Apr 25, 2024, 08:25 IST

ରାଣୀ ଙ୍କ ବିଶାଳ ହୃଦୟ..ର-କ୍ତା-କ୍ତ ଛାତ୍ରୀ ଙ୍କୁ ନିଜେ ଆଣିଲେ ମେଡିକାଲ୍

Bh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଭଲ ଭାବେ ଜାଣି ଥିବେ।ଆପଣ ମାନେ ଜାଣି ଥିବେ ସବୁବେଳେ ଅନ୍ୟ ର ସୁଖ ଦୁଃଖ ରେ ସେ ଥାଆନ୍ତି।
ଆଜି ସେ ପୁଣି ଥରେ ଜଣେ ଗରିବ ଲୋକ ର ସେବା କରି ନିଜକୁ ପରିଚିତ କରାଇ ଅଛନ୍ତି।ଯେଉଁ ସମାଜ ତାଙ୍କୁ ଦିନେ ଖରାପ ବୋଲି କହି ବୁଲୁ ଥିଲା।ଆଜି ସେହି ସମାଜ ତାଙ୍କୁ ଭଲ ମଣିଷ ରୂପେ ପରିଚିତ କରାଇଛି।ତେବେ ଆଜି ଆମେ ସେହି ରାଣୀ ପଣ୍ଡା ଙ୍କ ବିଷୟ ରେ କହିବାକୁ ଯାଉଛୁ।
Hh
ଗତ କାଲି ରାଣୀ ପଣ୍ଡା ଗୋଟିଏ କାର୍ଯ୍ୟକ୍ରମ ଯାଉ ଥିବା ବେଳେ ରାସ୍ତା ରେ ଗୋଟିଏ ଦୁ-ର୍ଘ-ଟ-ଣା କୁ ଦେଖିଲେ।ସେଠାରେ ଦୁଇଟି ସ୍କୁଲ ଯାଉ ଥିବା ଝିଅ ଗାଡ଼ି ଦୁ-ର୍ଘ-ଟ-ଣା ର ଶିକାର ହୋଇ ଛନ୍ତି।ଏହାକୁ ଦେଖି ସେ ସହି ପାରି ନ ଥିଲେ।
ସେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ନିଜ କାର ରେ ବସାଇ ମେଡିକାଲ ନେଇ ଯାଇ ଥିଲେ।ଏହା ପରେ ସେମାନଙ୍କ ପରିବାର କୁ ଖବର ଦେଇ ଥିଲେ।ଖବର ପାଇ ଅନେକ ସମୟ ପରେ ସେମାନଙ୍କ ପରିବାର ଲୋକ ଆସି ଥିଲେ।
ଏହା ପରେ ସେ ଏକ ଦୋକାନ କୁ ଆସି ଥିଲେ।ତାଙ୍କ ଗାଡ଼ି ସାରା ରକ୍ତ ରେ ଭିଜି ଯାଇଛି।ଆଜି ପୁଣି ଥରେ ଦୁଇ ସ୍କୁଲ୍ ପଢୁଆ ଝିଅ ଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।ଯାହାକୁ ନେଇ ତାଙ୍କୁ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hh
ସେହି ବାପା ମା ଙ୍କ ଭଲ ପାଇବା ରାଣୀ ଙ୍କ ପାଖରେ ସବୁବେଳେ ରହି ଥିବ।ସତରେ ସେ ଆଜି ସମସ୍ତଙ୍କ ଜୀବନ ରେ ରାଣୀ ହୋଇ ରହି ଯାଇଛନ୍ତି।ସାରା ଓଡ଼ିଶା ବାସୀ ଆଜି ତାଙ୍କୁ ଖୁବ୍ ଭଲ ପାଉଛନ୍ତି।
ତେବେ ସେହି ପିଲା ଦୁଇ ଟି କୁ ବଞ୍ଚାଇବା କୁ ଯାଇ ନିଜ କାମ ତାଙ୍କର ବିଳମ୍ବ ହୋଇ ଯାଇଥିଲା।କିନ୍ତୁ ସେଥିରେ ସେ ଚିନ୍ତା କରି ନ ଥିଲେ।ତାଙ୍କ ପାଇଁ ଆଜି ପୁଣି ଥରେ ଦୁଇ ଟି ଜୀବନ ବଞ୍ଚି ଯାଇଚି।ଏଥିପାଇଁ ସେ ବହୁତ ଖୁସି ଅଛନ୍ତି।
ତେବେ ଏ ନେଇ ଏବେ ତାଙ୍କୁ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଲୋକ ମାନଙ୍କ ଦୁଃଖ ସୁଖ ରେ ସେ ସବୁବେଳେ ଠିଆ ହୁଅନ୍ତି।ଆଜି ସେ ସାରା ରାଜ୍ୟ ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।

Advertisement