Apr 15, 2024, 11:13 IST

ଏହେ ମୁଖ୍ୟମନ୍ତ୍ରୀ ଙ୍କୁ ବି ଛାଡ଼ିଲେନି ଜନ‌ତା..ଧନାଧନ 6 ଟେକା ମା-ରି ମୁଣ୍ଡ ଫଟେଇ ଦେଲେ..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ମୁଖ୍ୟମନ୍ତ୍ରୀ ଜଗମୋହନ ଙ୍କୁ ପଥର ମାଡ଼ ହେଇଥିବା ନେଇ ବଡ଼ ଖବର ଆସିଛି। ପ୍ରଚାର ସମୟରେ ଲୋକେ ତାଙ୍କ ଉପରକୁ ପଥର ପକାଇଲେ।
ତାଙ୍କର କପାଳ ଫାଟି ଯିବା ସହ ଅଳ୍ପକେ ତାଙ୍କର ଆଖି ବର୍ତ୍ତି ଯାଇଥିବା ଜଣା ପଡ଼ିଛି। ହେଲେ ସେ ତାଙ୍କର ପ୍ରଚାର ମଇଦାନ ଛାଡ଼ିଲେ ନାହିଁ। ମୁଣ୍ଡରୁ ତାଙ୍କର ର-କ୍ତ ଝରୁଥିଲା ହେଲେ ସେ ହସି ହସି ଲୋକଙ୍କୁ ଭେଟିବା ରେ ଲାଗି ପଡ଼ିଥିଲେ।
Kk
ନିର୍ବାଚନୀ ପ୍ରଚାର ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କୁ ହୋଇଛି ପଥର ମାଡ। ତାଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତ ମାନେ ପଥର ଫୋପାଡି ଛନ୍ତି। ଏହା ଦ୍ବାରା ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲେ ଯାହା ଦ୍ବାରା ସେ ଗୁରୁତର ହୋଇ ପଡ଼ିଥିଲେ।
ଶନିବାର ଦିନ ବିଜୟୱାଡା ଠାରେ ୱାଇଏସର କଂଗେସ ର ନିର୍ବାଚନୀ ପ୍ରଚାର ଚାଲିଥିଲା। ଏହି ରାଲି ରେ ଜଗମୋହନ ରେଡ୍ଡୀ ଙ୍କ ସହ ବିଧାୟକ ମାନେ ମଧ୍ୟ ସାମିଲ ଥିଲେ।
ସତନ୍ତ୍ର ବସ୍ ରେ ବସି ସେ ଲୋକ ମାନଙ୍କୁ ମଧ୍ୟ ଅଭିବାଦନ ଜଣାଉ ଥିଲେ। ଜଗନ୍ ଙ୍କ ବସ୍ ବିବେକାନନ୍ଦ ସ୍କୁଲ୍ ଛକ ପାଖରେ ହିଁ ଥିଲା। ସେତେବେଳେ ତାଙ୍କର ସମର୍ଥକ ମାନେ ବିଶାଳ ଫୁଲମାଳ ଏକ ଜେଶିବି ସାହାଯ୍ୟରେ ପିନ୍ଧାଉ ଥିଲେ।
Jk
ହେଲେ ଏତିକି ସମୟରେ ଜଣେ ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ପଥର ମାଡ଼ କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ କପାଳ ଫାଟି ଯାଇଥିବା ବେଳେ ପାଖରେ ଛିଡ଼ା ହୋଇଥିବା ମନ୍ତ୍ରୀ ଙ୍କ ଆଖିରେ ଆଘାତ ଲାଗିଥିଲା।
ତାଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ବସ ରେ ସଙ୍ଗେ ସଙ୍ଗେ ଡ଼ାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ। ଏହାପରେ ତାଙ୍କର କପାଳରେ ଷ୍ଟିଚ କରାଯାଇଥିବା ସୁଚନା ମିଳିଛି।
ସେପଟେ ଆଖିରେ ଆଘାତ ଲାଗିଥିବା ମନ୍ତ୍ରୀ ଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି। ମୁଣ୍ଡରେ ଆଘାତ ଲାଗିଥିଲେ ସୁଦ୍ଧା ଜଗମୋହନ ରେଡ୍ଡୀ ନିଜର ପ୍ରଚାର ମଇଦାନ ଛାଡ଼ି ନଥିଲେ। ଆଉ ଏହା ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି।

Advertisement