ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ସାତ ଜନ୍ମ ର।କଥା ଦେଇ ଥିଲେ ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ।ଓ ମରିବେ ଯଦି ଉଭୟ ଏକାଠି ମରିବେ।ଶେଷ ରେ ତାଙ୍କ କଥା କୁ ସତ୍ୟ ପ୍ରମାଣିତ କରିଛନ୍ତି ଜଣେ ଦମ୍ପତି।
ସ୍ଵାମୀ ସ୍ତ୍ରୀ ଉଭୟ ନିଜ ପିଲା ଙ୍କୁ ଅନାଥ କରି ମଶାଣି କୁ ଚାଲି ଯାଉଛନ୍ତି।ଯେ କେହି ଏହି ଦୃଶ୍ୟ କୁ ଦେଖିଚି ତାଙ୍କ ଆଖି ରୁ ଲୁହ ଭରି ଆସିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ର ବାଲିମେଳା ସାହି ର ୧୨ ନମ୍ବର ୱାର୍ଡ ରେ।
ଏଠାରେ ନିଜ ତିନି ପିଲା ଙ୍କ ସହିତ ବାସ କରୁଥିଲେ ହରି କୁଲଦୀପ ଓ ତାଙ୍କ ପତ୍ନୀ କମଳିନୀ କୁଲଦୀପ।ବହୁ ହସ ଖୁସି ରେ ତାଙ୍କ ପରିବାର ଚାଲି ଥିଲା।ହେଲେ କାହାର ନଜର ପଡ଼ିଲା କେଜାଣି ସବୁ କିଛି ଯେପରି ଅଳ୍ପ ସମୟ ମଧ୍ୟ ରେ ଭାଙ୍ଗି ଗଲା।
ହରି କୁଲଦୀପ ହଟାତ ହୃ-ଦ-ଘା-ତରେ ମୃ-ତ୍ୟୁ ବରଣ କଲେ।ତାଙ୍କ ଶବ କୁ ଧରି ତାଙ୍କ ସ୍ତ୍ରୀ କମଳିନୀ କାନ୍ଦି ବାକୁ ଲାଗିଲେ।ଜୋର୍ ରେ ତାଙ୍କ ସ୍ଵାମୀ ଙ୍କ ଶବ କୁ ଜାବୁଡି ଧରି ଥିଲେ।
ଏହି ସମୟରେ ସେ ସେହିଠାରେ ଟଳୀ ପଡ଼ି ଥିଲେ।ସାଙ୍ଗେ ସାଙ୍ଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା।ଡାକ୍ତର ସେଠାରେ ତାଙ୍କୁ ମୃ-ତ ବୋଲି ଘୋଷଣା କଲେ।
ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ଶବ ଗାଁ ରୁ ମଶାଣି ଅଭିମୁଖେ ବାହାରି ଥିଲା।ଗାଁ ର ପ୍ରତ୍ୟେକ ଲୋକ ଙ୍କ ଆଖି ରେ ଲୁହ ଭରି ରହିଥିଲା।ତାଙ୍କ ର ତିନି ପିଲା ଙ୍କୁ ଭଗବାନ ସବୁଦିନ ପାଇଁ ଅନାଥ କରିଦେଲେ।
ମୃତ୍ୟୁ କେତେବେଳେ କାହାର ଆସେ ତାହା କେହି ଜାଣି ପାରନ୍ତି ନାହିଁ।ଉଭୟ ସ୍ବାମୀ ସ୍ତ୍ରୀ ସବୁବେଳେ ସାଙ୍ଗ ହୋଇ ରହିବା ପାଇଁ କଥା ଦେଇଥିଲେ।ଯାହାକି ସତ ହୋଇ ଯାଇଚି।ଏହି ଘଟଣାଟି ଯେ କେହି ଦେଖିଚି ତାଙ୍କ ଆଖିରୁ ଲୁହଧାର ବହି ଆସୁଛି।