Dec 5, 2023, 23:00 IST

ଥରେ ଯଦି ସେ ପୁଅ ବୁଲି ଅନେଇ ଥାଆନ୍ତା , ତାହାଲେ ଆଜି ଏଇ ଝିଅ ର ଜୀବନ ଯାଇ ନ ଥାନ୍ତା..

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସତ ପ୍ରେମ ମିଳିବା ବହୁତ କଷ୍ଟ।ଆଜିର ଯୁବପିଢି ପ୍ରେମ ର ମୂଲ୍ୟ ବୁଝି ନାହାନ୍ତି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special Report
ଗତ ରବିବାର ଦିନ ଏସ ଏସ ବି ପରୀକ୍ଷା ଦେବାକୁ ସସ୍ମିତା ଓ ତାଙ୍କ ପୁରୁଷ ବନ୍ଧୁ ରୁପେଶ ଭୁବନେଶ୍ୱର କୁ ଆସି ଥିଲେ।ପରୀକ୍ଷା ସରିବା ପରେ ସେମାନେ କଟକ ବାଲିଯାତ୍ରା ଦେଖିବା ପାଇଁ ଯାଉ ଥିଲେ।ହେଲେ ରାସ୍ତା ରେ ଗାଡ଼ି ଟି ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା।
ସସ୍ମିତା ଗାଡ଼ି ରୁ ଖସି ପଡ଼ିବା ପରେ ରୂପେଶ ତାଙ୍କୁ ଛାଡି ଚାଲି ଯାଇଥିଲେ।ଯଦି ସେ ସେତିକି ବେଳେ ଥରେ ପଛକୁ ଚାହିଁ ଥାଆନ୍ତେ ତେବେ ଆଜି ସସ୍ମିତା ଙ୍କ ଜୀବନ ବଞ୍ଚି ଯାଇଥାନ୍ତା।ସସ୍ମିତା ନିଜ ପରିବାର କୁ ନ ଜଣାଇ ରୁପେଶ୍ ଙ୍କ ସହିତ ଚାଲି ଆସିଥିଲେ।
କେତେ ସ୍ବପ୍ନ ନେଇ ସେ ରୁପେସ ଙ୍କୁ ପ୍ରେମ କରୁଥିଲେ।ହେଲେ ଆଜି ତାଙ୍କ ବିଶ୍ଵାସ କୁ ରୁପେଷ ଭାଙ୍ଗି ଦେଇଛନ୍ତି।ମୃ-ତ୍ୟୁ ପରେ ସସ୍ମିତା ବୁଝି ପାରୁ ଥିବେ ସେ କେତେ ବଡ ଭୁଲ କରିଛନ୍ତି।
Special Report
ରପେଶ ଙ୍କୁ ତାଙ୍କ ଜୀବନ ସାଥି ବାଛି ସେ ବହୁତ ବଡ ଭୁଲ କରି ଛନ୍ତି।କୁହା ଯାଉ ଅଛି ଯେ ରୂପେଶ୍ ବାଲିଯାତ୍ରା କୁ ସସ୍ମିତା ଙ୍କୁ ନେଇ ଯାଉ ଥିଲେ।ସେ ଗଲା ବେଳେ ଗାଡ଼ି ବହୁତ ଜୋର୍ ରେ ଚଳାଇ ଥିଲେ।
ସସ୍ମିତା ତାଙ୍କୁ ମନା କରିଥିଲେ ତମେ ଏତେ ଜୋର୍ ରେ ଗାଡ଼ି ଚଲାଅନି।ମୁଁ ହେଲମେଟ ପିନ୍ଧି ନାହିଁ ।ଏ କଥାକୁ ରୂପେସ ଶୁଣି ନ ଥିଲେ।ଏହା ପରେ ଗାଡ଼ି ରୁ ଖସି ଯାଇଥିଲେ ସସ୍ମିତା।
ସେ ପଡ଼ି ଯିବା ପରେ ରୁପେଷ୍ ଙ୍କୁ ବହୁତ ଡାକି ଛନ୍ତି।ହେଲେ ରୂପେଷ ତାଙ୍କ କଥା କୁ ଖାତିର ନ କରି ସେ ସ୍ଥାନ ଛାଡି ଚାଲି ଗଲେ।କିଛି ଲୋକ ସସ୍ମିତା ଙ୍କୁ ଉଦ୍ଧାର କରି ଥିଲେ।ହେଲେ ଘଟଣା ସ୍ଥଳ ରେ ସସ୍ମିତା ଙ୍କ ମୃ-ତ୍ୟୁ ଘଟିଛି।ଏବେ ତାଙ୍କ ପରିବାର କୁ ଶବ ବ୍ୟବଚ୍ଛେଦ କରା ଯାଇଛି।

Advertisement