Apr 24, 2024, 19:55 IST

ପାତାଳକୁ ଫିଟିଲା ରାସ୍ତା !! ଦେଖନ୍ତୁ ଆରମ୍ଭ ହେଲା ସତ୍ୟଯୁଗର ସମୟ ମିଳିଲା ସଫା ସଫା ପ୍ରମାଣ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ବିଷୟରେ ସୂଚନା ପାଇ ପାରୁଛନ୍ତି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ କଳିଯୁଗ ଶେଷ ହୋଇ ଆସୁଥିବା ଖବର ଜାଣି ପାରିବେ । ମାଳିକାରେ ଅନେକ କଥା ଲେଖା ହୋଇଛି ଆଉ ଏହି କଥା ସତ୍ୟ ହେବାକୁ ଯାଉଛି । ଦିନେ ନା ଦିନେ ମାଳିକାରେ ଲେଖା ହୋଇଥିବା କଥା ସତ ହେବ । 
Bb
ଏବେ କଳିଯୁଗର ସମୟ ସରି ସରି ଆସିଲାଣି । ଅନେକ ଘଟଣା, ଦୁର୍ଘଟଣା ଘଟୁଛି । କଳିଯୁଗ ସରି ସରି ଆସିଲାଣି ଅନେକ ପାପୀମାନଙ୍କର ଧ୍ଵଂସ ହେବ । ଅନେକ କିଛି ଘଟଣା ଘଟିବ । ଏବେ ଏକ ଘଟଣା ଆସିଛି ଯାହା ଦେଖିଲେ ମନରେ ପ୍ରଶ୍ନ ଆସୁଛି କି ସତ ହେଲା କି ମାଳିକା କଥା ?
ଆରମ୍ଭ ହୋଇଗଲା କଳିଯୁଗର ଅନ୍ତ । କଳି କାଳ ସରି ଆସିଲାଣି ଆଉ ଆପେ ଆପେ ପାତାଳକୁ ଖୋଲି ଗଲାଣି ରାସ୍ତା ବୋଲି ଖବର ଆସିଛି । ମାଳିକାରେ ଲେଖା ଥିବା ପ୍ରତିଟି କଥା ଅକ୍ଷରେ ଅକ୍ଷରେ ସତ ହେବାକୁ ଲାଗିଛି । 
ପାପୀଙ୍କ ପାଇଁ ଖୋଲିଛି ପାତାଳକୁ ରାସ୍ତା । ଯେଉଁ କାରଣ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି । କେବଳ ଭାରତ କି ରାଜ୍ୟ ନୁହେଁ ବରଂ ଅନ୍ୟ ଦେଶ ମାନଙ୍କରେ କଳିଯୁଗ ଶେଷ ହେବାର କିଛି ଝଲକ ଦେଖିବାକୁ ମିଳିଛି ।
Bh
ଯାହା ମଣିଷ ଦ୍ଵାରା ସମ୍ଭବ ନୁହେଁ ତାହା ପ୍ରକୃତି କରୁଛି । ଏବେ ଏଭଳି କିଛି ଝଲକ ଦେଖିବାକୁ ମିଳିଛି ରାଜସ୍ଥାନ ରାଜ୍ୟରେ । ରାଜସ୍ଥାନର ବିକଚଳ ଜିଲ୍ଲାରେ ବିଗତ ଦିନରେ ପ୍ରାୟ ୧୭ ଫୁଟ ତଳକୁ ମାଟି ଧସେଇ ହୋଇ ଯାଇଛି । ଯାହା ଫଳରେ ବିରାଟ ଖାଇ ସୃଷ୍ଟି ହୋଇଛି । 
ସ୍ଥାନୀୟ ଗାଁ ଲୋକଙ୍କ ମନରେ ଛନକା ପଶିଛି । ସମସ୍ତେ କହୁଛନ୍ତି ଏହି ଗାତ ଭିତରେ ଦାନବ ରହୁଛନ୍ତି । ଆଉ ସେଠାକୁ ଏହି ଖବର ଜାଣିବା ପରେ କେହି ଯାଉ ନାହାନ୍ତି । ସେଠାରେ ଏବେ ରିସର୍ଚ୍ଚ ଚାଲିଛି । ଆଉ ଅନେକ ଲୋକ ଏବେ ଅନେକ ପ୍ରକାରର କଥା କହୁଛନ୍ତି ।
କେହି କେହି କହୁଛନ୍ତି କାଲ ଯୁଗ ଅନ୍ତର ଏହା ସମୟ ଆଉ ଏହା ଆରମ୍ଭ ବୋଲି ଜଣାପଡିଛି । ଆଗକୁ ଆହୁରି ଅନେକ କିଛି ଘଟଣା ଘଟିବ । ଜୋଲୋଜି ବିଶେଷଜ୍ଞ କହିଛନ୍ତି ଏହା ପୂର୍ବରୁ ୱାଟର ଲକିଂ ଥିଲା ଆଉ ସେଥିପାଇଁ ବୋଧେ ଧସେଇ ହୋଇ ଯାଇଛି । ଏଭଳି ଅନେକ କଥା ଏବେ ଶୁଣିବାକୁ ମିଳୁଛି ।

Advertisement