Apr 20, 2024, 18:44 IST

ଖୁସି ଖବର ଏହିସବୁ ଜିଲ୍ଲାକୁ ମିଳିବ ଖରା ଦାଉରୁ ରକ୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ଯୁଗରେ ଘଟୁଥିବା ଘଟଣା ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସୁଥିବା ଖବର ସମ୍ପର୍କରେ ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
ଏବେ ପାଣିପାଗକୁ ନେଇ ଆସିଥିବା ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ତ ସାରା ରାଜ୍ୟରେ ପ୍ରଗଲ ଖରା ଅନୁଭୂତ ହେଉଥିବ । ଆଉ ଏହି ଖରାରେ ଲୋକମାନେ ଡହଳ ବିକଳ ହେବା ସହ ଜୀବଜନ୍ତୁ ମଧ୍ୟ ଅନେକ ହଇରାଣ ହେଉଛନ୍ତି । 
Bh
ଗ୍ରୀଷ୍ମର ପ୍ରବାହ ଅଧିକ ଦେଖିବାକୁ ମିଳିଛି । ଏବେ ଏହି ଖରାରୁ ଆଶ୍ୱସ୍ତି ମିଳିବ । ପ୍ରଚଣ୍ଡ ତାତି ଆଉ ଅସହ୍ୟ ଖରାରୁ ମିଳିବ ତ୍ରାହି । ବର୍ଷା ହେବାର ସମ୍ଭାବନା ରହିଛି । ଆଗକୁ ମାଡି ଆସୁଛି ବର୍ଷା । ଘଡଘଡି ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଗୁଳୁଗୁଳି ଠାରୁ ମିଳିବ ତ୍ରାହି । ଲଗାତାର ଦୁଇଦିନ ବର୍ଷା ହେବ ବୋଲି ଖବର ମିଳିଛି । ଏବେ ଅସହ୍ୟ ତାତି ଆଉ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ଚାରିଆଡେ ପ୍ରବଳ ଖରା ପାଇଁ ଅନେକ ହଇରାଣ ହେଉଛନ୍ତି ଲୋକମାନେ । 
ଆସନ୍ତା ୨୧ ଏବଂ ୨୨ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବ ବୋଲି ସୂଚନା ମିଳିଛି । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Hh
୨୧ ଏବଂ ୨୨ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ଆଉ ପବନ ହେବାର ସମ୍ଭାବନା ରହିଛି । ଦିନର ତାପମାତ୍ରା ଦୁଇ ରୁ ତିନି ଡିଗ୍ରୀ ଖସିବାର ପୂର୍ବାନୁମାନ କରାଯାଇଛି । 
୨୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା କମିବ ନାହିଁ । ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେହିଭଳି କାଳବୈଶାଖୀ ଆସିବା ପରେ ବର୍ଷା ପ୍ରଭାବରେ ତାପମାତ୍ରା ଟିକେ ହ୍ରାସ ପାଇବ ବୋଲି ସୂଚନା ମିଳିଛି।
କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାୟୁମଣ୍ଡଳର ଉପରି ଭାଗରେ ନିମ୍ନ ତାପମାତ୍ରା ସୃଷ୍ଟି ହେବା ଯୋଗୁଁ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ଏହାକୁ ନେଇ ସମ୍ପୂର୍ଣ୍ଣ ଖବର ଆପଣମାନେ ପାଇପାରିଲେ ।

Advertisement