May 6, 2024, 09:22 IST

ସେ ଟୋକି ଝିଅ ରୁ ପୁଅ ହେଇଥିଲା... ଶେଷରେ ମୋ ଝିଅ କୁ ଏମିତି କରିଦେଲା

Yh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଛନ୍ତି କି ଗୋଟିଏ ଝିଅ ପାଇଁ ଚାଲି ଯାଇଚି ଅନ୍ୟ ଜଣେ ଝିଅ ର ଜୀବନ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ତାହା ସତ। ସିରିଏଲ୍ ରେ ହିରୋଇନ୍ ହେବାର ସ୍ବପ୍ନ ଦେଖିଥିବା ଝିଅ ଟି ର ସବୁ ସ୍ବପ୍ନ ଆଜି ଭାଙ୍ଗି ଯାଇଛି।
ସବୁଦିନ ପାଇଁ ସେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି।ଏହି ଘଟଣା ଟି ଦେଖିବାକୁ ମିଳିଚି ଭୁବନେଶ୍ୱର ର ଭରତପୂର୍ ଥାନା ଅଞ୍ଚଳ ରେ।ସେଠାରେ ଗତ କାଲି ଜଣେ ଝିଅ ର ମୃତ ଦେହ ମିଳିଚି।
Bh
ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ବିଷ୍ଣୁପ୍ରିୟା ନାମକ ଝିଅ ଟି ଫିଲ୍ମ ରେ ଅଭିନୟ କରିବା ପାଇଁ ଘରୁ ଗୋଡ କାଢି ଥିଲା।ଅନେକ ଥର ଅଡିସନ୍ ରୁ କଟି ଯାଇ ଥିଲେ।
ହେଲେ ତଥାପି।ସେ ପରିଶ୍ରମ କରୁଥିଲେ।ଏହି ସମୟ ରେ ତାଙ୍କ ଜୀବନ କୁ ଆସି ଥିଲେ ସସ୍ମିତା।ଯିଏ କି ସବୁବେଳେ ପୁଅ ବେଶ ରେ ରହୁଥିଲେ।ପୁଅ ଙ୍କ ଭଳି ତାଙ୍କ ବ୍ୟବହାର ଥିଲା।ସେଥିପାଇଁ ବିଷ୍ଣୁପ୍ରିୟା ଙ୍କ ମା ମନା କରି ଥିଲେ ତାଙ୍କ ସହିତ ମିଶିବା ପାଇଁ।
ତେବେ ତାଙ୍କ କଥା କୁ ଶୁଣି ନ ଥିଲେ ବିଷ୍ଣୁପ୍ରିୟା।ସେ ସସ୍ମିତା ଙ୍କ ସହିତ ମିଶି ଥିଲେ।ଘଟଣା ଦିନ ବିଷ୍ଣୁପ୍ରିୟା ନିଜ ଘର କୁ ଚାଲି ଆସି ଥିଲେ।ହେଲେ ସସ୍ମିତା ତାଙ୍କ ସହିତ ଝଗଡ଼ା କରିଥିଲେ।ଓ ଭଡ଼ା ଘର କୁ ଆସିବା ପାଇଁ ବାଧ୍ୟ କରି ଥିଲେ।
Hh
ଏହା ପରେ ତାଙ୍କ କଥା ଶୁଣି ବିଷ୍ଣୁପ୍ରିୟା ଚାଲି ଆସି ଥିଲେ।କିଛି ସମୟ ପରେ ତାଙ୍କ ଘର କୁ ଖବର ଆସି ଥିଲେ ବିଷ୍ଣୁପ୍ରିୟା ଆଉ ନାହାଁନ୍ତି।ଏ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଘଟଣା ସ୍ଥଳ ରୁ ସସ୍ମିତା ଫେରାର ଥିଲେ।
ବିଷ୍ଣୁପ୍ରିୟା ଙ୍କ ପରିବାର ଲୋକେ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ସସ୍ମିତା ହିଁ ତାଙ୍କ ଝିଅ କୁ ମାରି ଦେଇଛି।ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯିବା ଉଚିତ।
ଏଭଳି ଝିଅ ଜଲଦି ଗିରଫ କରା ଯାଉ ବୋଲି ବିଷ୍ଣୁପ୍ରିୟା ଙ୍କ ମା କହିଛନ୍ତି।ତେବେ ଏହି କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement