Jan 28, 2024, 08:32 IST

ଦେଖନ୍ତୁ ଏମିତି କଣ ହେଲା ଯେ ଥାନାକୁ ଗଲେ କାର ଖାନା ଭାଉଜ - Exclusive Visual

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ରାଜଧାନୀ ଭୁବନେଶ୍ୱର ରେ ଗୋଟିଏ କଥା କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ତାହା ହେଉଚି ନେହା କାର ଖାନା।ଏଠାରେ ଭୁବନେଶ୍ୱର ବାସୀ ଙ୍କ ସନ୍ଧ୍ୟା ହେବା ପରେ ଭିଡ ଦେଖିବାକୁ ମିଳେ।ଖୁବ ସୁନ୍ଦର ଭାବେ ସେଠାରେ ଖାଦ୍ୟ ମିଳେ।
Special report
ଲୋକ ମାନେ ତାଙ୍କ ଖାଦ୍ୟ କୁ ଖୁବ୍ ପସନ୍ଦ କରୁଥିଲେ।ଏଥର ଦୁଇ ଜଣ ଯା ମିଶି ଗୋଟିଏ ଦୋକାନ ଖୋଲି ଥିଲେ।ହେଲେ ହଟାତ ଏପରି କଣ ହେଲା ସେମାନେ ତାଙ୍କ ଦୋକାନ କୁ ବନ୍ଦ କରି ଦେଇଥିଲେ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଦୁଇ ଜଣ ଯା କଠିନ ପରିଶ୍ରମ କରି ନେହା କାର ଖାନା ନାମ ରେ ଦୋକାନ କରିଥିଲେ।ସନ୍ଧ୍ୟା ସମୟ ରେ ଲୋକ ଙ୍କ ଭିଡ ଦେଖିବାକୁ ମିଳେ।ହେଲେ କିଛି ଅସାମାଜିକ ବ୍ୟକ୍ତି ମାନେ ଏହାକୁ ସହି ପାରିଲେ ନାହିଁ।ସେମାନେ କହିଥିଲେ କି ଏହି ଦୁଇ ମହିଳା ନିଜ ରୂପ ଦେଖାଇ ଖାଦ୍ୟ ବିକ୍ରି କରୁଛନ୍ତି।
Special report
ତାଙ୍କ ଖାଦ୍ୟ କାହାକୁ ବି ପସନ୍ଦ ନୁହେଁ।ଏହି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଉଚି।ଏଥିରେ ଦୁଇ ମହିଳା ଖୁବ୍ ରାଗି ଯାଇଥିଲେ।ଏହା ପରେ ସେ ପୋଲିସ ସାହାର୍ଯ୍ୟ ନେଇ ଥିଲେ।
ଯେପରି ଆଗକୁ କୌଣସି ମହିଳା ଙ୍କ ସହିତ ଏପରି ନ ହଉ ବୋଲି ସେମାନେ କହିଛନ୍ତି।ସେମାନେ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ମହିଳା ମାନଙ୍କ ସହିତ ଏପରି କରା ଯାଉଚି ।ସେମାନେ ଚୁପ୍ ହୋଇ ବସନ୍ତୁ ନାହିଁ।ଆମ ଆଇନ ରହିଛି ସେମାନଙ୍କୁ ଦଣ୍ଡ ଦେବା ପାଇଁ।
Special report
ମହିଳା ଙ୍କୁ ଯଦି ସମ୍ମାନ ଦେଇ ପାରିବେ ନାହିଁ ତେବେ ଖରାପ ମଧ୍ୟ କୁହନ୍ତୁ ନାହିଁ।ଆମକୁ କିଛି ଲୋକ ସମର୍ଥନ କରୁଛନ୍ତି।ସେହି ସମର୍ଥନ କୁ ଆମେ ଭଲ ଭାବି ଆଗକୁ ବଢ଼ିଚୁ।ଆମେ ଆମ ସମ୍ମାନ ପାଇଁ ଲଢ଼ିବୁ।
ଆମେ ପୁଣି ଥରେ ଆମ କାର ଖାନା ତିଆରି କରିବୁ।ବୋଲି କହିଛନ୍ତି ଏହି ଦୁଇ ମହିଳା।ସେମାନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଉଛି।
ଏହି ଦୁଇ ମହିଳା ଏବେ ମହିଳା ଥାନା ରେ ପହଞ୍ଚି ଛନ୍ତି।ସେହି ଅସାମାଜିକ ବ୍ୟକ୍ତି ନାମ ରେ ଥାନା ରେ ଏତଲା ଦେବେ।ଯେଉଁ ମାନେ ଏଭଳି କାମ କରୁଛନ୍ତି ସେମାନଙ୍କୁ ଦଣ୍ଡ ଦିଆ ଯିବା ନିହାତି ଆବଶ୍ୟକ।

Advertisement