Mar 16, 2024, 09:49 IST

ପୋଷ୍ଟ ଅଫିସ ଆଣିଛି ଧମାକେଦାର ଅଫର..ଏଣିକି ବୟସ୍କ ଙ୍କୁ ମାସକୁ ମିଳିବ ଲକ୍ଷ ଲକ୍ଷ ଟଙ୍କା

Bh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଯୋଜନା।ମିଳିବ ୨୦ ହଜାର ରୁ ଅଧିକ ଟଙ୍କା।ମାସିକ ରୋଜଗାର ଦେବ ପୋଷ୍ଟ ଅଫିସ।ଆପଣ ମାନେ ଯେ କୌଣସି ବୟସ ରେ ବିନିଯୋଗ ଆରମ୍ଭ କରି ପାରିବେ।
ସେହିପରି କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଅବସର ବୟସରେ କିମ୍ବା ୬୦ ବର୍ଷ ରୁ ଅଧିକ ବୟସରେ ବିନିଯୋଗ କରିବାକୁ ଚାହାଁନ୍ତି।ତେଣୁ ଆପଣ ମାନଙ୍କ ପାଇଁ ଡାକ ବିଭାଗ ଦ୍ବାରା ପରିଚାଳିତ ଏକ ସିନିୟର୍ ଇନ୍ଭେଷ୍ଟମେଣ୍ଟ ସ୍କିମ ରହିଛି।
Hh
ଏହା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଭଲ ଯୋଜନା ଅଟେ।ଏହି ପରି ଏକ ଯୋଜନା ର ନାମ ହେଉଛି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା।ବରିଷ୍ଠ ନାଗରିକ ଙ୍କ ପାଇଁ ଡାକଘର ର ଏହି ଯୋଜନା ଚଳାଉଛି।
ସରକାରଙ୍କ ଦ୍ଵାରା ସଙ୍ଗଠିତ ଡାକଘର କ୍ଷୁଦ୍ର ସଞ୍ଚୟ ଯୋଜନା ରେ ଟଙ୍କା ବିନିଯୋଗ କରି ଆପଣ ମାନଙ୍କ ଟଙ୍କା ସୁରକ୍ଷିତ ରହିଥାଏ।ଏବଂ ଅଧିକ ସୁଧ ହାର ରେ ରୋଜଗାର ମଧ୍ୟ ପାଇବେ।ଯଦି ଆପଣ ମାନେ ଜଣେ ବରିଷ୍ଠ ନାଗରିକ ତେବେ ପୋଷ୍ଟ ଅଫିସ ସିନିୟର୍ ନାଗରିକ ସଞ୍ଚୟ ଯୋଜନା ରେ ଟଙ୍କା ବିନିଯୋଗ କରି ପ୍ରତି ମାସ ରେ ଆୟର ଉତ୍ସ ସୃଷ୍ଟି କରି ପାରିବେ।
Gh
ପୋଷ୍ଟ ଅଫିସ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଆପଣ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବିନିଯୋଗ ଆରମ୍ଭ କରି ପାରିବେ।ଏଠାରେ ସର୍ବାଧିକ ୩୦ ଲକ୍ଷ ଟଙ୍କା ବିନିଯୋଗ କରି ପାରିବେ। ଯଦି ଜଣେ ବରିଷ୍ଠ ନାଗରିକ ବିନିଯୋଗ କରନ୍ତି ତେବେ ଆପଣ ଧାରା ୮୦ ସି ଅଧୀନରେ ଛାଡ଼ ପାଇବେ।
ବର୍ତମାନ ସରକାର ଏହି ଯୋଜନା ରେ ୮.୨ ପ୍ରତିଶତ ହାରରେ ସୁଧ ଦେଉଛନ୍ତି।ଏଥିରେ ପ୍ରତି ତିନି ମାସ ରେ ସୁଧ ଟଙ୍କା ମିଳିଥାଏ।ତେଣୁ ପ୍ରତି ବର୍ଷ ଏପ୍ରିଲ ଜୁଲାଇ,ଅକ୍ଟୋବର ଏବଂ ଜାନୁଆରୀ ର ପ୍ରଥମ ଦିନରେ ସମାନ ସୁଧ ମିଳିଯାଏ।ଏହି ଖବରଟି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement