Updated: May 4, 2024, 08:33 IST

ଯୁବକ ଜଣକ ରାତି ରେ ଖାଇ ପି ଶୋଇଥିଲା...ସକାଳୁ ଉଠି ଦେଖିଲା ଆକାଉଣ୍ଟରେ ଜମା ହେଇଚି ୧ କୋଟି..

Hh

ନମସ୍କାର ପାଠକ ବନ୍ଧୁ।ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ଡ୍ରିମ୍ ଇଲେଭେନ୍ ଆପ ବିଷୟ ରେ ଭଲ ଭାବେ ଜାଣି ଥିବେ।ଏଥିରେ ଅନେକ ଯୁବକ ମାନେ ଖେଳି ରାତାରାତି କରୋଡପତି ହୋଇ ଯାଉଛନ୍ତି।
ଏହି ଆପ ରେ ଆପଣ ମାନେ କ୍ରିକେଟ ଟିମ୍ ତିଆରି କରିବେ।କିଏ କେମିତି ଖେଳିବେ ତାହା ଅନୁମାନ କରି କହିବେ।ଏବଂ ଯଦି ଆପଣ ଙ୍କ ର ସବୁ ଠିକ୍ ହୋଇ ଥାଏ।ତେବେ ଆପଣ ସଙ୍ଗେ ସଙ୍ଗେ ଜିତି ଯିବେ।ରାତାରାତି କୋଟିପତି ହୋଇ ଯିବେ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ତାହା ସତ।
Yh
ସୂଚନା ଅନୁସାରେ ବବଲୁ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଙ୍କ ଘର ହେଉଚି କାଟାହର।ଯିଏ କି ପ୍ରଥମେ ଜାଣି ନ ଥିଲେ ଏହି ଖେଳ କେମିତି ଖେଳା ଯାଏ।ସେ ନିଜ ଭିଣୋଇ ଙ୍କ ଠାରୁ ପ୍ରଥମେ ଏହି ଖେଳ ଶିଖି ଥିଲେ।
ଏହା ପରେ ନିଜେ ଅନେକ ଚେଷ୍ଟା କଲେ ଏହି ଖେଳ କୁ ଖେଳିବା ପାଇଁ ପ୍ରତ୍ୟେକ ଥର ଏଥିରେ ସେ ହାରି ଯାଉ ଥିଲେ।ଏହା ପରେ ଦିନେ ଡ୍ରିମ୍ ଇଲେଭେନ ରେ ଟିମ୍ ତିଆରି କଲେ।ଏଥିରେ ସେ ଧୋନି ଙ୍କ ପାଇଁ ପ୍ରଥମେ ଜିତି ଯାଇ ଥିଲେ।
Hh
ଏହା ପରେ ସେ ପୁଣି କିଛି ଦିନ ପରେ ଜିତି ଗଲେ।ଯାହାକି ତାଙ୍କୁ କୋଟି ପତି କରି ଦେଲା।ଏବେ ସେ ନିଜ ନାମ ରେ ଗୋଟିଏ ଜମି କିଣିଛନ୍ତି।ନିଜ ଟଙ୍କା ରେ ଘର କରିଛନ୍ତି।
ଏବେ ସେ ବହୁତ ଟଙ୍କା ର ମାଲିକ।ଯେ କେହି ଏହି ଟଙ୍କା ବିଷୟ ରେ ଶୁଣିଛି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଉଛି।ଏପରି ସେ କେମିତି ଖେଳି ଏତେ ଟଙ୍କା ରୋଜଗାର କଲେ ବୋଲି ସମସ୍ତଙ୍କ ମନ ରେ ପ୍ରଶ୍ନ ରହିଛି।ଏଥିରେ ସେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ।
ତାଙ୍କ ଭାଗ୍ୟ ତାଙ୍କ ସାଥ ଦେଇ ଥିଲା।ଯାହା ଦ୍ଵାରା ଆଜି କୋଟି କୋଟି ଟଙ୍କା ର ମାଲିକ।ନିଜର ସବୁ ସ୍ବପ୍ନ କୁ ସେ ଆଜି ପୂରଣ କରିଛନ୍ତି।ଡ୍ରିମ୍ ଇଲେଭେନ ଆଜି ତାଙ୍କୁ ନୂଆ ପରିଚୟ ଦେଇଚି।ସାରା ଦେଶ ରେ ଏବେ ସେ ପରିଚିତ।ଯାହାକୁ ନେଇ ସେ ବହୁତ ଖୁସି ଅଛନ୍ତି।

Advertisement