Updated: Dec 18, 2023, 10:45 IST

୩୫୧ କୋଟି ଟଙ୍କା ଜବତ ପ୍ରେ ମୁଁହ ଖୋଲିଲା ଧିରଜ୍ ସାହୁ : ସେ ଟଙ୍କା ମୋର ନୁହେଁ, ଯିଏ ନେବା କଥା ନେଇ ଯାଅ

Special Report

ନମସ୍କାର ପାଠକ ବନ୍ଧୁ।ଆସିଚି ଏକ ବଡ ଖବର।କଂଗ୍ରେସ ସାଂସଦ ଧିରଜ ସାହୁ ଙ୍କ ଘରୁ ବାହାରିଛି ୩୫୧ କୋଟି ଟଙ୍କା ରୁ ଅଧିକ।ତାଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ।ତାଙ୍କ ପରିବାର କୁ କିଏ ବା ନ ଜାଣେ।ସେ କଂଗ୍ରେସ ଦଳ ପକ୍ଷ ରୁ ରାଜ୍ୟ ସଭା ସାଂସଦ ଅଟନ୍ତି।
Special Report
ଲୋକ ଙ୍କ ପାଇଁ ଅନେକ ଜନ ହିତକର କାର୍ଯ୍ୟ ମଧ୍ୟ ସେ କରିଛନ୍ତି।ହେଲେ ଏବେ ସେ ଗୋଟିଏ ବିପଦ ରେ ଫସି ଯାଇଛନ୍ତି।ଆୟକର ବିଭାଗ ତାଙ୍କ ଘରୁ ବହୁତ ଟଙ୍କା ଜବତ କରିଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ କଂଗ୍ରେସ ସାଂସଦ ଧୀରଜ ସାହୁ ଙ୍କ ମଦ ଫ୍ୟାକ୍ଟ୍ରି ରୁ ବାହାରିଛି କୋଟି କୋଟି ଟଙ୍କା।ଏ ନେଇ ଆୟକର ବିଭାଗ ସୂଚନା ଦେଇ ଥିଲେ।ଏତେ ଟଙ୍କା ସେ କେଉଁ ଠାରୁ ଆଣିଲେ ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଚି।
ଶେଷ ରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଛନ୍ତି ଧିରଜ୍ ସାହୁ।ତାଙ୍କ କହିବା ମୁତାବକ ଏ ସବୁ ଟଙ୍କା ହେଉଚି ତାଙ୍କ ପରିବାର ର।ଏହା କୌଣସି କଳା ଧନ ନୁହେଁ।କିମ୍ବା ଏହା କୌଣସି ରାଜନୈତିକ ଦଳ ତଥା କଂଗ୍ରେସ ଦଳ ର ନୁହେଁ।
Special Report
ଆପଣ ମାନେ ସମସ୍ତେ ଜାଣି ଥିବେ ଆମ ପରିବାର କେତେ ଜନ ହିତକର କାର୍ଯ୍ୟ କରିଛି।ବଡ ବଡ ସ୍କୁଲ, ମଦ ଦୋକାନ ଓ ଅନ୍ୟାନ୍ୟ କାରଖାନା ମଧ୍ୟ ଆମର ରହିଛି।
ଏଥିରୁ ମାସ କୁ ବହୁତ ଟଙ୍କା ମିଳି ଥାଏ।ମୋ ପରିବାର ର ସମସ୍ତ ସଦସ୍ୟ ଙ୍କ କଠିନ ପରିଶ୍ରମ ଯୋଗୁଁ ଏତେ ଟଙ୍କା ଆମ ପାଖରେ ରହିଛି।ମୁଁ ମଧ୍ୟ ଆୟକର ବିଭାଗ କୁ କହିଛି କି ଆପଣ ମାନେ ତଦନ୍ତ କରନ୍ତୁ।ମୁଁ ଠିକ୍ ଠିକ୍ ସବୁ ର ଉତ୍ତର ଦେବି।
ସବୁ ଟଙ୍କା ର ହିସାବ ଦେବି।୩୫୧ କୋଟି ଟଙ୍କା ଧିରଜ ସାହୁ ଙ୍କ ମଦ ଭାଟି ରୁ ମିଳି ଥିଲା।ତିନି ଧରି ଆୟକର ବିଭାଗ ଛାନ ଭିନ୍ କରିଥିଲା।ଆଜି ସକାଳୁ କାର୍ଯ୍ୟ ସମାପ୍ତ ହୋଇଛି।ଏବେ ଚର୍ଚ୍ଚା ହୋଇଚି କି ଆୟକର ବିଭାଗ ଦିଲ୍ଲୀ ଅଫିସରେ ୩୫୧ କୋଟି ଟଙ୍କା ଜବତ କରିଚି ବୋଲି ରିପୋର୍ଟ କରିଛି।

Advertisement