Mar 30, 2024, 13:01 IST

ବିଗୁଲ ଫିଲ୍ମ କୁ ନେଇ ଦୁଇ ଓକିଲ ଙ୍କ ଭିତରେ ହେଲା ବଡ଼ ଝଗଡା.. ତମେ କିଛି ଜାଣିନ ହେଲା, ତମେ କେଉଁଠିକା ଓକିଲ କହିଲ..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ସୁମନ୍ତ ସ୍ୱାଇଁ କହିଥିଲେ ହିନ୍ଦୁ ପରମ୍ପରା ଅନୁସାରେ ମା ମାନଙ୍କ ପାଖରେ ଏହି ଗ୍ରୀଷ୍ମ ଋତୁରେ ସବୁ ଘୋଡା ନାଚ ହୁଏ।ସବୁ ପ୍ରକାରର ଘୋଡା ନାଚକୁ ନେଇ ଆଉ କେତେକ କଣ୍ଟ୍ରୋଭର୍ଷିକୁ ନେଇ ବିଗୁଲ ଯେଉଁ ଅଶ୍ଳୀଳତା କରିଛି ତାହାକୁ ମାଆ ଭଉଣୀ ମାନେ ଦେଖିବା ସମ୍ଭବ ନୁହେଁ। ତେଣୁ ବିଗୁଲ ଫିଲ୍ମ ବର୍ତମାନ ଆମ ଦେଶର ବିରୋଧୀ।
Gg
ବିଗୁଲ ଫିଲ୍ମକୁ କୌଣସି ହଲରେ ପ୍ରଚାର ପ୍ରସାର କରିବା ପାଇଁ ଦେବେ ନାହିଁ ବୋଲି ସୁମନ୍ତ ରାଉତ କହିଛନ୍ତି। ଆଉ ଯଦି ବିଗୁଲ ଫିଲ୍ମ କୁ କୌଣସି ହଲ ପ୍ରଚାର ପ୍ରସାର କଲେ ତାହାଲେ ସେହି ହଲ ନାଁ ରେ ମଧ୍ୟ ହାଇକୋର୍ଟ ରେ ମକଦମା କରାଯିବ ବୋଲି କହିଥିଲେ। 
ତେବେ ବନ୍ଧୁଗଣ ବର୍ତମାନ ଜାଣିବାକୁ ମିଳିଛି ଯେ ବିଗୁଲ ଫିଲ୍ମ କୁ ନେଇ ଏହା ଏକ ମିଥ୍ୟା ଖବର ଥିଲା। ତେବେ ବନ୍ଧୁଗଣ ଯେତେବେଳେ ତିନି ଦିନ ପୂର୍ବରୁ ବିଗୁଲ ରିଲିଜ ହେବାକୁ ଥିଲା ସେତେବେଳେ କିଛି ସ୍ତ୍ରୀ ଲୋକ ସୁମନ୍ତ ପାଖକୁ ଆସିଥିଲେ।
ଆଉ ବିଗୁଲ ଫିଲ୍ମରେ ଦଣ୍ଡନାଚରେ ଅଶ୍ଳୀଳତା ଥିବା ନେଇ କେସ କରିବାକୁ ସୁମନ୍ତ ସ୍ୱାଇଁଙ୍କୁ କହିଥିଲେ ବୋଲି ନିଜେ ସୁମନ୍ତ କହିଛନ୍ତି। ତେବେ ବନ୍ଧୁଗଣ ଏହି ଖବର ଟି ବର୍ତମାନ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement