳ ର କିଛି ସାଙ୍ଗ ମାନଙ୍କ ସହ ଅଯୋଧ୍ୟାରେ ନବ ନିର୍ମିତ ରାମ ଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ। ହେଲେ ସେଠାରୁ ଦର୍ଶନ ସାରି ଫେରିବା ବାଟରେ ହିଁ ଦୁର୍ଘଟଣା ଘଟିଥିଲା।
ଏହି ଦୁର୍ଘଟଣା ରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା। ପରେ ଏହି ଖବର ପରିବାର ଲୋକେ ପାଇବା ପରେ ଧର୍ଯ୍ୟ ହରାଇ ବସିଛନ୍ତି। ସେଠାରୁ ତାଙ୍କର ଶ-ବ କେମିତି ଆସିବ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କର ସ୍ତ୍ରୀ ଓ କୁନି କୁନି ଦୁଇ ଝିଅ ଚାହିଁ ରହିଥିଲେ।
Yy
ସେମାନେ ତାଙ୍କର ସମ୍ପର୍କୀୟ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହାୟତା ଲୋଡ଼ି ଥିଲେ। ଏହି ଖବର ପହଞ୍ଚିବା କ୍ଷଣି ହିଁ ଶ-ବ ଗାଁ ରେ ପହଞ୍ଚିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇ ଥିଲା।
ଗତ ୧୯ ତାରିଖରେ କେନ୍ଦ୍ରମନ୍ତ୍ରୀ ଙ୍କ ସହାୟତା କ୍ରମେ ଗାଆଁ ରେ ପହଞ୍ଚି ଥିଲା ବଳରାମ ଙ୍କ ମ-ର ଶରୀର। ବଳରାମ ଙ୍କ ଦୁଇ ନାବାଳିକା ଝିଅ ସୁଚରିତା ଓ ସୁଭସ୍ମିତା ତାଙ୍କ ବାପା ଙ୍କ ଶେଷ ଦର୍ଶନ କରିଥିବା
ବେଳେ ପତ୍ନୀ ସୁକାନ୍ତି ମଧ୍ୟ ତାଙ୍କର ସ୍ଵାମୀଙ୍କ ଶେଷ ଦର୍ଶନ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାରେ ତାଙ୍କୁ ଭାଗୀଦାର କରିବା ପାଇଁ ଗାଁ ଲୋକମାନେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଜାରୀ ରଖିଥିବା ଜଣା ପଡ଼ିଛି।

Advertisement