ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ଏଭଳି ଘଟଣା ମଧ୍ୟ ଘଟିବାରେ ଲାଗିଛି ଯାହାକୁ କି ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ।
ଆଜିକାଲି ପ୍ରେମ ପାଇଁ ବର୍ତ୍ତମାନ୍ ସମୟର ଯୁବପିଢୀ ମାନେ ଏଭଳି ଭୁଲ କରି ବସିଛନ୍ତି କି ତାର କ୍ଷମା ମଧ୍ଯ କରି ହେବ ନାହିଁ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ପ୍ରେମ ପାଇଁ ଲୋକ ମାନେ ଜୀବନ ଦେବାକୁ ପ୍ରସ୍ତୁତ ଥିବା ବେଳେ ତାହା ସହ ସେମାନେ ଜୀବନ ନେବା ପାଇଁ ମଧ୍ୟ ପ୍ରସ୍ତୁତ। ତେବେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଭାଗଲ ପୁର ଠାରେ।

ସେଠାରେ ଏକ ମହିଳା ଏବଂ ଏକ ବ୍ୟକ୍ତି ର ସନ୍ଦେହ ଜନକ ମୃ-ତ୍ୟୁ ହୋଇଛି। ଏବଂ ଦୁହେଁ ଆ-ତ୍ମ-ହ-ତ୍ୟା କରିଥିବା ନେଇ ମଧ୍ଯ ସୁଚନା ମିଳିଛି। ଦୁହେଁ ତାଙ୍କର ଘରେ ଥିବା ଗ୍ରିଲ ରେ ହିଁ ଝୁଲି ପଡିଛନ୍ତି।
ଏହା ଜଣା ପଡ଼ିଛି କି ଉଭୟ ସମ୍ପର୍କରେ ମଧ୍ୟ ଦିଅର ଓ ଭାଉଜ ହେବେ। ଏବଂ ଉଭୟ ଙ୍କ ଆ-ତ୍ମ-ହ-ତ୍ୟା କୁ ନେଇ ବର୍ତ୍ତମାନ୍ ସମୟରେ ମଧ୍ୟ ସନ୍ଦେହ ଉପୁଜିଛି।
କାରଣ ଦୁଇଜଣ ଙ୍କ ଶରୀର ତଳେ ଲାଗିଥିବା ବେଳେ କିଭଳି ଦୁଇଜଣ ଙ୍କ ଏଭଳି ଭାବରେ ମୃ-ତ୍ୟୁ ହୋଇଛି ତାହା କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରିବା ମଧ୍ୟ ବର୍ତ୍ତମାନ ସମୟରେ ଆରମ୍ଭ କରି ଦେଇଛି।
ଏବଂ ବର୍ତ୍ତମାନ ସୁଦ୍ଧା ଯାହା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି ଏଭଳି ପଦକ୍ଷେପ ନେବା ପଛ ରେ ମୁଖ୍ୟ କାରଣ ହେଉଛି ପ୍ରେମ ସମ୍ପର୍କ। ଆଉ ଏହି ସବୁ ତାଙ୍କ ଫୋନ୍ ରେ ଥିବା ଚାର୍ଟ ରୁ ହିଁ ଜଣା ପଡ଼ିଛି।

ପୋଲିସ ପ୍ରକୃତ ଘଟଣା କଣ ଜାଣିବା ପାଇଁ ବର୍ତ୍ତମାନ୍ ସମୟରେ ତଦନ୍ତ ମଧ୍ଯ ଜାରି ରଖିଛି ଆଉ ତଦନ୍ତ ପରେ ହିଁ ଏହି ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ। ତେବେ ଆପଣ ମାନଙ୍କୁ ଏହି ଘଟଣା ସଂପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।