Updated: Oct 16, 2023, 16:14 IST

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ରାତିରେ ହୋଇଗଲା ଏମିତି କିଛି ଆପଣ ସତ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

Special report

ନମସ୍କାର ପାଠକ ବନ୍ଧୁ।ଜଣେ ବିବାହିତ ମହିଳା ପାଇଁ ତାର ସ୍ଵାମୀ ସବୁକିଛି।ସେ ତାକୁ ଦେବତା ରୂପେ ପୂଜା କରେ।ଜଣେ ଯୁବକ ନିଜ ସ୍ତ୍ରୀ କୁ ଖୁବ୍ ଭଲ ପାଉ ଥିଲେ।ସ୍ତ୍ରୀ ମରି ଗଲା ପରେ ବି ତାଙ୍କ ଶବ କୁ ଧରି ରାତି ସାରା କାନ୍ଦି ଥିଲେ ଯୁବକ।
Special report
ତାଙ୍କ ପାଖରେ ରାତି ସାରା ରହିଥିଲେ ଯୁବକ ଜଣକ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଇନ୍ଦୋର ଠାରେ।ଏଠାରେ ଅନୁସ ଓ ତାଙ୍କ ସ୍ଵାମୀ ହର୍ଷ ପରସ୍ପର କୁ ଖୁବ୍ ଭଲ ପାଉ ଥିଲେ।ପରେ ତାଙ୍କର ବିବାହ କରି ଦିଆ ଯାଇଥିଲା।
Special report
ସୂଚନା ଅନୁସାରେ ହଟାତ ଦିନେ ରାତି ରେ ଅନୁସ ଓ ହର୍ଷ ଙ୍କ ଭିତରେ ଜୋରେ ବଚସା ହେଲା।ଉଭୟ ନିଜ ହିତାହିତ ଜ୍ଞାନ ହରାଇ ବସିଲେ।ଏହି ସମୟ ରେ ହର୍ଷ ନିଜ ସ୍ତ୍ରୀ କୁ ଏକ ଧାରୁଆ ଅସ୍ତ୍ର ରେ ଆ-କ୍ର-ମ-ଣ କଲେ।
Special report
ଏହା ପରେ ରାତି ସାରା ସ୍ତ୍ରୀ ର ଶବ ପାଖରେ ବସି ରହି କାନ୍ଦି ଥିଲେ।ସମସ୍ତେ ଭାବୁ ଥିଲେ ସେ ତାଙ୍କ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି।ହେଲେ ସେ ହିଁ ନିଜ ସ୍ତ୍ରୀ ଙ୍କୁ ମାରିଛି ବୋଲି ଅନୁସ ଙ୍କ ପରିବାର ଲୋକେ ଦାବି କରିଥିଲେ।
ଅନୁସ ଙ୍କ ବେକ ଛାତି ମୁଣ୍ଡ ରେ ଜୋରେ ଆଘାତ ଲାଗି ଥିଲା।ତାଙ୍କ ପରିବାର ର କହିବା ଅନୁଯାୟୀ ହର୍ଷ ତାଙ୍କ ଝିଅ କୁ ମାରି ଦେଇଛି।ଏହା ପରେ ପୋଲିସ ହର୍ଷ କୁ ଗିରଫ କରି ନେଇ ଥିଲା।
Special report
ଏବେ ହର୍ଷ ଜେଲ ରେ ଅଛନ୍ତି।ଏହି ହ-ତ୍ୟା କାଣ୍ଡ କୁ ଗୋଟିଏ ବର୍ଷ ବିତି ଗଲାଣି।ହେଲେ ଅନୁସ ଙ୍କ କଥା ଏବେ ମଧ୍ୟ ସମସ୍ତ ଙ୍କ ମୁଁହ ରେ ରହିଛି।ଯେ କେହି ବି ଏହି କଥା କୁ କହି କହି କାନ୍ଦି ପକାଉଛି।
ଏବେ ହର୍ଷ ମଧ୍ୟ ଏହି କଥା କୁ ଜେଲ ରେ ବସି ଭାବୁଛି।ନିଜ କାମ ପାଇଁ ସେ ଏବେ ଅନୁତାପ କରୁଛି।କାହିଁକି ସେ ଅନୁସ କୁ ହ-ତ୍ୟା କଲା ବୋଲି ସମସ୍ତଙ୍କୁ କହି ବୁଲୁଛି।ଏବେ ଦେଖିବାକୁ ବାକି ରହିଲା ଆଗକୁ କଣ ସବୁ ଘଟୁଛି।

Advertisement