Apr 28, 2024, 00:58 IST

ଆସନ୍ତା ୨ ଦିନ ରେ ଭୁବନେଶ୍ବର ରେ ହେବ ନିଆଁ ବର୍ଷା..ପ୍ରବଳ ଖରା ରେ ଠିଆ ଠିଆ ସିଝି ଯିବେ ଲୋକ

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଖରା ନୁହେଁ ବରଂ ନିଆ ବର୍ଷା ହେବାରେ ଲାଗିଛି। ଲୋକ ମାନଙ୍କୁ ଏବେ ତାତି ରୁ ନିସ୍ତାର ମଧ୍ୟ ମିଳୁ ନାହିଁ। କଟକ ଓ ଭୁବନେଶ୍ବର କୁ ମଧ୍ୟ ମିଳିଛି ରେଡ ଆଲର୍ଟ।
ଆହୁରି ଚାରିଦିନ ପର୍ଯ୍ୟନ୍ତ ଲାଗି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଡହଡହ ଖରା ସାଙ୍ଗ କୁ ଏବେ ସାରା ରାଜ୍ୟ ମଧ୍ୟ ସିଝୁଛି। ନା ଘରେ ରହି ହଉଛି ନା ବାହାରେ ରହି ହେଉଛି। ତାତି ସହ ଏବେ ପୂରା ସହର ମଧ୍ୟ ଜଳିବାରେ ଲାଗିଛି।
Hh
ତାତି ଏବେ ୪୦ ଡିଗ୍ରୀ ଉପରେ ରହୁଛି ରାଜ୍ୟର ଅନେକ ସହର ର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହୁଛି। ଏପ୍ରିଲ ମାସରେ ଗତ ୧୪ ଦିନ ହେବ ଉଷ୍ମଦିନ ରେକର୍ଡ ହୋଇ ସାରିଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ରେ ଆହୁରି ୨ ଡିଗ୍ରୀ ବଢିବାର ସମ୍ଭାବନା ରହିଛି। ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସହ ଏବେ ତାତି ମଧ୍ୟ ପ୍ରଚଣ୍ଡ ହେବାରେ ଲାଗିଛି। ରାଜ୍ୟରେ ୨୫ ଟି ସ୍ଥାନରେ ପରାଦ ବଢ଼ିବାରେ ଲାଗିଛି।
ଲୋକମାନେ ମଧ୍ୟ ଏଥିପାଇଁ ନାହିଁ ନଥିବା ହିନସ୍ଥା ହେବାରେ ଲାଗିଛି। ଲୋକମାନେ ଖୁବ ପ୍ରଚଣ୍ଡ ରୋଦ୍ରତାପ ରୁ ରକ୍ଷା ପାଇବା ପାଇଁ ଘରୁ ବାହରକୁ ମଧ୍ୟ ବାହାରୁ ନାହାଁନ୍ତି।
Hu
ବର୍ଷା ପାଇଁ ଲୋକମାନେ ଚାତକ ଭଳି ଚାହିଁ ବସିଥିବା ବେଳେ ହେଲେ ବର୍ଷାର ଦେଖା ଦର୍ଶନ ମଧ୍ୟ ନାହିଁ। ବର୍ଷା ହେଲେ ଏହି ଧରା ପୃଷ୍ଠାକୁ ଏଭଳି ଅସମ୍ଭାଳ ତାତି ରୁ ଟିକେ ତ୍ରାହି ମିଳିବ। ହେଲେ ଏବେ ବର୍ଷା ହେବାର ସମ୍ଭାବନା ବି ନାହିଁ।
ଏଭଳି କିଛିଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି ହେବ ବୋଲି ପାଣିପାଗ ବିଜ୍ଞାନ ତରଫରୁ ଏହା ସୁଚନା ମିଳିଛି। ସେଥିପାଇଁ ମଧ୍ୟ ଏବେ ଲୋକମାନେ ପ୍ରଚଣ୍ଡ ଖରା କୁ ନେଇ ଖୁବ ଚିନ୍ତିତ ହୋଇ ପଡିଛନ୍ତି।
ତେବେ ଏହି ଅସହ୍ୟ ଗରମ କୁ ନେଇ ଆପଣଙ୍କ ମତାମତ କଣ? କଣ ଆପଣଙ୍କୁ ମଧ୍ୟ ଏହି ଅସହ୍ୟ ତାତି ରୁ ଖୁବ ହିନସ୍ଥା ହେଉଛନ୍ତି କି?ତାହା ଆପଣ ଆମକୁ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ।

Advertisement