Jan 7, 2024, 20:05 IST

ଠକେଇର ସବୁ ସୀମା ପାର ଦେଖନ୍ତୁ ସବୁଦିନ ପକୋଡା ଖାଇ ଅନଲାଇନ୍ ପେ କରୁଥିଲେ ପୁଣି ଫେରି ଯାଉଥିଲା ଆକାଉଣ୍ଟ କୁ ଟଙ୍କା !!ଶେଷରେ ହେଲା କିଛି ଏମିତି

Special Report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଆମ ସମାଜ ରେ ଚୋରି ଡକାୟତି ଭଳି ଅନେକ ନିନ୍ଦନୀୟ ଘଟଣା ମାନ ଘଟୁଛି।ଆଜି ର ଯୁବ ପିଢ଼ି ମାନେ ଅନ୍ୟ ମାନଙ୍କୁ ଏବେ ବହୁତ ଠକୁଛନ୍ତି।ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special Report
ଜଣେ ବ୍ୟକ୍ତି ଚିକେନ ପକୋଡା ଖାଇ ଦୋକାନୀ ଙ୍କୁ ଠକି ସବୁ ଟଙ୍କା ତାଙ୍କର ନେଇ ଯାଉଛନ୍ତି।ଏହାକୁ ନେଇ ଦୋକାନୀ ଜଣକ ପ୍ରଥମେ କିଛି ଜାଣି ପାରି ନ ଥିଲେ।କିନ୍ତୁ ପରବର୍ତ୍ତୀ ସମୟ ରେ ଜାଣିବା ପରେ ତାଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗ ମାନଙ୍କ ସହିତ ଗତ ଏକ ମାସ ହେବ ଚିକେନ ପକୋଡ଼ା ଖାଇବା ପାଇଁ ଆସୁ ଥିଲେ।ସେ ଦୋକାନ ର ମାଲିକ ହେଉଛନ୍ତି ରବି। ଯିଏ କି ସେଠାରେ ଫାଷ୍ଟ ଫୁଡ୍ ବିକ୍ରୀ କରି ଥାଆନ୍ତି।
Special Report
ହେଲେ ପ୍ରଶାନ୍ତ ସବୁ ଦିନ ଚିକେନ ପକୋଡା ନିଜ ସାଙ୍ଗ ମାନଙ୍କ ସହିତ ଖାଆନ୍ତି।ଓ ଘର କୁ ପାର୍ଶଲ୍ ନେଇକି ଯାଆନ୍ତି।ଟଙ୍କା ଦେବାକୁ କହିଲେ କହିବେ ବାକି ଖାତା ରେ ପକାଇ ଦିଅ।ଏମିତି କରି କରି ସେ ୨୦୦୦୦ ଟଙ୍କା ର ବାକି ଖାଇ ଯାଇଥିଲେ। ପେଟିଏମ୍ ରେ ଟଙ୍କା ଦେବା କଥା କହିଥିଲେ।
ପେ ଟି ଏମ୍ ରେ ସେ ୫୦୦ ଟଙ୍କା ଦେଇ ପୁନର୍ବାର ନେଇ ଯାଉଥିଲେ।ହେଲେ ଏହାକୁ ଦୋକାନୀ ରବି ଜାଣି ପାରୁ ନ ଥିଲେ। ହଟାତ ଦିନେ ତାଙ୍କର ସବୁ ଦୋଷ ଧରା ପଡ଼ି ଯାଇଥିଲା। ପ୍ରଶାନ୍ତ ଙ୍କୁ ଧରି ପକାଇ ଥିଲେ ରବି।ତାଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଥିଲେ।
Special Report
ଶେଷ ରେ ନିଜର ସବୁ ଦୋଷ ମାନି ଯାଇଥିଲେ ପ୍ରଶାନ୍ତ।ସେ କହିଥିଲେ କି ମୋ ସାଙ୍ଗ ମାନେ ଏଥିରେ ମୋତେ ସାହଯ୍ୟ କରି ଥିଲେ।ମୁଁ ତାଙ୍କ ଠାରୁ ଟଙ୍କା ନେଇ ନାହିଁ।ସବୁ ଦୋଷ ତାଙ୍କର।ଏ କଥା କହି ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ।ଶେଷ ରେ ଧରା ପଡ଼ି ଯାଇଥିଲେ।
Special Report
ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରେ।ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ସବୁ ଦିନ ରବି ଦୋକାନ ରୁ ଚିକେନ ପକୋଡା ଖାଇ ଦୋକାନୀ ଙ୍କୁ ଠକି ଦେବା ପାଇଁ ଇଛା କରିଥିଲେ।ଶେଷ ରେ ଧରା ପଡ଼ି ଯାଇ ଥିଲେ।
ଏବେ ରବି ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏ ନେଇ ପ୍ରଶାନ୍ତ ଙ୍କୁ ପଚରା ଉଚରା କରିଛନ୍ତି।ପ୍ରଶାନ୍ତ ନିଜ ଭୁଲ କୁ ମାନି ଯାଇଛନ୍ତି।

Advertisement