Apr 7, 2024, 16:38 IST

Tenge Tenge କୁ ଦେଖା କରିବାକୁ ଲାଗୁଛି ଲମ୍ବା ଲାଇନ୍ ଦେଖନ୍ତୁ ଏବେ ଦେଖା କରିବାକୁ ନେଉଛନ୍ତି ଏତେ ଟଙ୍କା

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି।
Tg
ଟେଙ୍ଗେକୁ ଦେଖା କରିବା ପାଇଁ ଲାଗିଛି ବହୁ ଲମ୍ବା ଲାଇନ। ଟେଙ୍ଗେ ଟେଙ୍ଗେକୁ ଦେଖା କରିବା ଏତେ ସହଜ ନୁହେଁ। ବର୍ତ୍ତମାନ ସେହି ଟେଙ୍ଗେ ଟେଙ୍ଗେ ଗିରିବ ପିଲାର ମଧ୍ୟ ଚାହିଦା ବଢ଼ିଯାଇଛି। ଟେଙ୍ଗେ ଟେଙ୍ଗେ ସହ ଦେଖା କରିବା ପାଇଁ ମାଗିବାକୁ ପଡୁଛି ଅନୁମତି।
ବିନା ଅନୁମତିରେ ଟେଙ୍ଗେ ଟେଙ୍ଗେ ସହ ଦେଖା ହେଇପାରୁନାହିଁ। ତେବେ ଓଡ଼ିଶାରୁ ଲଭ ହଂସଦା ମଧ୍ୟ ଯାଇ ଟେଙ୍ଗେ ଟେଙ୍ଗେ ସହ ଦେଖା କରି ତା ସହିତ ଭିଡିଓ ବି କରିଛନ୍ତି। ଲଭ ହଂସଦାଙ୍କ ସେହି ଭିଡ଼ିଓ ମଧ୍ୟ ଖୁବ୍ ଭାଇରାଲ ହୋଇଛି। 
କୁହାଯାଉଛି ଲଭ ହଂସଦା ଟେଙ୍ଗେଙ୍କ ସହିତ ଭିଡିଓ ବନାଇ ଆହୁରି ଫେମସ ହେଇଯାଇଛନ୍ତି। ଓଡ଼ିଶା ବାହାରେ ମଧ୍ୟ ସେହି ଭିଡ଼ିଓ ମଧ୍ୟମରେ ଲଭ ହଂସଦାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ସୋସିଆଲ ମିଡ଼ିଆ ରାତାରାତି ଗରିବ ମଣିଷଟିକୁ ବି ଧନୀ କରି ଦେଉଛି।
Gy
ଆଉ ଯେତେବେଳେ ସୋସିଆଲ ମିଡିଆରେ ଗରିବ ଲୋକଟି ପ୍ରତିଭା ଦେଖାଏ ସେତେବେଳେ ଲୋକ ମାନେ ଖୁବ୍ ପ୍ରଶଂସା କରିଥାନ୍ତି। ଯାହାକି ସେହି ଭିଡ଼ିଓଟି ଭାଇରାଲ ହୋଇଥାଏ। ସୋସିଆଲ ମିଡିଆରୁ ଟେଙ୍ଗେ ଟେଙ୍ଗେ ଯାହା ରୋଜଗାର କରନ୍ତି ତାହା ପ୍ରଚୁର ପରିମାଣରୁ ଟଙ୍କା ଠାରୁ ଆହୁରି ଅଧିକ ରହିଛି। 
ଟେଙ୍ଗେ ଟେଙ୍ଗେ ଯେଉଁ ଠାରେ ରହୁଛନ୍ତି ସେଠାରେ ପାଣିର ମଧ୍ୟ ଅସୁବିଧା ରହିଛି। ତା ସହିତ ଖାଇବା ପିଇବାର ମଧ୍ୟ ବହୁତ ଅସୁବିଧା ରହିଛି। ଟେଙ୍ଗେ ଟେଙ୍ଗେ ଆଗରୁ ଚିରାଫଟା ଡ୍ରେସ ପିନ୍ଧୁଥିଲେ। କିନ୍ତୁ ଏବେ ସବୁକିଛି ବଦଳି ଯାଇଛି। ଏମିତିକି ସେଠାରେ ପାନ୍ୟଜଳର ବହୁତ ସମସ୍ୟା ରହିଛି।
ଖାଇବାର ମଧ୍ୟ ସେଠାରେ ବହୁ ମୁସ୍କିଲ ରେ ମିଳେ।
ଟେଂଗେ ଟେଂଗେ ଭିଡ଼ିଓ ଭାଇରାଲ ହେଲା ପରେ କୁହାଯାଉଛି କୋଟି କୋଟି ଟଙ୍କାର ଇନକମ ଆସୁଛି ତାଙ୍କ ପାଖକୁ। ଭାଇରାଲ ହେଉଥିବା ଟେଙ୍ଗେ ଟେଙ୍ଗେ ଗୀତରେ ଭାରତର ବୋହୁ ଲୋକ ଡାନ୍ସ କରିଛନ୍ତି। ଯାହାକି ବହୁତ ଭାଇରାଲ ହେଇଛି।

Advertisement