May 4, 2024, 16:58 IST

ରାସନକାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବହୁତ୍ ବଡ ଖବର ଦେଖନ୍ତୁ ଆଗକୁ ହେବ କିଛି ଏମିତି

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ ।
ଆପଣମାନେ ରାସନ କାର୍ଡକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଆଉ ଏବେ ଏଭଳି କିଛି ଖବର ରାସନ୍ କାର୍ଡକୁ ନେଇ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ । 
Bb
ଏବେ ଏହି ଖବର ରାସନ୍ କାର୍ଡଧାରୀ ଜାଣିବା ଉଚିତ୍ । ଏବେ ରାସନ୍ କାର୍ଡଧାରୀଙ୍କ ପାଇଁ ଆସିଲା ବଡ ଅପଡେଟ । ଏବେ ରାସନ୍ କାର୍ଡ କରୁଥିବା ଦଲାଲମାନେ ଠକୁଛନ୍ତି ଆଉ ଏବେ ଏହି ପ୍ରତି ସାବଧାନ ରହିବା ଉଚିତ୍ ।
ସରକାର ଏବେ ପରାମର୍ଶ ଦେଇଛନ୍ତି କି କାର୍ଡ କରାଇବା ନାଁରେ ଠକୁଛନ୍ତି ଦଲାଲ । ଯଦି ଆପଣ ଜଣେ ରାସନ୍ କାର୍ଡଧାରୀ ତାହେଲେ ଏହି ଖବର ଜାଣିବା ଉଚିତ୍ । ଆପଣମାନେ ସମସ୍ତେ ତ ଜାଣିଥିବେ ରାସନ୍ କାର୍ଡଧାରୀମାନଙ୍କୁ ମାଗଣାରେ ସବୁ କିଛି ମିଳିଥାଏ । 
ରାସନ୍ କାର୍ଡଧାରୀମାନଙ୍କୁ ଏବେ ସରକାରଙ୍କ ତରଫରୁ ଅନେକ ସୁବିଧା ମିଳୁଛି । ଏବେ ସରକାର ରାସନ୍ କାର୍ଡଧାରୀଙ୍କ ପାଇଁ ଆଣିଛନ୍ତି କିଛି ନୂଆ ଖବର । ରାସନ୍ କାର୍ଡ ବନାଇବା ନାଁରେ ଏବେ ଲୋକମାନଙ୍କୁ ଠକା ଯାଉଛି ବୋଲି ଖବର ଆସିଛି ।
Uu
ସାଧାରଣ ଲୋକମାନଙ୍କୁ ମିଛ କହି ଏବଂ ଅନେକ କଥା କହି ତାଙ୍କୁ ଲୁଟୁଛନ୍ତି ଅନେକ ଲୋକ । ଏଭଳି ଦଲାଲ ଅଛନ୍ତି ଯେଉଁମାନେ ମିଛ କହି ଅନେକ ଟଙ୍କା ଲୁଟ କରୁଛନ୍ତି । ଆଉ ଏବେ ଏହାକୁ ନେଇ ଆସିଥିବା ଖବର ଜାଣି ରଖନ୍ତୁ । ଆପଣମାନେ ଏବେ ଦଲାଲ ମାନଙ୍କ ଠାରୁ ମୁକ୍ତି ପାଆନ୍ତୁ ।
ଅନଲାଇନ୍ ମାଧ୍ୟମରେ ଆପଣମାନେ ରାସନ୍ କାର୍ଡ ପାଇଁ ଆବେଦନ କରିପାରିବେ ଆଉ ପ୍ରତୀକ୍ଷା କରିପାରିବେ । ଦଲାଲମାନେ ଆଉ ଟଙ୍କା ଲୁଟି ପାରିବେ ନାହିଁ । ଆବେଦନ କରିବା ପରେ ଏସଡିପିଓଙ୍କ ପାଖକୁ ଯାଆନ୍ତୁ ଆଉ ଏହାକୁ ମଞ୍ଜୁରୀ ମିଳିବ କି ନାହିଁ ତାହା ଜଣାପଡ଼ିବ ।
ସବୁ ଦସ୍ତାବିତ ଯଦି ଠିକ୍ ହୁଏ ତାହେଲେ ରାସନ୍ କାର୍ଡ ମିଳିଯିବ ନହେଲେ ଏହା ଖାରଜ ହୋଇଯିବ । ରାସନ୍ କାର୍ଡ ସହ ଆଧାର କାର୍ଡ ଯୋଡ଼ା ଯାଉଛି । ଆଉ ଏବେ ପ୍ରାୟ ୮୫ ଭାଗ ଯୋଡା ସାରିଲାଣି ଆଉ ଅଳ୍ପଦିନରେ ସବୁ ସରିଯିବ ।

Advertisement