May 2, 2024, 09:20 IST

ମୂଖ୍ୟମନ୍ତ୍ରୀ ଙ୍କ ପାଖରେ ଏତେ ଟଙ୍କା ଅଛି ଯେ ଅମ୍ବାନୀ ବି ଜାଣିଲେ ଲାଜେଇ ଯିବ..

Kk

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭଲ ଭାବେ ଜାଣି ଥିବେ।ଆଜି ଆମେ ତାଙ୍କରି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ତେବେ ଆପଣ ମାନେ ଜାଣି ଛନି କି ତାଙ୍କ ପାଖରେ ଆଜି କେତେ ଟଙ୍କା ଅଛି।
ବର୍ତ୍ତମାନ ସମୟ ରେ ସେ କେତେ ସମ୍ପତି ର ମାଲିକ।ତେବେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ ସତ୍ୟପାଠ ରେ ସେ ନିଜ ସମ୍ପତି ବିଷୟ ରେ ଉଲ୍ଲେଖ କରିଛନ୍ତି।
Jj
ସୂଚନା ଅନୁସାରେ ଏବେ ବିଜୁ ଜନତା ଦଳ ନିର୍ବାଚନ ରେ ବିଜୟ ହାସଲ କରିବା ପାଇଁ ଜୋର୍ ସୋର ରେ ଲାଗି ପଡ଼ିଛି।ବିଭିନ୍ନ ସ୍ଥାନ କୁ ଯାଇ ନିଜ ଦଳ ବିଷୟ ରେ କହି ବୁଲୁଛନ୍ତି।ତେବେ ନିକଟ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସତ୍ୟ ପାଠ କରିଛନ୍ତି।
ନିଜ ପାଖରେ ଥିବା ସମ୍ପତି ର ଏକ ବିବରଣୀ ଦେଇଛନ୍ତି।ଯେଉଁ ଥିରେ ସେ ନିଜେ ଲେଖିଛନ୍ତି କି ତାଙ୍କ ପାଖରେ ଏବେ ୭୧ ହଜାର ଟଙ୍କା ରହିଛି। କ୍ୟାଶ ତାଙ୍କ ପାଖରେ ୧୪ ହଜାର ରହିଛି।
ସେହି ପରି ଗୋଟିଏ ବ୍ୟାଙ୍କ ରେ ୩୦ ହଜାର ରହିଛି।ଓ।ହିଞ୍ଜିଳି ବ୍ୟାଙ୍କ ରେ ୩୦ହଜାର ରହିଛି।ଏହି ଟଙ୍କା କୁ ସେ କେବଳ ନିର୍ବାଚନ ପାଇଁ ଖର୍ଚ୍ଚ କରିବେ।ନିଜ ଦଳ ର ବିଜୟ ପାଇଁ ସେ ଏହି ଟଙ୍କା କୁ କାମ ରେ ଲଗାଇବେ।
Hh
ଏବେ ତାଙ୍କ ପାଖରେ ୫୭ କୋଟି ଟଙ୍କା ର ସମ୍ପତି ରହିଛି।ବିଭିନ୍ନ ବ୍ୟାଙ୍କ ରେ ତାଙ୍କର ଡିପୋଜିଟ ଓ ଫିକ୍ସ ଆକାଉଣ୍ଟ ରହୁଚି।ତେବେ ଏହା କେବଳ ସେ ନିର୍ବାଚନ ରେ ଖର୍ଚ୍ଚ କରିବେ ବୋଲି ସୂଚନା ରହିଛି।
ନବୀନ ନିବାସ ସ୍ଥିତ ଘର ଓ ଜମି ର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା।ଗତ କାଲି ନବୀନ ପଟ୍ଟନାୟକ ହିଞ୍ଜିଳି ରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ।ସେ ପ୍ରଥମେ ମାଆ ତାରା ତାରିଣୀ ମନ୍ଦିର ଯାଇ ଥିଲେ।
ଏହା ପରେ ସେ ନିର୍ବାଚନ ଅଫିସ କୁ ଯାଇ ଥିଲେ।ସେଠାରେ ଲୋକ ମାନଙ୍କ ସହିତ ସାକ୍ଷାତ କରି ଥିଲେ।ଏହି ଆସନ ରୁ ସେ ଲଗାତାର ଷଷ୍ଠ ଥର ପାଇଁ ବିଜୟ ହାସଲ କରିବେ ବୋଲି ଆଶା କରା ଯାଉଚି।

Advertisement