Dec 1, 2023, 19:56 IST

ସ୍ଵାମୀ ଶବ ସାମ୍ନାରେ ଶଶୁରକୁ ଏମିତି କଲା ବୋହୂ ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ ଭାବନା ଆଣିବା ସହ ଅନେକ କଥା ଜଣାଇବ । ଜଣେ ସ୍ତ୍ରୀ ତାର ସ୍ବାମୀଙ୍କୁ ବହୁତ ଭଲ ପାଇଥାଏ ।
Special report
ସେ ସବୁବେଳେ ତାର ସ୍ୱାମୀର ଯତ୍ନ ନେଇଥାଏ ଆଉ ସ୍ବାମୀକୁ ଖୁସିରେ ରଖିଥାଏ । କିନ୍ତୁ ଏହି ଘଟଣା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 
ଏହି ସ୍ତ୍ରୀ ଜଣକ ସ୍ବାମୀ ସହ କରିଥିଲା ଏଭଳି କାମ । ସ୍ତ୍ରୀ ଜଣକ ମୁଥା ମାରି ସ୍ବାମୀଙ୍କୁ ମାରି ଦେଇଛି । ଆଉ ସ୍ବାମୀ ମରିଯିବା ପରେ ଯେତେବେଳେ ଶ୍ଵଶୁର ଜଣକ ତାଙ୍କ ଘର ଭିତରକୁ ଚାଲି ଆସିଲେ ତାଙ୍କ ସହ ଏଭଳି କରିଥିଲା ବୋହୂ ଜଣକ ଯାହା ଏବେ ଚର୍ଚ୍ଚା ହେଉଛି।
Special report
ସ୍ବାମୀ ଜଣକ ସ୍ତ୍ରୀକୁ ଦୁବାଇ ନେବେ ବୋଲି କହିଥିଲେ। କିନ୍ତୁ ସେ ତାକୁ ନେଇ ନଥିଲେ । ତାପରେ ସ୍ତ୍ରୀ ଜଣକ ଏଭଳି କାମ କରିଥିଲା । ଏହି ସ୍ତ୍ରୀ ଜଣଙ୍କର ମୁଥରେ ଜୀବନ ଚାଲିଗଲା ସ୍ୱାମୀର । 
ଶଶୁର ଜଣକ ଦେଖିବା ପରେ କଣ କରିବ ବୋହୂ କିଛି ଜାଣି ପାରିନଥିଲା । ଆଉ ଏହି ସ୍ତ୍ରୀ ଜଣକ ସ୍ବାମୀ ମରିଯିବାକୁ ଶଶୁର ଆଗରେ ଲୁଚାଇବାକୁ ଯାଇ ଏଭଳି କରିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଏହି ଶଶୁର ଜଣକ ଶେଷରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ସ୍ତ୍ରୀ ଜଣକ ହେଉଛନ୍ତି ରେଣୁକା । ଆଉ ସ୍ବାମୀ ଜଣଙ୍କର ନାମ ହେଉଛି ନିକିଲ୍ । ତାଙ୍କ ଭିତରେ ଜୋରରେ ରାତିରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ପରେ ଏଭଳି ଘଟଣା ଘଟିଥିଲା । 
Special report
ସ୍ବାମୀ ଜଣକ ସ୍ତ୍ରୀର ଜନ୍ମଦିନରେ ଦୁବାଇ ନେବେ ବୋଲି କହିଥିଲେ କିନ୍ତୁ ସେ ନ ନେବାରୁ ଏଭଳି କରିଥିଲା ସ୍ତ୍ରୀ । ଆଉ ଶଶୁର ଜଣଙ୍କୁ ଫୋନ କରିଥିଲେ । ଶଶୁର ପହଞ୍ଚିବା ପୂର୍ବରୁ ବୋହୂ ଜଣକ ପୁଅକୁ ମାରି ଦେଇଥିଲା । ଆଉ ଏହାପରେ ଶଶୁର ଜଣଙ୍କୁ ଏହି କଥା କାହାକୁ ନ କହିବାକୁ କହିଥିଲା ।
କିନ୍ତୁ ସତ କେବେ ଲୁଚି ରହେନା । ଆଉ ଏହି ଶଶୁର ଜଣକ ଏହି ଘଟଣାକୁ ନେଇ ଥାନାରେ କହିଥିଲେ । ଏହି ଘଟଣା ଘଟିଛି ମହାରାଷ୍ଟ୍ରର ପୁନେ ଅଞ୍ଚଳର ଗଙ୍ଗାନଗର ସେଟେଲାଇଟ ହଉସରେ । ଏବେ ସ୍ତ୍ରୀ ଜଣକ ଗିରଫ ହୋଇଛନ୍ତି ।

Advertisement